Daily Archives

April 10, 2024

ଶ୍ରୀରାମ ନବମୀ ପାଳନ ଶୋଭାଯାତ୍ରାକୁ ୨୧ଟି ସର୍ତ୍ତ ସହ ମିଳିଲା ଅନୁମତି

ଜୟପୁର: ଗତବର୍ଷ ପବିତ୍ର ଶ୍ରୀରାମ ନବମୀରେ ସହରରେ ‌ବିରାଟ ଶୋଭାଯାତ୍ରା କରାଯିବା ସହ ସହରର ଭଗବାମୟ ରଂଗରେ ଶ୍ରୀରାମମୟ ହୋଇପଡ଼ିଥିଲା। ଆଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପରେ ଆସନ୍ତା ୧୭ତାରିଖ ଶ୍ରୀରାମ ନବମୀ ଦିନ ପ୍ରଥମ ଶୋଭାଯାତ୍ରା ସମାରୋହର ସହ ପାଳନ କରିବାକୁ ଶ୍ରୀରାମ ନବମୀ…
ଅଧିକ ଖବର ଦେଖନ୍ତୁ...

ଶରଦ ପ୍ରସ୍ତୁତ ହୋଇସାରିଥିଲେ: ପ୍ରଫୁଲ୍ଲ ପଟେଲ

ମୁମ୍ବାଇ: ଏନସିପି ପ୍ରତିଷ୍ଠାତା ଶରଦ ପାୱାର ବିଜେପି ସହ ଯିବାକୁ ଚାହୁଁଥିଲେ କି? ଅଜିତ ପାୱାର ମଧ୍ୟ ବିଜେପି ସହ ମେଣ୍ଟ କରିବା ପରେ ଏହିପରି କିଛି କରିବାକୁ ଚାହୁଁଥିଲେ କି? ଏହି ପ୍ରଶ୍ନ ଉପରେ ଅଜିତ ପାୱାର ଦଳର ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଶପଥ ଗ୍ରହଣ କରିବା ପରେ କକେଇ ଏବଂ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ମଧ୍ୟରେ ବଦଳିଲା ଇସିଙ୍କ ନିର୍ଦ୍ଦେଶାବଳୀ: ହୋର୍ଡିଂ-ପୋଷ୍ଟରରେ ଏସବୁ ରହିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ ନିର୍ବାଚନ କମିଶନ (ଇସି)ଙ୍କ ନିର୍ଦ୍ଦେଶାବଳୀ ବଦଳିଛି। ରାଜନୈତିକ ହୋର୍ଡିଂ ଏବଂ ପୋଷ୍ଟରରେ ଏସବୁ ମୁଦ୍ରଣ କରିବାକୁ କମିସନଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଦାଖଲ କରାଯାଇଥିବା ଏକ ଅଭିଯୋଗରେ ଦର୍ଶାଯାଇଥିଲା ଯେ ମ୍ୟୁନିସିପାଲିଟି…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ମାମଲାରେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ ସର୍ଭିସବୁକ୍ ଓ ୫୦ପ୍ରତିଶତ ଏରିୟର ଦରମା କାଗଜପତ୍ର କରାଇବା ପାଇଁ  ଲାଂଚ ନେବା ମାମଲାର ବିଚାର  କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ଗୁଣୁପୁର ବିଇଓ ଅର୍ନ୍ତଯାମୀ ବେହେରାଙ୍କୁ ତିନି ବର୍ଷ ସଶ୍ରମ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଜିଲ୍ଲା ସୀମାନ୍ତ ଚେକ୍‌ପୋଷ୍ଟ

ହରଭଙ୍ଗା: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ପୁଲିସ ପକ୍ଷରୁ ବୌଦ୍ଧ ଜିଲ୍ଲାର ୩ଟି ଜିଲ୍ଲା ସୀମାନ୍ତ ଚେକ୍‌ପୋଷ୍ଟ ଖୋଲାଯାଇଛି। ଖୋର୍ଦ୍ଧା–ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାଧପୁର, ଚାରିଛକସ୍ଥିତ ବନ ବିଶ୍ରାମଗାର ଏବଂ ଚାରିଛକ ଫୁଲବାଣୀ ରାସ୍ତାର…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ପ୍ରଭାବ: ପନିପରିବା, ଡାଲିଜାତୀୟ ଫସଲ ନଷ୍ଟ

ନୂଆପଡ଼ା/ କୋମନା: ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ତଥା କରାମାଡ଼ରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିରେ ବିଶେଷ କରି ପନିପରିବା, ଡାଲି ଓ ତୈଳବୀଜଜାତୀୟ ଫସଲ ଉଜୁଡ଼ି ଯାଇଛି। ୨୦ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବ୍ଲାଷ୍ଟିଂ ପଥର ବାଜି ବାଳକ ମୃତ, କ୍ଷତିପୂରଣ ଦାବି

ଦାମନଯୋଡ଼ି: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଧୀନସ୍ଥ ମରିଚମାଳ ଗାଁର ରୀତେଶ ମାଝୀ (୧୪) ର କୁଆଁରୀ ହେଉଥିବା ବ୍ଲାଷ୍ଟିଂ ପଥର ବାଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ, ମରିଚମାଳ ର ରିତେଶ ନିଜ ସମ୍ପର୍କୀୟ ଭାଇ ସହ ଅପରାହ୍ନ ୪ଟା ବେଳେ ଗାଁ ନିକଟ ନଦୀକୁ ଯାଇଥିଲା ଓ…
ଅଧିକ ଖବର ଦେଖନ୍ତୁ...

ରଚିନଙ୍କ ପ୍ରେମିକା କିଏ ଜାଣନ୍ତି କି?

ନୂଆଦିଲ୍ଲୀ: ନିକଟରେ ଏକଦିବସୀୟ ବିଶ୍ୱକପରେ କ୍ରିକେଟ୍ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ଏବେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି | ଆଇପିଏଲରେ ସେ ଉଭୟ ବୋଲିଂ ଓ ବ୍ୟାଟିଂ କରିବା ସହ…
ଅଧିକ ଖବର ଦେଖନ୍ତୁ...

୨୦୨୭ ବିଶ୍ବକପ୍ କ୍ରିକେଟ ନେଇ ବଡ଼ ଘୋଷଣା: ଏହି ୩ ଦେଶ କରିବେ ଆୟୋଜନ

କୋଲକାତା: ବିଶ୍ବକପ କ୍ରିକେଟ ୨୦୨୭ ନେଇ ବଡ଼ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ନଭେମ୍ବରରେ ଖେଳାଯିବ। ଦ୍ବିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେରେ ବିଶ୍ବକପ୍ କ୍ରିକେଟ…
ଅଧିକ ଖବର ଦେଖନ୍ତୁ...

ନିଜ ବିବାହକୁ ଗୋପନ ରଖିବା ପାଇଁ ଯୋଜନା କରିନଥିଲେ ତାପସୀ

ମୁମ୍ବାଇ: ନିକଟରେ ନିଜର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ଅଭିନେତ୍ରୀ ତାପସୀ ପାନ୍ନୁ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିବା କଥା ଚର୍ଚ୍ଚା ହେଉଥିଲା। ତେବେ ତାପସୀ ନିଜ ଆଡୁ ଏହି ବିବାହ ବିଷୟରେ କହୁନଥିବାରୁ ସେ ଗ‌ୋପନରେ ବାହା ହୋଇଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...