Monthly Archives

October 2023

ଗରୁଜଙ୍ଗ ବିଲ ମଝିରୁ ମୃତଦେହ ଉଦ୍ଧାର ମାମଲା: ହତ୍ୟା ଅଭିଯୋଗରେ ଦୁଇ ଗିରଫ

ଖୋର୍ଦ୍ଧା: ଚଳିତ ମାସ ୨୬ ତାରିଖ ସକାଳେ ଗୁରୁଜଙ୍ଗ ସୁଦର୍ଶନ ବିହାର କଲୋନୀ ନିକଟ ଏକ ଧାନ ବିଲ ମଧ୍ୟରୁ ଜ​ଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ମୃତଦେହର ମୁଣ୍ଡ ଓ ନାକରୁ ରକ୍ତ ଲାଗିଥିବାରୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଥିଲା। ଏହି ଘଟଣାରେ ମଙ୍ଗଳବାର ଦୁଇଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ସହରର ବିକାଶ ପାଇଁ ଦିଲୀପ ରାୟ ବିକଳ୍ପ: ଆର୍‌ଡିଏଫ୍‌

ରାଉରକେଲା: ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ (ଆର୍‌ଡିଏଫ୍‌) ବୈଠକ ପାନପୋଷସ୍ଥ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଆର୍‌ଡିଏଫ୍‌ର ଅଧ୍ୟକ୍ଷ ହରିହର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ଉପଯୁକ୍ତ ନେତୃତ୍ବର ଅଭାବ ରହିଥିବା ଉପସ୍ଥିତ ସଦସ୍ୟମାନେ…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ରାନାୱତଙ୍କ ଚଳଚ୍ଚିତ୍ର ‘ତେଜସ୍’ ଦେଖି କାନ୍ଦି ପକାଇଲେ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କର ଚଳଚ୍ଚିତ୍ର ‘ତେଜସ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଗତ ଶୁକ୍ରବାର ତାଙ୍କର ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ସେତେଟା ଭଲପାଇବା ମିଳୁନଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡ଼ୁଥିବା…
ଅଧିକ ଖବର ଦେଖନ୍ତୁ...

ତିନିବର୍ଷ ପୂର୍ବରୁ ଚୋରି ହୋଇଥିବା ବାଇକର ଚାଲାଣ କଟିବାର ବାର୍ତ୍ତା ଆସିବା ପରେ ଖୁସି ହେଲେ ମାଲିକ

ନୂଆଦିଲ୍ଲୀ: ତିନିବର୍ଷ ପୂର୍ବରୁ ଚୋରି ହୋଇଥିବା ବାଇକର ଚାଲାଣ କଟିବାର ବାର୍ତ୍ତା ଫୋନକୁ ଆସିବା ପରେ ମାଲିକ ଖୁସି ହୋଇଯାଇଛନ୍ତି। ତେବେ ଆପଣ ଭାବୁଥାଇପାରନ୍ତି ଗାଡ଼ିର ଚାଲାଣ କଟିଲେ କେଉଁ ମାଲିକ ବା ଖୁସି ହୁଅନ୍ତି। ତେବେ ଘଟଣାଟି ହେଉଛି ଏପରି, ଉତ୍ତରପ୍ରଦେଶର ଗୋରଖପୁରରେ…
ଅଧିକ ଖବର ଦେଖନ୍ତୁ...

ସୋନାପର୍ବତ ଅଞ୍ଚଳରେ ହାତୀ ଉପଦ୍ରବ; ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

ସାରନଗରୀ: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାବ୍ଲକ୍‌ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ମାସ ମାସ ଧରି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏ ନେଇ ବନ କର୍ମଚାରୀ ନା ପ୍ରଶାସନ କାହାରି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ। ଯାହାର ଫଳସ୍ୱରୂପ ଅକାରଣେ ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଫସଲ ଓ ଧନ ଜୀବନ।…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ପୁଣି ମାତିଲେ ଆତଙ୍କବାଦୀ, ହେଡ୍ କନଷ୍ଟେବଳଙ୍କୁ ହତ୍ୟା, ତିନିଦିନରେ ୩ୟ ଘଟଣା

