Monthly Archives

November 2023

ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୧୦ ଲକ୍ଷ ଟଙ୍କା ଲୁଟ

ଭଦ୍ରକ: କଟକ ବଡ଼ ମେଡିକାଲ ଯାଇଥିଲା ବେଳେ ଘରୁ କଳା କନା ବୁଲାଇ ଦେଲେ ଦୁର୍ବୁତ୍ତ। ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାରକୁ ନେଇଗଲେ ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ବାଲିପାଟଣା ଗାଁରେ। ଏହି ଗ୍ରାମର ରମାକାନ୍ତ ନାୟକ ଗତକାଲି ନିଜ ଦେହ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି: ୨୫ରୁ ଅଧିକ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

କାମାକ୍ଷାନଗର: କାମାକ୍ଷାନଗର ଏନ୍‌ଏସି ଅନ୍ତର୍ଗତ ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ୨୫ରୁ ଅଧିକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ଗାଁ’ର ଜଣଙ୍କ ପରେ ଜଣେ ବ୍ୟକ୍ତି ଝାଡ଼ା ଓ ବାନ୍ତିରେ…
ଅଧିକ ଖବର ଦେଖନ୍ତୁ...

୩୭ଲକ୍ଷ ସହ ଗିରଫ ଆଇଆଇସିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିଜିପିଙ୍କୁ ଜଣାଇଲେ ଭିଜିଲାନ୍ସ…

ଜୟପୁର: ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ୩୭ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ପରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଅପରପକ୍ଷରେ ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୁଲିସ ଡିଜିପିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ହେଲା ରଣଦୀପ ଓ ପତ୍ନୀ ଲିନ୍‌ଙ୍କ ବିବାହ ପରର ପ୍ରଥମ ଭିଡିଓ; ପରିବାର ଲୋକଙ୍କ ସମ୍ମୁଖରେ କେକ୍‌ ଖୁଆଇଲେ…

ମୁମ୍ବାଇ: ନଭେମ୍ବର ୨୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା।  ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ମଣିପୁରରେ ବିବାହ କରିଛନ୍ତି ବୋଲି ସୂଚନା ରହିଛି। ଲିନ୍ ଏବଂ ରଣଦୀପ ଅନେକ ବର୍ଷ ହେବ ପରସ୍ପରଙ୍କୁ ଡେଟ୍‌ କରୁଥିଲେ। ନିକଟରେ ବିବାହ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ସୁଟିଂ ସେଟରେ ହେଲା ହତ୍ୟା

ମୁମ୍ବାଇ: ରିଲିଜ୍ ପରେ ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ବକ୍ସ ଅଫିସରେ ଧମାଲ କରିଥିଲା। ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଯୋଡିକୁ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳିଥିଲା। ଫିଲ୍ମର ପ୍ରଶଂସା ଅନେକ କଳାକାର କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗେଡାପଣ ଦୂର ପାଇଁ ମା କ୍ଷୀରକୁ ଦିଆଯିବ ପ୍ରାଧାନ୍ୟ: ସୁବର୍ଣ୍ଣ ୧୦୦୦ ଦିନକୁ ଦିଆଯିବ ଗୁରୁତ୍ଵ

ଭୁବନେଶ୍ୱର: ବୟସ ଅନୁସାରେ ଯଦି ଉଚ୍ଚତା ନ ବଢେ ତେବେ ତାକୁ ଗେଡାପଣ ବୋଲି କୁହାଯାଏ। ଜନ୍ମର ୨ ବର୍ଷ ଭିତରେ ଯଦି ଏହାର ଚିକିତ୍ସା ନ କରାଯାଏ ତେବେ ଏହାକୁ ନିରାକରଣ କରିବା ବହୁ କଷ୍ଟ ହେଇଯାଏ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ମୁତାବକ ଗର୍ଭାବସ୍ଥାରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ଶ୍ରେଷ୍ଠ ୨୦ ଧନୀ ତାଲିକାକୁ ପୁଣି ଫେରିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଅଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଆଦାନୀ ଗ୍ରୁପ୍ ସେୟାରରେ ଜବରଦସ୍ତ ବୃଦ୍ଧି ପରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୬.୫ ବିଲିୟନ ଡଲାର ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ୍‌ ହାରି ଭାଙ୍ଗି ପଡ଼ିଥିବା ରୋହିତଙ୍କ ମନୋବଳ ବଢ଼ାଇବାକୁ ଏମିତି ଲେଖିଲେ ପତ୍ନୀ ରିତିକା

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତ- ଅଷ୍ଟ୍ରେଲିଆ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟ ଲାଭ କରିବା ପରେ ପୂରା ଦେଶବାସୀ ସ୍ତବ୍ଧ ହୋଇ ଯାଇଛନ୍ତି। ବିଶ୍ବକପ୍‌ ହାରିବାକୁ ପାଖାପାଖି ଏକ ସପ୍ତାହ ହୋଇ ଯାଇଥିଲେ ବି ପରାଜୟର ଦୁଃଖ ଏଯାଏ ଲୋକଙ୍କ ମନରୁ ଯାଉନାହିଁ । ଯଦି ଆମେ…
ଅଧିକ ଖବର ଦେଖନ୍ତୁ...

ସଫଳତା ଅପେକ୍ଷା କରିଛି : ନୂଆବର୍ଷ ପରେ ପରେ ସାଥ୍‌ ଦେଇପାରେ ଭାଗ୍ୟ

ଗ୍ରହନକ୍ଷତ୍ରଙ୍କ ଚଳନ ଅନୁସାରେ ଆମର ଭାଗ୍ୟ ବଦଳେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ। କେଉଁ ରାଶିରେ କେଉଁ ଗ୍ରହର ଚଳନ ଫଳରେ ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟର ଆସେ ତାହା ଜ୍ୟୋତିଷମାନେ ଗଣନା କରିଥାନ୍ତି। ତେବେ ଏକଥା ହୁଏତ ଜାଣିଥିବେ ଯେ ଗତ ୪ ତାରିଖରେ କୁମ୍ଭ ରାଶିରେ ଶନି…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କଲା ଉଗାଣ୍ଡା, ଜିମ୍ବାଓ୍ବେ ବିଫଳ

ଓ୍ବିଣ୍ଡୋକ: ଉଗାଣ୍ଡା କ୍ରିକେଟ ଦଳ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଛି। ଉଗାଣ୍ଡା କ୍ରିକେଟ୍ ଟି-୨୦ ବିଶ୍ବକପ୍ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏହା ସହ ଯୋକୌଣସି ଟି-୨୦ ବିଶ୍ବକପ ଖେଳିବାରେ ପଞ୍ଚମ ଆଫ୍ରିକୀୟ ଦେଶରେ ପରିଣତ ହୋଇଛି ଏହି ଦେଶ।…
ଅଧିକ ଖବର ଦେଖନ୍ତୁ...