Monthly Archives

April 2024

ଟି-୨୦ ବିଶ୍ବକପ ଟିମରେ ଏହି ଖେଳାଳି ସାମିଲ ହୁଅନ୍ତୁ ବୋଲି ଚାହୁଥିଲେ ଶାହରୁଖ, ହେଲେ…

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ…
ଅଧିକ ଖବର ଦେଖନ୍ତୁ...

ଗାଈଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ଆଶଙ୍କା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା ଜାରି

ଜେନେଭା:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଦିନ କହିଛି ଯେ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ମାଧ୍ୟମରେ ଆମେରିକା ବ୍ୟତୀତ ଅନ୍ୟ ଦେଶରେ ଗାଈମାନଙ୍କୁ ଏଚ-୫ଏନ-୧ ବାର୍ଡ ଫ୍ଲୁ ଭୁତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ଇନଫ୍ଲୁଏଞ୍ଜା ପ୍ରୋଗ୍ରାମର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ଅନନ୍ତନାଗ-ରାଜୌରୀ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ତାରିଖ, ମେ ୭ ପରିବର୍ତ୍ତେ ମେ ୨୫ରେ ହେବ ଭୋଟଗ୍ରହଣ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିସନ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖରେ ମତଦାନ ହେବାର ଥିଲା। କିନ୍ତୁ ଏବେ ଆସନ୍ତା ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବିଶ୍ୱଭୂଷଣ ଦାସଙ୍କୁ ମିଳିଲା ଟିକେଟ୍‌

ଭୁବନେଶ୍ବର/କାକଟପୁର: ପୁରୀ ଜିଲ୍ଲା କାକଟପୁର ବିଧାନସଭା ପାଇଁ କଂଗ୍ରେସ ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ୱଭୂଷଣ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଶ୍ରୀ ଦାସ ବିଜେପିରୁ ଟିକେଟ ନପାଇବା ପରେ କଂଗ୍ରେସରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ୨୦୦୯ ଓ ୨୦୧୯ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ବିପର୍ଯ୍ୟୟର ସମ୍ମୁଖୀନ ହେଲା ମୁମ୍ବାଇ ଇଣ୍ଡିଆନ୍ସ,: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍

ଲକ୍ଷ୍ନୌ: ଆଇପିଏଲର ୪୮ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ଏବଂ ଏମଆଇ) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ଟସ୍…
ଅଧିକ ଖବର ଦେଖନ୍ତୁ...

ଜଂଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା: ହତ୍ୟାକାରୀ ସ୍ବାମୀ ଓ ସୁପାରୀ କିଲର ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ନିକଟସ୍ଥ ସିଙ୍ଗରାଜଖୁଣ୍ଟା ଜଂଗଲରେ ଜଂଗଲରେ ଜଣେ ବିବାହିତ ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିଥିବା ନେଇ ପୁଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ପୁଲିସକୁ ମିଳିଛି ସଫଳତା। ଆଇଆଇସି ରିଗାନ କିଣ୍ଡୋଙ୍କ କହିବା…
ଅଧିକ ଖବର ଦେଖନ୍ତୁ...

ଝିଅର ଛାଡ଼ପତ୍ର ପରେ ବାଜା ଓ ବାଣ ଫୁଟାଇ ଘରକୁ ଫେରାଇ ଆଣିଲେ ବାପା ଓ ମା’

କାନପୁର: ଝିଅଟିକୁ ବିବାହ ଦେଇ ଶାଶୁଘରକୁ ପଠାଇବା ପାଇଁ ପ୍ରତ୍ୟେକ ବାପା ଓ ମା’ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି। ସବୁବେଳେ ଭଗବାନଙ୍କ ନିକଟରେ ବାପା ଓ ମା’ ଝିଅ କେମିତି ଶାଶୁଘରେ ଖୁସିରେ ରହୁ ସେଥିପାଇଁ ଶୁଭମନାସୁ ଥାଆନ୍ତି। ଏହି କ୍ରମରେ ଝିଅର ଯଦି ‌ ବୈବାହିକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରସିଦ୍ଧି ମିଳିବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ବୃଷ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ମାଳଦ୍ବୀପ ନାଗରିକ ହାତାହାତି, ୨ ଆହତ

ମାଲେ: ମାଳଦ୍ୱୀପ ନାଗରିକ ଏବଂ ଭାରତୀୟଙ୍କ ମଧ୍ୟରେ ହାତାହାତି ଘଟଣା ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଜଣେ ମାଳଦ୍ୱୀପ ନାଗରିକଙ୍କୁ ଅଟକ ରଖିଛି। ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ନ୍ୟୁଜ୍ ପୋର୍ଟାଲ୍ ଆଧାଧୁ ଡଟ୍ କମ୍ ଖବର…
ଅଧିକ ଖବର ଦେଖନ୍ତୁ...

ଆଉ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ଗୁରୁଗ୍ରାମରୁ ଲଢିବେ ରାଜ୍ ବବର

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ଆଉ ୪ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି, ଯେଉଁଥିରେ ବରିଷ୍ଠ ଅଭିନେତା ରାଜ ବବରଙ୍କ ନାମ ରହିଛି। ତାଙ୍କୁ ଦଳ ଗୁରୁଗ୍ରାମ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...