ଶ୍ରୀନଗର : ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାର ଭେଲୁ କ୍ରାଲପୋରା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜଣେ ପୁଲିସ ହେଡ୍ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହେଡ୍ କନଷ୍ଟେବଳଙ୍କୁ ତାଙ୍କ ଘର ବାହାରେ ଗୁଳି କରାଯାଇଥିଲା। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ: ୧୨ଟି ନୂଆ ପ୍ରକଳ୍ପ ଅନୁମୋଦିତ; ୪,୭୧୫ ନିଯୁକ୍ତି…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ୧୨ଟି ନୂଆ ପ୍ରକଳ୍ପ ଅନୁମୋଦିତ ହୋଇଛି। ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ପୁରୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ସାଇକେଲରେ ବୁଲିଲେ ତିନି ହଜାର କିମି: ଚାରି ଧାମ ଦର୍ଶନ କରି ଫେରିଲେ ଓଡ଼ିଆ ପୁଅ ଆକାଶ ଓ ଗୌତମ

ଜୟପୁର: ଗତ ସେପ୍ଟମ୍ବର ୨୦ତାରିଖରେ ଜୟପୁରରୁ ବାହାରି ଚାରି ଧାମ (କେଦାରନାଥ, ବଦ୍ରିନାଥ, ୟାମୁନାତ୍ରୀ ଓ ଗାଙ୍ଗୋତ୍ରୀ) ଆଦି ୩ହଜାର କିଲୋମିଟର ସାଇକେଲରେ ବୁଲି ସୋମବାର ସଂଧ୍ୟା‌ରେ ଜୟପୁର ଫେରିଛନ୍ତି ଆକାଶ ପାଲାମ ଓ ଗୌତମ ପାଲାମ। ଉଭୟଙ୍କୁ ଜୟପୁର ମୁଖ୍ୟଛକରେ ଭବ୍ୟ ସମ୍ବର୍ଦ୍ଧନା ସହରର…
ଅଧିକ ଖବର ଦେଖନ୍ତୁ...

ଘର ଦେଖାଇବାକୁ ଡାକି ମହିଳାଙ୍କ ସହ ଦୁଷ୍କର୍ମ କଲେ ଜମି ବ୍ୟବସାୟୀ

ନୂଆଦିଲ୍ଲୀ: ଘର ଦେଖାଇବାକୁ ଡାକି ମହିଳାଙ୍କ ସହ ଦୁଷ୍କର୍ମ କଲେ ଜମି ବ୍ୟବସାୟୀ। ଦିଲ୍ଲୀର ବୁରାରୀ ଅଞ୍ଚଳରେ ଘଟିଛି ଏହି ଘଟଣା। ଏହି ମାମଲାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ୫୨ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିିଛି। ଅଭିଯୁକ୍ତ ସହ ତା’ର ସାଙ୍ଗ ମଧ୍ୟ ଏହି ଅପରାଧ କରିଥିବାରୁ ତାକୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନର ଦ୍ବାର ନିକଟରେ ନବଦମ୍ପତିଙ୍କ ରୋମାନ୍ସ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଲୋକେ

ନୂଆଦିଲ୍ଲୀ: ରିଲ କରିବା ନିଶା ଏବେ ପ୍ରାୟତଃ ସମସ୍ତଙ୍କୁ ଘାରିଛି। ଲୋକେ ରିଲ କରିବା ଲକ୍ଷ୍ୟରେ ଏମିତି କିଛି ବିପଦପୂର୍ଣ୍ଣ ସ୍ଥାନକୁ ବାଛୁଛନ୍ତି, ଯେଉଁସ୍ଥାନରେ ସାମାନ୍ୟ ଅସାବଧାନତା ବି ଜୀବନ ନେଇପାରେ। ଏମିତି ଏକ ଘଟଣାର ଦୃଶ୍ୟ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ଏହି…
ଅଧିକ ଖବର ଦେଖନ୍ତୁ...