Monthly Archives

January 2024

୧୬ଟି ବିଭାଗରେ ୭୫୧୯ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫ଟି ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି,…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ଇ-ଫାଇଲିଂ ପୋର୍ଟାଲରେ ଆୟକର ଟିକସଦାତାଙ୍କ ପାଇଁ ସେବା ବନ୍ଦ ରହିବ

ନୂଆଦିଲ୍ଲୀ: ଆୟକର ବିଭାଗ ବୁଧବାର କହିଛି ଯେ ଇ-ଫାଇଲିଂ ପୋର୍ଟାଲରେ ଟିକସଦାତାଙ୍କ ପାଇଁ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାରଣରୁ ଫେବ୍ରୁଆରି ୩ରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ସେବା ଉପଲବ୍ଧ ହେବ ନାହିଁ। ଆୟକର ବିଭାଗ କହିଛି ଯେ ଇ-ଫାଇଲିଂ ପୋର୍ଟାଲରେ ଟିକସଦାତାଙ୍କ ସେବା ଶନିବାର…
ଅଧିକ ଖବର ଦେଖନ୍ତୁ...

ପିସିସି ଗଣମାଧ୍ୟମ ମୁଖପାତ୍ର, ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ସେଲ୍‌କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ୍‌, ସଂପାଦକ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ପିସିସି ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା…
ଅଧିକ ଖବର ଦେଖନ୍ତୁ...

ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଜେରା କରୁଛି ଇଡି

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି କାରବାର ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ଜାରି ରଖିଛି। ଅପରାହ୍ନ ୧ଟା ୨୦ରୁ ଇଡି ପକ୍ଷରୁ ଆରମ୍ଭ ହୋଇଥିବା ପଚରାଉଚରା ଏବେ ବି…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁର ୫ ଦିନ ପରେ ଚାଲିଗଲା ପୁଅର ଜୀବନ

ରାୟଗଡା: ରାୟଗଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କର ଶୁଦ୍ଧକ୍ରିୟା ପାଇଁ ରାୟଗଡ଼ା ଆସି ଘରକୁ ଫେରୁଥିବା ବେଳେ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ବାପାଙ୍କର ମୃତ୍ୟୁର ମାତ୍ର ୫ ଦିନ ହୋଇଥିବା ବେଳେ ପୁଅର ମୃତ୍ୟୁ ପରିବାରକୁ ଏବଂ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି। ଘଟଣା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ଟିଭିକୁ ଭାଙ୍ଗି ଯୁବକ ଆଙ୍କିଦେଲେ ମନ୍ଦିର ସହିତ ରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିଛବି

ନୂଆଦିଲ୍ଲୀ: ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ହେବାର ତାରିଖ ‌ଘୋଷଣା ହେବାପରେ ଲୋକମାନେ ବିଭିନ୍ନ ଉପାୟରେ ଭକ୍ତିଭାବ ପ୍ରକାଶ କରୁଛନ୍ତି। ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହେବା ଦିନ କିଏ ପ୍ରଭୁ ରାମଙ୍କୁ ସୁନ‌ାର ଧନୁତୀର ପ୍ରଦାନ କରିଥି‌ଲେ ତ ଆଉ କିଏ ସୁନାର ମୁକୁଟ। ସେବେଠାରୁ ଚାରିଆଡେ…
ଅଧିକ ଖବର ଦେଖନ୍ତୁ...

ସଂସଦ ସୁରକ୍ଷା ଉଲ୍ଲଂଘନ ଘଟଣାରେ ଗିରଫ ଅଭିଯୁକ୍ତମାନେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ବିରୋଧରେ ଆଣିଲେ ଗୁରୁତର…

ନୂଆଦିଲ୍ଲୀ: ଗତ ଡିସେମ୍ବର ମାସରେ ସଂସଦ ସୁରକ୍ଷା ଉଲ୍ଲଂଘନ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅପରାଧ ସ୍ୱୀକାର କରିବା ଏବଂ ବିରୋଧୀ ରାଜନୈତିକ ଦଳର ନାମ ନେବା ପାଇଁ ସେମାନଙ୍କୁ ନିର୍ଯାତନା ଦିଆଯିବା ସହ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ଲୋକସଭା ଆସନ: ବିଜେଡିରେ କାହାକୁ ମିଳିନି ଦ୍ବିତୀୟ ସୁଯୋଗ

ସୁବ୍ରତ ସ୍ବାଇଁ କେନ୍ଦୁଝର: ଚର୍ଚ୍ଚାରେ କେନ୍ଦୁଝର ଲୋକସଭା ଆସନ। କାହାକୁ ବିଜେଡି ଏଥର ଟିକେଟ୍‌ ଦେବ, ସେ ନେଇ ଦଳ ଓ ବିରୋଧୀ ସମସ୍ତେ ଅଙ୍କକଷା ଚଳାଇଛନ୍ତି। ଏଇଥିପାଇଁ ଯେ ଏଠାରେ ବିଜେଡି କାହାରିକୁ ଦ୍ବିତୀୟଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ଦେଇନାହିଁ। ଏଣୁ ଏଥର ସାଂସଦ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତାର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ସମ୍ମୁଖରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍‌ କୋଟସମଲାଇ ଗାଁର ଈଶ୍ଵର ଜଗଦଲା (୨୮)…
ଅଧିକ ଖବର ଦେଖନ୍ତୁ...

୩୩ବର୍ଷ ପୂର୍ବେ ନେଇଥିବା ସଂକଳ୍ପ ରାମମନ୍ଦିର ନିର୍ମାଣ ପରେ ହେଲା ପୂରା; ଧୁମଧାମରେ ବିବାହ କଲେ ମହେନ୍ଦ୍ର

ନୂଆଦିଲ୍ଲୀ: ରାମମନ୍ଦିରର ଉଦଘାଟନ ସହ ଜାନୁଆରି ୨୨ ତାରିଖରେ ଗର୍ଭଗୃହରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହୋଇସାରିଛି। ଏହି କ୍ରମରେ ଅନେକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। କାରଣ ରାମମନ୍ଦିର ନିର୍ମାଣକୁ ନେଇ ଅନେକ ସାଧୁସନ୍ଥଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ବି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...