Daily Archives

April 10, 2024

ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ପୁଣି ବିରୋଧ; ବୀରମହାରାଜପୁରରେ କୁଶପୁତ୍ତଳିକା ଦାହ

ଭୁବନେଶ୍ବର/ବୀରମହାରାଜପୁର: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପୁଣି ବିରୋଧ କରାଯାଇଛି। ଦୁଇ ଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ ଶ୍ରୀ ବେହେରାଙ୍କୁ ବିରୋଧ କରାଯାଇଥିଲା। ବିଜେଡିର ବିଦ୍ରୋହୀମାନେ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପଦ୍ମନାଭ…
ଅଧିକ ଖବର ଦେଖନ୍ତୁ...

ପରାଗଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଜୁରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୯୭ ରନ୍

ଜୟପୁର: ଆଇପିଏଲ୍‌ର ୨୪ ତମ ମ୍ୟାଚ୍‌ରେ ବୁଧବାର ରାଜସ୍ଥାନ ରୟାଲ୍ସ (ଆର୍‌ଆର୍) ଏବଂ ଗୁଜୁରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେଉଛି। ଜୟପୁରର ସାୱଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁବମାନ ଗିଲ୍ ଟସ୍ ଜିତି ପ୍ରଥମେ  ବୋଲିଂ…
ଅଧିକ ଖବର ଦେଖନ୍ତୁ...

ମେ’ ପ୍ରଥମ ସପ୍ତାହରେ କୋରାପୁଟ, ରାୟଗଡ଼ା ଆସିବେ ସୋନିଆ ଓ ରାହୁଲ

କୋରାପୁଟ: ସାଧାରଣ ନିର୍ବାଚନ-୨୦୨୪ ପ୍ରଚାର ପାଇଁ ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ତିନି ଦଳର ନେତାମାନେ ଜନସଂପର୍କ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ମଧ୍ୟ ପ୍ରସ୍ତୁତ ହୋଇଛି। ଆସନ୍ତା ମେ’ ପ୍ରଥମ ସପ୍ତାହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନରେ ଲଢୁଥିଲେ ମୋଦୀଙ୍କ ଫଟୋ ବ୍ୟବହାର କରନାହିଁ: ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେପି

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ସମେତ ବିରୋଧୀଦଳ ନେତାମାନେ ନିଜର ବଡ଼ ନେତାଙ୍କ ପୋଷ୍ଟର ବ୍ୟବହାର କରୁଛନ୍ତି | ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାର କରିଥିବାରୁ କର୍ଣ୍ଣାଟକ ବିଜେପି ଏହାର ପୂର୍ବତନ ବରିଷ୍ଠ ନେତା କେ.ଏସ୍…
ଅଧିକ ଖବର ଦେଖନ୍ତୁ...

ବୟଫ୍ରେଣ୍ଡ୍‌ଙ୍କ ନାମର ପେଣ୍ଡାଣ୍ଟ୍ ପିନ୍ଧି ବୋନିଙ୍କ ‘ମୈଦାନ’ ସ୍କ୍ରିନିଂରେ ପହଞ୍ଚିଲେ ଜାହ୍ନବୀ, ପ୍ରଶଂସକ କହିଲେ…

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଫିଲ୍ମ ମୈଦାନର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା । ଏଥିରେ ଯୋଗଦେବାକୁ ବହୁ ସେଲିବ୍ରିଟି ପହଞ୍ଚିଥିଲେ। ଏଥିରେ ବୋନିଙ୍କ ଝିଅ ଜାହ୍ନବୀ ଏବଂ ଅର୍ଜୁନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଜାହ୍ନବୀ ଗ୍ଲାମରସ୍ ଲୁକ୍‌ରେ ପହଞ୍ଚିଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ଥିବା ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଭାଇ ଭଉଣୀଙ୍କ ସହିତ ଭଲ ଜାଗାକୁ ବୁଲି ଯିବାର ଯୋଜନା କରିବେ। ଉଚ୍ଚଶିକ୍ଷା ପାଇଁ ଭଲ କଲେଜରେ ନାମ ଲେଖାଇବେ। ବୃଷ: ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ବାଣୀ ଉପରେ ସଂଯମ ରଖନ୍ତୁ।…
ଅଧିକ ଖବର ଦେଖନ୍ତୁ...

ହେମାମାଳିନୀଙ୍କୁ ନେଇ ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦଙ୍କୁ ସମନ କଲା ହରିୟାଣା ମହିଳା କମିଶନ

ନୂଆଦିଲ୍ଲୀ: ହରିୟାଣା ରାଜ୍ୟ ମହିଳା କମିଶନ କଂଗ୍ରେସ ନେତା ତଥା ସାଂସଦ ରଣଦୀପ ସିଂହ ସୁରଜେୱାଲାଙ୍କୁ ଏପ୍ରିଲ ୧୮ ତାରିଖରେ ହାଜର ହୋଇ ବିଜେପି ନେତ୍ରୀ ହେମାମାଳିନୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ଦେବାକୁ ସମନ କରିଛନ୍ତି। କମିଶନ କହିଛନ୍ତି ଯେ କଂଗ୍ରେସ ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତ ଗସ୍ତରେ ଆସିବେ ଟେସଲା ମୁଖ୍ୟ ଏଲୋନ୍ ମସ୍କ, କରିପାରନ୍ତି ବଡ ଘୋଷଣା 

ନୂଆଦିଲ୍ଲୀ: ଟେସଲା ମୁଖ୍ୟ ଏଲୋନ୍ ମସ୍କ ଏପ୍ରିଲ ମାସରେ ଭାରତ ଗସ୍ତ କରୁଛନ୍ତି ଏବଂ ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। କୁହାଯାଉଛି ଯେ ସେ ଭାରତ ଗସ୍ତ ସମୟରେ ପୁଞ୍ଜି ବିନିଯୋଗ ନେଇ ଘୋଷଣା କରିପାରନ୍ତି ଏବଂ ଏକ ନୂତନ ଟେସଲା କାରଖାନା ନିର୍ମାଣ ପାଇଁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୬ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଜେଏମ୍‌ଏମ୍, ଶଙ୍ଖ ଛାଡ଼ି ଧନୁତୀର ଧରିଲେ ଶତାଧିକ କର୍ମୀ

ରାଇରଙ୍ଗପୁର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ଚଳିତ ବିଧାନସଭା ନିର୍ବାଚନରେ ୧୬ଟି ଆସନରେ ପ୍ରାର୍ଥୀ ଦେବ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ପିସିଏମ୍ କଲ୍ୟାଣ ମଣ୍ଡପଠାରେ ରାଜ୍ୟ ସମ୍ପାଦକ ଦୁବରାଜ ନାଗଙ୍କ ସଭାପତିତ୍ୱରେ ଆ‌ୟୋଜିତ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଏହି…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ଗୁଜୁରାଟ ଟାଇଟନ୍ସ : ପ୍ରଥମେ ବୋଲିଂ ନିଷ୍ପତ୍ତି

ଜୟପୁର: ଆଇପିଏଲ୍‌ର ୨୪ ତମ ମ୍ୟାଚ୍‌ରେ ବୁଧବାର ରାଜସ୍ଥାନ ରୟାଲ୍ସ (ଆର୍‌ଆର୍) ଏବଂ ଗୁଜୁରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେଉଛି। ଜୟପୁରର ସାୱଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁବମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...