Monthly Archives

April 2024

ନକ୍ସଲ ନେତା ରାଜୁର ଆତ୍ମସମର୍ପଣକୁ ନିନ୍ଦା କର: ମାଓ ସଚିବ ଗଙ୍ଗା

ମାଲକାନଗିରି: ଦକ୍ଷିଣ ବସ୍ତର ଡିଭିଜନର ସଚିବ ଗଙ୍ଗା ମଙ୍ଗଳବାର ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଗତ କିଛି ଦିନ ତଳେ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓ ନେତା ରାଜୁ ଅରଫ ମୁଥଲେଶୀ କୁହରାମୀକୁ ନେଇ ମାଓ ସଂଗଠନ ଉଗ୍ରରୂପ ନେଇଛି। ସ୍ବାର୍ଥବାଦୀ, ଭୟାଳୁ ଓ ଗଦ୍ଦାର…
ଅଧିକ ଖବର ଦେଖନ୍ତୁ...

ମୋ ହାତ ଧରି ରାଜନୀତିକୁ ଆସିଥିଲେ ମୋଦୀ: ଶରଦ ପାୱାର

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟରେ ମହାବିକାଶ ଆଘାଡି ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୁଣେରେ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

୨ କୁକି ମହିଳା ସାହାଯ୍ୟ ମାଗିଥିଲେ, କିନ୍ତୁ ପୁଲିସ କର୍ମୀ ସେମାନଙ୍କୁ ଦଙ୍ଗାକାରୀଙ୍କୁ ସମର୍ପଣ କରିଦେଇଥିଲେ, ମଣିପୁର…

ନୂଆଦିଲ୍ଲୀ: ମଣିପୁରରେ କୁକି-ଜୋମି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ପୁଲିସ ଉଲଗ୍ନ ଅବସ୍ଥାରେ ବୁଲାଉଥିବା ଭିଡ଼କୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଚାର୍ଜସିଟରେ ଏହି ସୂଚନା ଦିଆଯାଇଛି। ସିବିଆଇ ଚାର୍ଜସିଟରେ କୁହାଯାଇଛି ଯେ ମହିଳାମାନେ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଖାତାରେ ଛାତ୍ର ଲେଖିଲେ ଏ ନିଆଁ ମୋ ଶିକ୍ଷକଙ୍କୁ ଜାଳି ଦେ

ନୂଆଦିଲ୍ଲୀ: ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପରୀକ୍ଷା ଶେଷ ହୋଇଯାଇଛି। ଏଥିସହିତ ଏବେ ଫଳାଫଳ ବାହାରିବା ସମୟ ବି ଆସିଯାଇଛି।। କିଛି ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଆଉ କିଛି ପରୀକ୍ଷାର ଫଳଫଳ ବାକି ରହି ଯାଇଛି। ଏଭଳି ସମୟରେ ସୋସିଆଲ ମିଡିଆରେ ପିଲାମାନଙ୍କର ଉତ୍ତର ଖାତାର…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ୨ଜଣଙ୍କୁ ଡେଟ୍ କରିଛି, ସବୁର ଅଭିଜ୍ଞତା ଜରୁରୀ: ନାଗା ଚୈତନ୍ୟ

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିବା ବେଳେ ୨୦୨୧ରେ ତାଙ୍କଠାରୁ ଅଲଗା ହୋଇଥିଲେ। ଏମଧ୍ୟରେ ଦୁହେଁ ନିଜ ନିଜ ଜୀବନରେ…
ଅଧିକ ଖବର ଦେଖନ୍ତୁ...

ଋଣ ଠକେଇ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ: ନିୟମରେ ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ

‌ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ନିଜ ବେତନରୁ ବଞ୍ଚିବା କିମ୍ବା ଭଲ ଜୀବନଶୈଳୀରେ ବଞ୍ଚିବା କଷ୍ଟକର ହୋଇପଡିଛି। ଅର୍ଥର ଆବଶ୍ୟକତା, ଲୋକମାନେ ଋଣ ନେଉଛନ୍ତି। କିନ୍ତୁ କେତେକ ଲୋକ ଠକେଇରେ ପଡ଼ିଥାନ୍ତି। ତେଣୁ ଋଣ ନେବାବେଳେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଭାଉଜକୁ ଭୁଜାଲିରେ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ଦିଅର

କଣ୍ଟାମାଳ: ଭାଉଜକୁ ଭୁଜାଲିରେ ହତ୍ୟାକରି ଦିଅର ଥାନାରେ ଆତ୍ମସମର୍ପଣ କରିଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ମନମୁଣ୍ଡା ଇଲେକ୍ଟ୍ରିକ୍‌ ଅଫିସ ନିକଟରେ ମଙ୍ଗଳବାର ଏହି ହତ୍ୟାକାଣ୍ଡ ହୋଇଛି। ମୃତ ମହିଳା ହେଲେ ଧ୍ରୁବଚରଣ ସାହୁଙ୍କ ପତ୍ନୀ ଶୋଭାଗିନୀ। ଅଭିଯୁକ୍ତ ଦିଅର ବଲ୍ଲଭ ସାହୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ବିତୀୟ ପର୍ଯ୍ୟାୟରେ ୬୬.୭୧% ମତଦାନ : ନିର୍ବାଚନ କମିସନ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି। ଏ ନେଇ ଚୂଡ଼ାନ୍ତ ତଥ୍ୟ ନିର୍ବାଚନ କମିସନ ଜାରି କରିଛନ୍ତି । ପ୍ରଥମ ପର୍ଯ୍ୟାୟର ପୁରୁଷ ମତଦାନ…
ଅଧିକ ଖବର ଦେଖନ୍ତୁ...

ବାପା କ୍ଷମା କରିଦେବ, ଏଥର ବି ଚୟନ ହୋଇପାରିଲି ନାହିଁ

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଛାତ୍ରଛାତ୍ରୀମାନେ ଜୀବନ ହାରିବାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଜଣ ଛାତ୍ର ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି। ପ୍ରଥମ ଘଟଣା ରବିବାର ବିଳମ୍ବିତ ରାତିରେ ସାମ୍ନାକୁ ଆସିଥିବାବେଳେ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜରେ ଭାରତୀୟ ଯବାନ କିଷାନ ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା 

ରାଇରଙ୍ଗପୁର: ଭାରତୀୟ ଯବାନ କିଷାନ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳର ଗୋଟିଏ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହିତ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଭାରତୀୟ ଯବାନ କିଷାନ ଦଳ ନୂଆ କରି ୨୦୨୪…
ଅଧିକ ଖବର ଦେଖନ୍ତୁ...