Monthly Archives

May 2024

ଶୁଣିଲାନି ପ୍ରଶାସନ: ଚୁଆର ପୁନରୁଦ୍ଧାର କାମ ନିଜେ କରି ଉଦାହରଣ ସୃଷ୍ଟି କଲେ ଯୁବକ

ଘୁ.ଉଦୟଗିରି: ପ୍ରଶାସନ ଯେଉଁଠି କୁମ୍ଭକର୍ଣ୍ଣ ନିଦ୍ରାରେ ଥାଏ, ସେଇଠି ସାଧାରଣ ଜନତା ନିଜ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହୋଇ ଶେଷରେ ନିଜ ସମସ୍ୟାର ସମାଧାନ ପାଇଁ ନିଜେ ଅଣ୍ଟା ଭିଡ଼ି ନିଜ ଅଞ୍ଚଳର ବିକାଶ କାର୍ଯ୍ୟ କରି ସମସ୍ୟାର ସମାଧାନ କରୁଥିବା ନଜିର ଆସିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଏକଜିଟ୍ ପୋଲ୍ ପ୍ୟାନେଲ ଆଲୋଚନାକୁ ନିଜ ମୁଖପାତ୍ରଙ୍କୁ ପଠାଇବ ନାହିଁ କଂଗ୍ରେସ

ନୂଆଦିଲ୍ଲୀ: ଜୁନ୍ ପହିଲାରେ ନିର୍ବାଚନ ପରେ ବିଭିନ୍ନ ଟିଭି ଚ୍ୟାନେଲ  ବୁଥବାହୁଡ଼ା  ମତାମତ ସର୍ଭେକ୍ଷଣ ବା ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ କରିବେ । ତେବେ ଏହି କାର୍ଯ୍ୟକ୍ରମ ବେଳେ ଅନୁଷ୍ଠିତ ରାଜନୈତିକ ପ୍ୟାନେଲ ଆଲୋଚନା ପାଇଁ କଂଗ୍ରେସ ନିଜର ମୁଖପାତ୍ରମାନଙ୍କୁ ପଠାଇବ ନାହିଁ । ଦଳୀୟ ନେତା…
ଅଧିକ ଖବର ଦେଖନ୍ତୁ...

ଚିନୁକ ହେଲିକପ୍ଟରରେ କେଦାରନାଥ ଧାମରେ ପହଞ୍ଚିଲା ମହିନ୍ଦ୍ରା ଥାର

ଡେରାଡୁନ: ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ କେଦାରନାଥକୁ ଆସୁଥିବା ଭକ୍ତମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ମହିନ୍ଦ୍ରା ଥାର କାର ଧାମକୁ ପଠାଯାଇଛି। ଏହି କାରର ସାହାଯ୍ୟରେ ଯାତ୍ରୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଚଳିତ ଲୋକସଭା ନିର୍ବାଚନ ସମୟରେ ୧୧୦୦କୋଟି ନଗଦ ଟଙ୍କା ଏବଂ ଅଳଙ୍କାର ହୋଇଛି ଜବତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ରେ ଅନୁଷ୍ଠିତ ହେବ। ଏହି କ୍ରମରେ ଖବର ମିଳିଛି କି ୨୦୨୪ ନିର୍ବାଚନ ସମୟରେ ଆୟକର ବିଭାଗ ବିପୁଳ ପରିମାଣରେ ଟଙ୍କା ଜବତ କରିଛି। ଜବତ ହୋଇଥିବା ଟଙ୍କାର ମୂଲ୍ୟ ୧୦୦ କୋଟିରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ଆଶଙ୍କା କଲା ଓପନ ଏଆଇ, ଚିନ୍ତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ରାଜୀବ…

ନୂଆଦିଲ୍ଲୀ : ଚାଟ-ଜିପିଟି ନିର୍ମାତା ଓପନ୍ ଏଆଇ ଏକ ଚାଞ୍ଚଲ୍ୟକର ଦାବି କରିଛି । କମ୍ପାନି ଦାବି କରିଛି ଯେ  ଭାରତରେ ଚାଲିଥିବା ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ହେଉଛି । ଇସ୍ରାଏଲର ଏକ କମ୍ପାନୀ ଭାରତରେ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନିୟୋଜିତ କରାଯାଇଛି। କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରେମୁଣାରେ ଉତ୍ତେଜନା: ମିଶନ ଶକ୍ତି ଭବନରେ ଏସ୍‌ଏଚ୍‌ଜି ମହିଳା ବାଣ୍ଟିଲେ ଟଙ୍କା

ଭୁବନେଶ୍ବର: ଟଙ୍କା ବଂଟା ଅଭିଯୋଗକୁ ନେଇ ବାଲେଶ୍ୱର ଜିଲ୍ଲା ରେମୁଣାରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଛି। ରେମୁଣା ମିସନ ଶକ୍ତି ଭବନ ପରିସରରେ କିଛି ଏସଏଚଜି ମହିଳା ଟଙ୍କା ବାଂଟୁଥିବା ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚିବା ପରେ ଉତ୍ତେଜନା ଦେଖା ଦେଇଛି । ଭୋଟ୍…
ଅଧିକ ଖବର ଦେଖନ୍ତୁ...

ଧର୍ମ ନ ବଦଳାଇ ବିବାହ କରିବା ବେଆଇନ, ନବଦମ୍ପତିଙ୍କୁ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ମୁସଲମାନ ଯୁବକ ଏବଂ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ ସହ ଜଡିତ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଧର୍ମ ପରିବର୍ତ୍ତନ ନକରି ବିବାହ ପଞ୍ଜିକରଣ କରିବାକୁ ଏବଂ ପୁଲିସର ସୁରକ୍ଷା ପ୍ରଦାନ କରିବାକୁ ଉଭୟ କୋର୍ଟରେ ଦାବି କରିଥିଲେ। ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ଶେଷ ପର୍ଯାୟ ମତଦାନରେ ହାଇପ୍ରୋଫାଇଲ ସିଟ୍ ଉପରେ ନଜର: ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର: ଶେଷ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । କିଏ ଜିତିବ, କିଏ ହାରିବ, ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । କାରଣ ଏହି ନିର୍ବାଚନ ହୁଏତ କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତ ସ୍ଥିର କରିବ । ଏହାରି ଭିତରେ କିଛି ଫିଲ୍ମ ଷ୍ଟାରଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ସର୍ପ ଦଂଶନରୁ ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ହିଁ ମନରେ ଭୟ ଖେଳି ଯାଇଥ‌ାଏ। ତେବେ ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ବି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଜଣେ ସ୍କୁଟି ଚାଳକ ସର୍ପ ଦଂଶନରୁ ଅଳ୍ପ‌କେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି।…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ : ମିର୍ଜାପୁରରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ୧୩ ସରକାରୀ କର୍ମଚାରୀ ମୃତ

ମିର୍ଜାପୁର: ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାର ପ୍ରଭାବ ନିର୍ବାଚନ ଉପରେ ବି ପଡ଼ିଛି ।  ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଶୁକ୍ରବାର ନିର୍ବାଚନ ଡ୍ୟୁଟି ରେ ଥିବା ୧୩ ଜଣ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ହୋମଗାର୍ଡ ଅଛନ୍ତି । ଆଉ ୨୦…
ଅଧିକ ଖବର ଦେଖନ୍ତୁ...