Monthly Archives

March 2024

ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ଝଟକା, ୱାନିନ୍ଦୁ ହାସରାଙ୍ଗା ଆଉ ଖେଳିବେନି ମ୍ୟାଚ

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୪ର ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଜାରି ରହିଛି । ତେବେ ଏହାରି ଭିତରେ ହାଇଦ୍ରାବାଦ ଦଳକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ସନରାଇଜର୍ସ ହାଇଦ୍ରାବାଦର ସ୍ପିନର ୱାନିନ୍ଦୁ ହାସରାଙ୍ଗା ଚଳିତ ସିଜିନର…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲା ପରେ ଏମିତି ବୟାନ ଦେଲେ ଅଭିନେତା, କହିଲେ- ସ୍ବାଭିମାନ୍‌ ଆଗ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି। ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କିଛି ନେତା ଓ କର୍ମୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ବାତାବରଣ ଆନନ୍ଦମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ନୂଆ ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖମୟ ରହିବ। ବୃଷ: ଅସୁବିଧାଜନକ ପରିସ୍ଥିତି ଠାରୁ ଦୂରରେ ରହନ୍ତୁ। ଆପଣଙ୍କର ଭାବନା ସକାରାତ୍ମକ ରଖନ୍ତୁ। ତରବରିଆ ଭାବେ କୌଣସି…
ଅଧିକ ଖବର ଦେଖନ୍ତୁ...

ଗରିବ ବାପାଙ୍କ ସହିତ ଛେଳି ଚରାଇବାକୁ ଯାଉଥିବା ଝିଅ ଜାପାନରେ ପାଇଲେ ବଡ଼ ଚାକିରି

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢ଼ାଣା ସହର ଠାରୁ ୭କିମି ଦୂରରେ ଥିବା କୋଲବାଡ ଗ୍ରାମରେ ବସବାସ କରୁଥିବା ଜଣେ ଗରିବ ବାପାଙ୍କ ସ୍ବପ୍ନକୁ ପୂରା କରିଛନ୍ତି ଝିଅ ରୋହିଣୀ ଗବଇ। ରୋହିଣୀ ଅନେକ କଷ୍ଟ ସହି ସଂଘର୍ଷ ଓ ପରିଶ୍ରମ କରି ଜାପାନରେ ଏକ ବଡ଼ ଚାକିରି ପାଇଛନ୍ତି। ରୋହିଣୀଙ୍କ ଏହି ସଫଳତା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଚେନ୍ନାଇ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖାପାଟଣା : ବିଶାଖାପାଟଣାଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୧୩ତମ ମ୍ୟାଚରେ ଚେନ୍ନାଇ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ପୃଥ୍ବୀ ଶ’ ଓ ଡେଭିଡ୍…
ଅଧିକ ଖବର ଦେଖନ୍ତୁ...

ମୁଁ ମୁଲାୟମଙ୍କ ଉତ୍ତରାଧିକାରୀ: ନିରହୁଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜମଗଡ ସଦର ଲୋକସଭା ଆସନରୁ ବିଜେପି ସାଂସଦ ତଥା ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଏବେ ଜୋରସୋରରେ ପ୍ରଚାର ଚଳାଇଛନ୍ତି | ତେବେ ନିରହୁଆ ଆଜି ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ସେ ସପା ସମର୍ଥକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଡିୟୁଟିରେ ଯାଉଥିବା ବେଳେ ରାସ୍ତାରେ ୟୁପିଏସସି ପାଠପଢ଼ୁଛନ୍ତି ଜୋମାଟୋ ଡେଲିଭରି ବଏ

ନୂଆଦିଲ୍ଲୀ: ସମୟସମୟରେ କିଛି ପିଲା ପାଠପଢ଼ା ପାଇଁ ସମୟର ଅଭାବ ଦେଖାଇ ଥାଆନ୍ତି। ପରୀକ୍ଷାରେ ଭଲ ନମ୍ବର ନରଖି ପାରିଲେ କହିଥାଆନ୍ତି, ‘ପାଠପଢ଼ିବାକୁ ସମୟ ମିଳିଲାନାହିଁ।’ କିନ୍ତୁ ଇଚ୍ଛା ଓ ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ। ନିକଟରେ ଭାଇରାଲ ହୋଇଥିବା ଜଣେ ଜୋମାଟୋ…
ଅଧିକ ଖବର ଦେଖନ୍ତୁ...

ଦିନକୁ ଦିନ ଶ୍ରୀ ବହୁତ ମନେ ପଡ଼ୁଛନ୍ତି: ବୋନି କପୁର

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ସମସ୍ତଙ୍କୁ ପରକରି ଦୀର୍ଘବର୍ଷ ହେବ ପରପାରିକୁ ଚାଲି ଯାଇଛନ୍ତି। କିନ୍ତୁ ତାଙ୍କ ଅଭିନୟ ଓ ଇଣ୍ଡିଷ୍ଟ୍ରିକୁ ଭେଟି ଦେଇଥିବା ସିନେମାକୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ଜୀବନ୍ତ ଅଭିନୟ ଓ ସରଳ ସ୍ବଭାବ ପାଇଁ ଆଜି ବି ଶ୍ରୀବେଦୀଙ୍କ ଅନେକ…
ଅଧିକ ଖବର ଦେଖନ୍ତୁ...

ଆପ ଗୋଟିଏ ଗ୍ୟାରେଣ୍ଟି ଦେଉ: ସୁନୀଲ ଜାଖଡ଼

ନୂଆଦିଲ୍ଲୀ: ପଞ୍ଜାବ ବିଜେପି ମୁଖ୍ୟ ସୁନୀଲ ଜାଖଡ଼ ଦିଲ୍ଲୀର ରାମଲିଲା ମଇଦାନରେ 'ଇଣ୍ଡିଆ' ମେଣ୍ଟର ରାଲି ଉପରେ ଆକ୍ରମଣ କରିଛନ୍ତି। ସେ ଆମ୍ ଆଦମୀ ପାର୍ଟିର ଗ୍ୟାରେଣ୍ଟି ଦାବିକୁ ନେଇ ଟାର୍ଗେଟ କରିଛନ୍ତି । ସୁନୀଲ କହିଛନ୍ତି ଯେ ଆଜି ଆମ୍ ଆଦମୀ ପାର୍ଟି (ଆପ) ଏକ ଗ୍ୟାରେଣ୍ଟି ଦେବା ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ପୁଣି ନକ୍ସଲ ହିଂସା: ୪ଟି ଟ୍ରକ୍‌କୁ ନିଆଁ ଲଗାଇ ପୋଡ଼ିଦେଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନା ଠାରୁ ମାତ୍ର ୫ ଶହ ମିଟର ଦୁରରେ ନକ୍ସଲ ଉତ୍ପାତ ମଚାଇଥିଲେ। ସ୍ଥାନୀୟ ମାଇନସକୁ ଯାଉଥିବା ଚାରୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ।…
ଅଧିକ ଖବର ଦେଖନ୍ତୁ...