Monthly Archives

March 2024

ଆଇପିଏଲ: ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର-୨୦୨୪ର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ବିଜୟ ପାଇଁ ଗୁଜରାଟ ଆଗରେ ୧୬୩ ରନର ଲକ୍ଷ୍ୟ ଥିବାବେଳେ ଦଳ ତାହାକୁ ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ହାସଲ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତିଗ୍ରସ୍ତଙ୍କ ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ : ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ  କାର୍ଯ୍ୟସୂଚୀ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିରଟରୁ ନିଜର ନିର୍ବାଚନ  ପ୍ରଚାର ଆରମ୍ଭ କରିଛନ୍ତି। ମୋଦୀ ମିରଟରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ ଏବଂ ମଞ୍ଚରୁ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଥିଲେ। ମୋଦୀ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ମ୍ୟାଚକୁ ନେଇ ବୃଦ୍ଧଙ୍କ ମୁଣ୍ଡ ଫଟାଇଦେଲେ ଯୁବକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ରୋମାଞ୍ଚ ଏବେ ଜାରି ରହିଛି | ତେବେ ଏବେ ଆଇପିଏଲ ମ୍ୟାଚକୁ ନେଇ ଏଭଳି ଖବର ସାମ୍ନାକୁ ଆସିଛି ଯାହାକି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ମ୍ୟାଚ ଫଳାଫଳକୁ ନେଇ ଏମଆଇ ଫ୍ୟାନଙ୍କ ଆକ୍ରମଣରେ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ପ୍ରଶଂସକଙ୍କ ଜୀବନ ଚାଲିଯାଇଛି | ଏହି…
ଅଧିକ ଖବର ଦେଖନ୍ତୁ...

ମା’ ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି: ଆକାଶ ଦାସନାୟକ

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇ ମାଟିର ଜନତା ହେଉଛନ୍ତି ମୋର ପରିବାରର ସଦସ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶିତ ଭାରତରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛି। କୋରେଇରେ ଅନେକ କାମ କରିଛି। ଆହୁରି କିଛି କାମ କରିବାର ବାକି ଅଛି। ମା’ ମାଟିର କାମ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଖାଇସାରି ଶୋଇଥିବା ବେଳେ ଘଟିଲା ବିସ୍ଫୋରଣ; ଜଳିଗ‌ଲେ ବାପା,ମା’ ଓ ଛୁଆ

ନୂଆଦିଲ୍ଲୀ: ଗୁଜୁରାଟର ଦେବଭୂମି ଅର୍ଥାତ ଦ୍ବାରକା ଜିଲ୍ଲାରୁ ରବିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏସି ହେତୁ ବିସ୍ଫୋରଣ ‌ଘଟି ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏସି ବିସ୍ଫୋରଣ ଘଟଣାକୁ ନେଇ ପୁଲିସ ଇନ୍ସ‌ପେକ୍ଟର ଟିସି ପଟେଲ କହିଛନ୍ତି,‘ପବନ ଉପାଧ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଲା ସନରାଇଜର୍ସ ହାଇଦ୍ରାବାଦ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର-୨୦୨୪ର ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ ଫିକସିଂ ହୋଇଛି, ବିଜେପିକୁ ଟାର୍ଗେଟ କରି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ରାମଲୀଳା ମୈଦାନରେ ଗଣତନ୍ତ୍ର ବଞ୍ଚାଅ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ନିର୍ବାଚନ ସାଧାରଣ ନିର୍ବାଚନ ନୁହେଁ। ଗଣତନ୍ତ୍ର, ସମ୍ବିଧାନ, ଗରିବ ଏବଂ କୃଷକଙ୍କୁ ବଞ୍ଚାଇବା ପାଇଁ ଏହି ନିର୍ବାଚନ | ସେ ଅଭିଯୋଗ କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ବନଖଣ୍ଡରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ଭଂଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ବନାଞ୍ଚଳର ତିଳିସିଙ୍ଗି ସେକ୍ସନରେ ଅସୁସ୍ଥ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ସକାଳ ସମୟରେ ଦନ୍ତାଟି ଅସୁସ୍ଥ ଅବସ୍ଥାରେ କରଡାବଣି ଓ ବେରୁଆବାଡ଼ି ମଧ୍ୟରେ ଥିବା ଘାଇ ନିକଟରେ ଘୁରି ବୁଲୁଥିଲା। ଏହା ପରେ ବନ କର୍ମଚାରୀ ମାନେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀର ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଉ‌ଲ୍ଲେଖ ରହିଛି ଏଭଳି ତଥ୍ୟ  

ନୂଆଦିଲ୍ଲୀ: ଗୁରୁବାର ରାତିରେ ବାନ୍ଦା ଜେଲ୍‌ରେ ହୃଦ୍‌ଘାତରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀର ମୃତ୍ୟୁ ହୋଇଥିଲା। ଗତ ଶନିବାର ମୁଖତାର ଅନସାରୀର କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରରେ ଅନ୍ତିମ ସଂସ୍କାର ହୋଇଯାଇଛି। ରବିବ‌ାର ମୁଖତାର ଅନସାରୀର ବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି।…
ଅଧିକ ଖବର ଦେଖନ୍ତୁ...

ଥାନେରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୨୦ଟି ସ୍କ୍ରାପ୍ ଗୋଦାମ

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିରେ ଥିବା ଏକ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୧୫ରୁ ୨୦ଟି ସ୍କ୍ରାପ୍ ଗୋଦାମ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡ ଘଟଣାଟି ଓଉଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...