Monthly Archives

January 2024

ନିଦ ନ ଆସୁଥିଲେ…

ସନ୍ତୁଳିତ ଖାଦ୍ୟ ଖାଇବା ଓ ନିୟମିତ ପରିଶ୍ରମ କରିବା ପରି ପ୍ରତ୍ୟହ ଭଲରେ ନିଦ୍ରା ଯିବା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଓ ନିର୍ଦ୍ଦିଷ୍ଟ ସମୟରେ ଉଠିବା ହିଁ ଉନ୍ନତ ନିଦର ଲକ୍ଷଣ। ଭଲରେ ନିଦ ନହେଲେ କୌଣସି କାମରେ ଧ୍ୟାନ କେନ୍ଦ୍ରୀଭୂତ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଆଜି ଏକ ଦୁଷ୍କର୍ମ ମାମଲାରେ ଚମ୍ପୁଆ ଥାନା କାଞ୍ଜିଆଶୁଳା ଗ୍ରାମର ପ୍ରକାଶ ଚନ୍ଦ୍ର ନାଏକ(୩୪) କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦାୟ ଅଧିକ ୬ ମାସ…
ଅଧିକ ଖବର ଦେଖନ୍ତୁ...

କାର୍‌ ବିକ୍ରିରେ ପୁଣି ଶୀର୍ଷରେ ଟୟୋଟା: ୨୦୨୩ରେ ବିକିଛି ୧.୧୨ କୋଟି କାର୍‌

ନୂଆଦିଲ୍ଲୀ: କାର୍‌ ଉତ୍ପାଦନ କ୍ଷେତ୍ରରେ ବିଶ୍ବରେ ପୁଣି ଶୀର୍ଷ ସ୍ଥାନରେ ରହିଛି ଟୟୋଟା। ୨୦୨୩ରେ ସର୍ବାଧିକ କାର୍‌ ଉତ୍ପାଦନ କରିବା ସହିତ ଲଗାତାର ଚତୁର୍ଥ ବର୍ଷ ପାଇଁ ଟୟୋଟା ପ୍ରଥମ ସ୍ଥାନ ହାସଲ କରିଛି। ଦୁଇ ସହାୟକ କମ୍ପାନି ଦାଇହାତ୍‌ସୁ ଏବଂ ହିନୋ ମୋଟର୍ସ ଲିମିଟେଡକୁ ମିଶାଇଲେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡ଼ା: ଖଡ଼ିଆଳ ଥାନା ଗୋଇମୁଣ୍ଡି ଗ୍ରାମର ଯୁବକ ବିନାୟକ ସିଂ ଚଲାନ (୧୯) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗୋଇମୁଣ୍ଡି ଗ୍ରାମର ଡା. ବିଜୟ କିଶନ ଚଳାନଙ୍କ ପୁତ୍ର ବିନାୟକ ଖଡ଼ିଆଳ ବ୍ଲକ୍‌ କଲୋନିରେ ରହୁଥିବା ବେଳେ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

ବିଚାରବିଭାଗୀୟ ହାଜତକୁ ଗଲେ କନିଷ୍ଠ ଯନ୍ତ୍ରୀ

ଜୟପୁର: ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ୍ ହାତରେ ମଙ୍ଗଳବାର ମାଲକାନଗିରି ଜଳସେଚନ ବିଭାଗ  ନିର୍ବାହୀ ଯନ୍ତ୍ରୀ କାଡାର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଧରା ପଡ଼ିଥିଲେ। ତାଙ୍କ ଠାରେ ଭିଜିଲାନସ୍ ୨କୋଟି ୪୫ଲକ୍ଷ ୯୩ହଜାର ୫୭୬ଟଙ୍କାର ସଂପତ୍ତି ଜବତ କରିଥିଲା। ବୁଧବାର ରାତି…
ଅଧିକ ଖବର ଦେଖନ୍ତୁ...

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ: ଭାରତରେ ଦୁର୍ନୀତି ବଢ଼ିଛି, ୮୫ରୁ ୯୩ତମ ସ୍ଥାନକୁ ଖସିଲା

ନୂଆଦିଲ୍ଲୀ: ଭାରତରେ ଦୁର୍ନୀତି ବଢ଼ିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି। ୧୮୦ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଦୁର୍ନୀତି ରିପୋର୍ଟରେ ଭାରତ ୨୦୨୩ରେ ୯୩ତମ ସ୍ଥାନରେ ରହିଛି। ୨୦୨୨ରେ ଭାରତ ଉକ୍ତ ତାଲିକାର ୮୫ତମ ସ୍ଥାନରେ ରହିଥିଲା।…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର: ୨୦୨୪ ନିର୍ବାଚନରେ ବିଜେପି-ବିଜେଡି-ଜେଏମଏମ ମଧ୍ୟରେ କଡ଼ା ମୁକାବିଲା!

ରାଇରଙ୍ଗପୁର/ଗୁହାଳଡାଙ୍ଗରୀ(ରାଇରଙ୍ଗପୁରରୁ ତୁଷାରକାନ୍ତ ମହାନ୍ତ ଓ ଗୁହାଳଡାଙ୍ଗରୀରୁ ପୁରୁଷତ୍ତମ ପାତ୍ରଙ୍କ ରିପୋର୍ଟ): ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ ରାଇରଙ୍ଗପୁର ହେଉଛି ଅନ୍ୟତମ। ଏହି ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। ଏକଦା ଏହା କଂଗ୍ରେସର ଗଡ଼ ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ 

କେନ୍ଦୁଝର: କେନ୍ଦୁଝର ଏଡିଜେ ମମିତା ଦାସ ଆଜି ଏକ ହତ୍ୟା ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଶରତ ଚନ୍ଦ୍ର ମହାନ୍ତ (୪୫)କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟ ଅଧିକ ୬ ମାସ କାରାଦଣ୍ଡାଦେଶ…
ଅଧିକ ଖବର ଦେଖନ୍ତୁ...

ସ୍ବିଜରଲ୍ୟାଣ୍ଡରୁ ଆସୁଛି ସର୍ବାଧିକ ସୁନା: ୯ ମାସରେ ୩୬୦୦ କୋଟି ଡଲାରର ଆମଦାନି

ନୂଆଦିଲ୍ଲୀ: ଭାରତରେ ଲୋକମାନେ ବହୁଳ ମାତ୍ରାରେ ସୁନା ବ୍ୟବହାର କରିଥାନ୍ତି। ଲୋକଙ୍କ ଚାହିଦା ଅନୁସାରେ ସୁନା ଭାରତରେ ଉପଲବ୍ଧ ହେଉ ନଥିବାରୁ ବିଦେଶରୁ ଏହି ମୂଲ୍ୟବାନ ଧାତୁକୁ ଆମଦାନି କରିବାକୁ ପଡ଼ିଥାଏ। ଏଥିପାଇଁ ଭାରତକୁ ବିପୁଳ ମାତ୍ରାରେ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥାଏ।…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୩ରୁ ଏକାମ୍ର ଉତ୍ସବ: ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ  ପକ୍ଷରୁ ଫେବ୍ରୁଆରି ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି…
ଅଧିକ ଖବର ଦେଖନ୍ତୁ...