Monthly Archives

January 2024

ଜିନିଷ କିଣି ଘରକୁ ଫେରୁଥିବା ବେଳେ ରାସ୍ତାରେ ଝୁଣ୍ଟି ପଡ଼ି‌ବାରୁ ଯୁବକଙ୍କ ଉପରେ ମାଡ଼ିଗଲା କାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର କ୍ଷୀର ଜିଲ୍ଲା ହିରାଲାଲ ଧର୍ମଶାଳାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଜାରରୁ ଜିନିଷ କିଣି ନେଇ ଯାଉଥିବା ବେ‌ଳେ ଯୁବକ ଜଣକ ରାସ୍ତାରେ ଝୁଣ୍ଟି ପଡ଼ିଥି‌ଲେ। ଏତିକି ବେଳେ ପଛରୁ ଆସୁଥିବା ଏକ ଗାଡ଼ି ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲା।  …
ଅଧିକ ଖବର ଦେଖନ୍ତୁ...

ହେମନ୍ତ ସୋରେନ୍‌ ହେଲେ ଗିରଫ; ରାତି ବିତାଇବେ ଇଡି ହାଜତରେ, ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସନ୍ଧ୍ୟାରେ ଗିରଫ କରିଛି। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅନ୍ୟତମ ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ୍‌ ହେମନ୍ତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ।…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ହସ୍ପିଟାଲ ନିକଟରେ ଦୁର୍ଘଟଣା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ଭୁବନେଶ୍ବର: ଅଟୋ ଡ୍ରାଇଭରକୁ ପିଟିଲା ପିକପଭ୍ୟାନ, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ। ରାଜଧାନୀରେ କଳିଙ୍ଗ ହସ୍ପିଟାଲ ନିକଟରେ ଘଟିଛି ଏହି ଦୁର୍ଘଟଣା।  ଜଣେ ଅଟୋ ଚାଳକ ଅଟୋରେ ବସି ମୁଁହ ଧୋଉଥିବା ବେଳେ ପଛପଟୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏହାଫଳରେ ସେହି ସ୍ଥାନରେ ଟଳି ପଡ଼ିଥିଲେ ଅଟୋ…
ଅଧିକ ଖବର ଦେଖନ୍ତୁ...

ଦାଉସାଧିଲାଣି କଳାପଥର: ବାୟୁ, ଜଳ ପ୍ରଦୂଷଣ ଯୋଗୁ କିଡ୍‌ନି ରୋଗୀଙ୍କ ସଂଖ୍ୟା ବଢ଼ୁଛି

ପ୍ରବୋଧ ମିଶ୍ର ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କଳାପଥର ଲୁଟ୍‌ ଯୋଗୁଁ ହାତଗଣତି କିଛି ଲୋକ ମାଲାମାଲ ହେଉଥିବା ବେଳେ ଖାଦାନ ନିକଟସ୍ଥ ଗଁାର ଲୋକମାନେ ଯନ୍ତ୍ରଣାପୂର୍ଣ୍ଣ ଜୀବନ ଜିଉଛନ୍ତି । କଳାପଥର ପାଇଁ ଏମାନଙ୍କ ଚାଷ ଉଜୁଡ଼ିବା ସହିତ ଘରଦ୍ବାର ବି ଭାଙ୍ଗିଯାଉଛି।…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ବଦଳିକୁ ନେଇ ତେଲିପାଲି ୟୁପି ସ୍କୁଲରେ ତାଲା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ତେଲିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ବଦଳିକୁ ନେଇ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ସୁଚନାମତେ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ରହିଲାନି କଂଗ୍ରେସ ପ୍ରଭାରୀଙ୍କ କଥା: ୧୦ଦିନ କଣ୍ଟ ପୂରିଗଲାଣି

ଭୁବନେଶ୍ବର: ଜାନୁଆରି ୭ ତାରିଖ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ଦଳର ନେତାଙ୍କୁ ଟାସ୍କ ଦେଲେ ଯେ ୧୦ ଦିନ ମଧ୍ୟରେ ବୁଥ୍‌, ବ୍ଲକ୍ ଓ ଜିଲ୍ଲାସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ କର। ୧୦ ଯାଇ ୨୦ ଦିନ ବିତିଲାଣି। ଅଧିକାଂଶ ସ୍ଥାନରେ ଏସବୁ କମିଟି ଗଢ଼ା ଯାଇ ପାରି ନାହିଁ। ହାତଗଣତି…
ଅଧିକ ଖବର ଦେଖନ୍ତୁ...

କେସିଙ୍ଗା ନିର୍ବାହୀ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

କେସିଙ୍ଗା: କେସିଙ୍ଗା ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର ଓ ଦୁର୍ବ୍ୟବହାରକୁ ନେଇ ବଦଳି ଦାବିରେ ବିକାଶ ମଞ୍ଚ ପକ୍ଷରୁ ଡକାଯାଇଥିବା ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀ କିରଣ ବେହେରାଙ୍କୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ତୁରନ୍ତ ବଦଳି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ, ଦାୟିତ୍ୱ ନେବେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ/ ରାଞ୍ଚି: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଝାଡ଼ଖଣ୍ଡ ମନ୍ତ୍ରୀ ତଥା ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସୂତ୍ର…
ଅଧିକ ଖବର ଦେଖନ୍ତୁ...

ଚିନ୍ତା ବଢ଼ାଉଛି ବାୟୁପ୍ରଦୂଷଣ: ତାଳଚେରରେ କମୁଛି, ଅନୁଗୁଳରେ ବଢ଼ୁଛି

ଅନୁଗୁଳ: ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୁଳ-ତାଳଚେର ସହର‌ବାସୀଙ୍କୁ ସ୍ବଚ୍ଛ ବାୟୁ ଦେବା ପାଇଁ ଆରମ୍ଭ କରାଯାଇଛି ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ। ହେଲେ, ବାୟୁ ପ୍ରଦୂଷଣରେ ରୋକ୍‌ ଲଗାଇବା ପାଇଁ ସରକାର ଏହି କାର୍ଯ୍ୟକ୍ରମରେ ଟଙ୍କା ଅଜାଡ଼ି ଦେଉଥି‌ଲେ ମଧ୍ୟ ଏହାକୁ ଠିକ୍‌ ଭାବେ…
ଅଧିକ ଖବର ଦେଖନ୍ତୁ...

ଘରେ କେହି ନଥିବା ସମୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ, କାଟିଲେ ୧୧ ତାଲା

ନୀଳଗିରି:ଘରେ କେହି ନଥିବା ସମୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇ ଚମ୍ପଟ।ସୂଚନା ମୁତାବକ ନୀଳଗିରି ଥାନା ଅଧିନ କଣ୍ଠିଆଟିକର ଗ୍ରାମର ଗୌରହରି ବିଶ୍ବାଳ ୧ ମାସ ହେବ ରାଉଲକେଲାରେ ନିଜ ଝିଅ ପାଖରେ ରହୁଥିଲେ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏହାର ଫାଇଦା…
ଅଧିକ ଖବର ଦେଖନ୍ତୁ...