Monthly Archives

February 2024

ଖୁସି ଖବର ! ପ୍ରଥମ ଏଆଇ ସ୍ମାର୍ଟଫୋନ ଆଣିଲା ଜର୍ମାନୀ ଟେକ୍ କମ୍ପାନୀ

ବାର୍ସିଲୋନା: ସ୍ପେନର ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିବା ମୋବାଇଲ ୱାର୍ଲ୍ଡ କଂଗ୍ରେସ ୨୦୨୪ ଟେକ ଶୋ’ରେ ପୃଥିବୀର ପ୍ରଥମ ଏଆଇ ସ୍ମାର୍ଟଫୋନ ପ୍ରଦର୍ଶିତ ହୋଇଛି। ଜର୍ମାନୀର ଏକ ଟେକ୍ କମ୍ପାନୀ ଏହାକୁ ପ୍ରଦର୍ଶନ କରିଛି। ଏହା ଏକ ଆପ୍ ଫ୍ରି ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କଲେ…

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦୁଝରର ଗମ୍ଭରିଆ ଠାରେ ଆୟୋଜିତ 'କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ' ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଆଜି ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଆଦିବାସୀ ପୋଷାକ, ଗହଣା ଏବଂ ଖାଦ୍ୟକୁ ନେଇ…
ଅଧିକ ଖବର ଦେଖନ୍ତୁ...

୨୦୨୩-୨୪ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭.୬% ରହିବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ତୃତୀୟ ଅକ୍ଟୋବର-ଡିସେମ୍ବର ତ୍ରୟମାସ (୨୦୨୩-୨୪)ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୪ ପ୍ରତିଶତକୁ ବୃଦ୍ଧି ପାଇଛି। ମୁଖ୍ୟତଃ ଉତ୍ପାଦନ, ଖଣି ଓ ନିର୍ମାଣ କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଯୋଗୁଁ ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ଏହା ସହିତ ଚଳିତ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟଫୋନକୁ ବାଏ ବାଏ ! ଏବେ ହାତରେ ଚାଲିବ ଫୋନ୍

ବାର୍ସିଲୋନା: ଆଗାମୀ ଦିନରେ ଆଉ ସ୍ମାର୍ଟଫୋନର ଆବଶ୍ୟକତା ରହିବ ନାହିଁ। ବାର୍ସିଲୋନା ମୋବାଇଲ ୱାର୍ଲ୍ଡ କଂଗ୍ରେସ ୨୦୨୪ ଟେକ ଶୋ’ରେ ଏଆଇ ଫିଚର ଥିବା ଉତ୍ପାଦ ଉପରେ ଗୁରୁତ୍ବାରୋପ କରାଯାଇଛି। ହ୍ୟୁମାନ କମ୍ପାନୀ ପକ୍ଷରୁ ଅଣାଯାଇଥିବା ନୂଆ ଜ୍ଞାନକୌଶଳ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କ ଫୁସ୍‌ଫୁସ୍‌ରୁ ବାହାରିଲା ଅସରପା

ନୂଆଦିଲ୍ଲୀ: କେରଳର କୋଚିରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଫୁସଫୁସରୁ ଅସରପା ବାହାରିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ତେବେ ଉକ୍ତ ବ୍ୟକ୍ତିଙ୍କ ଫୁସଫୁସର ଡାକ୍ତର ସଫଳ ଅସ୍ତ୍ରୋପଚାର କରି ଅସରପାକୁ ବ‌ାହାର କରିଥିଲେ। ଏହି ଅସରପାର ଲମ୍ବା ୪ ସେମି ଥିବା କୁହାଯାଉଛି। କୋଚିର…
ଅଧିକ ଖବର ଦେଖନ୍ତୁ...

ଜାମନଗରରେ ପହଞ୍ଚିଲେ ମାର୍କ ଜୁକରବର୍ଗ, ଅନନ୍ତ ଅମ୍ବାନିଙ୍କ ପ୍ରାକ-ବିବାହ ସମାରୋହରେ ଯୋଗଦେବେ

ଜାମନଗର: ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ଜୁଲାଇ ୧୨ରେ ସେମାନଙ୍କ ବିବାହ ଅଛି, କିନ୍ତୁ ଏହା ପୂର୍ବରୁ ମାର୍ଚ୍ଚ ୧ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଜାମନଗରରେ ପ୍ରି-ୱେଡିଂର ଭବ୍ୟ ସେଲିବ୍ରେସନ୍…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୪ ପୂର୍ବରୁ ଇତିହାସ ରଚିଲେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର: ୪୪ ବଲରେ କଲେ ୯୧ ରନ

କୋଲକାତା: ଆଇପିଏଲ ୨୦୨୪ର ସିଡ୍ୟୁଲ ଘୋଷଣା ହୋଇ ସାରିଛି। ଏହି ଟୁର୍ଣ୍ଣାମେଣ୍ଟ ୨୨ ମାର୍ଚ୍ଚଠାରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଆରସିବି ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ। ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ସହିତ ଖେଳାଯିବ। ଏହି…
ଅଧିକ ଖବର ଦେଖନ୍ତୁ...

ଅନ୍ତଃରାଜ୍ୟ ଗଂଜେଇ ଚାଲାଣର ପର୍ଦାଫାସ: ନଡ଼ିଆ ବୋଝେଇ ଟ୍ରକ୍‌ରୁ ୧୩୬୫ କିଲୋ ଗଂଜେଇ ଜବତ, ୨ ଗିରଫ

ରାୟଗଡ଼ା: ପଦ୍ମପୁର ପୁଲିସକୁ ମିଳିଛି ବଡ଼ ସଫଳତା। ନଡିଆ ବୋଝେଇ ଟ୍ରକରୁ ୧୩୬୫ କିଲୋ ଗଂଜେଇ ଜବତ କରିବା ସହ ଦୁଇ ଜଣ ଆସାମୀକୁ ଗିରଫ କରିଛି।ପଦ୍ମପୁର ପୁଲିସ ଆଜି ପେଟ୍ରୋଲିଂ କରୁଥିବା ସମୟରେ ଦିନ ଦ୍ବିପହର ୨ଟାରେ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ଏକ ଟ୍ରକ ଯୋଗେ ଗଂଜେଇ ଅନ୍ୟ ରାଜ୍ୟକୁ ଚାଲାଣ…
ଅଧିକ ଖବର ଦେଖନ୍ତୁ...

୨୦ମିନିଟରେ ୨କୋଟି ଟଙ୍କାର ଅଳଙ୍କାର ଲୁଟି ଫେରାର ହୋଇଗଲେ ଲୁଟେରା

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ସମସ୍ତିପୁରରେ ରିଲାଏନ୍ସ ଅଳଙ୍କାର ଦୋକାନରୁ ଲୁଟେରା ମାତ୍ର ୨୦ମିନିଟ ମଧ୍ୟରେ ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ପୁଲିସର ପଚରାଉଚରା ସମୟରେ ଗ୍ରାହକ ସୁଧାକର ରାୟ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୮ଟାରେ ସେ ଅଳଙ୍କାର କିଣିବାକୁ…
ଅଧିକ ଖବର ଦେଖନ୍ତୁ...

ସିନ୍ଦେ, ଫଡନବୀସ ଓ ଅଜିତଙ୍କୁ ରାତ୍ରଭୋଜନ ପାଇଁ ଡାକିଲେ ଶରଦ ପାଓ୍ବାର

ମୁମ୍ବାଇ: ଲାଗୁଛି ମହାରାଷ୍ଟ୍ରରେ ପୁଣି ଏକ ରାଜନୈତିକ ହଟଚମଟ ଚେଷ୍ଟାରେ ଅଛନ୍ତି ପୁରୁଖା ନେତା ଶରଦ ପାଓ୍ବାର । ସେ ମୁଖ୍ୟମନ୍ତ୍ରୀ ଏବଂ ଉଭୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କୁ ମାର୍ଚ୍ଚ ୨ ରେ ବାରାମତୀସ୍ଥିତ ତାଙ୍କ ମୋହନବାଗ ବାସଭବନରେ ରାତ୍ରୀ ଭୋଜନ ପାଇଁ…
ଅଧିକ ଖବର ଦେଖନ୍ତୁ...