Daily Archives

April 16, 2024

ବଢ଼ିଲା ତାତି: ଜାତୀୟ ରାଜପଥକଡ଼ରେ ଥିବା କଳିଙ୍ଗା ପଞ୍ଚାୟତରେ ଖୋଲିନି ଜଳଛତ୍ର

ଘୁ.ଉଦୟଗିରି: ଗତ ତିନି ଦିନ ହେଲା ଲଗାତାର ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଜଳଛତ୍ର ଟିଏ ଖୋଲା ଯାଇପାରିନି। ଜାତୀୟ ରାଜପଥକଡ଼ରେ କଳିଙ୍ଗା ପଞ୍ଚାୟତ ପ୍ରତ୍ୟକ ଦିନ ଶହଶହ…
ଅଧିକ ଖବର ଦେଖନ୍ତୁ...

ପୁଣି ରେକର୍ଡ କଲା ସୁନାଦର, ୧୦ ଗ୍ରାମ ପିଛା ୭୩,୭୫୦ ଛୁଇଁଲା

ନୂଆଦିଲ୍ଲୀ: ମଧ୍ୟପୂର୍ବରେ ଏକ ବଡ଼ ଯୁଦ୍ଧ ଆଶଙ୍କା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ଦର ନୂଆ ନୂଆ ରେକର୍ଡ କରିଚାଲିଛି । ନିବେଶକମାନେ ଷ୍ଟକବଜାର ଓ ମୁଦ୍ରାବଜାରର ନିବେଶ କାଢି ସୁନାରେ ନିବେଶ କରୁଥିବାରୁ ଦର ବଢୁଛି । ୨୦୨୪…
ଅଧିକ ଖବର ଦେଖନ୍ତୁ...

ଘର ଉପରେ ଆକ୍ରମଣ ପରେ ଆମେ ଚିନ୍ତାରେ ଅଛୁ: ଅରବାଜ ଖାନ୍

ମୁମ୍ବାଇ: ରବିବାର ଭୋର ୪ଟା ୫୧ ମିନିଟରେ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍‌ର ବାହାରେ ଗୁଳିମାଡ଼ ହୋଇଥିଲା। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ ଗଣମାଧ୍ୟମରେ ଧମକ ଦେଇଥିଲା। ଆକ୍ରମଣ ହେବା…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ

ପୁରୀ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଆଜି ରାତିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ସେ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀ ଆସି ଦର୍ଶନ କରିଛନ୍ତି। ସେଠାରୁ କଡ଼ାସୁରକ୍ଷାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ…
ଅଧିକ ଖବର ଦେଖନ୍ତୁ...

ମିନତି ଦେବତା ବିଜେଡିରୁ ନିଲମ୍ବିତ

ରାଉରକେଲା: ଦଳ ବିରୋଧୀ କାର୍ଯ୍ୟ ପାଇଁ ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ମିନତି ଦେବତାଙ୍କୁ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ମିନତି ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିଲେ। ଗତ କିଛି ମାସ ଧରି ରାଉରକେଲା ବିଜେଡି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କାର ସହ ଗଂଜେଇ ଜବତ, ଅଭିଯୁକ୍ତ ଚମ୍ପ

ଜୟପୁର: ଜୟପୁର ସଦର ଥାନା ପୁଲିସ ଆଜି ଭୋର ୫ଟା ବେଳେ ଉମୁରୀ ନିକଟରୁ ଗୋଟିଏ କାରରୁ ଗଂଜେଇ ଜବତ କରିଛନ୍ତି। ଅଭିଯୁକ୍ତ କାର ଛାଡ଼ି ଅନ୍ଧାରର ସୁଯୋଗ‌ରେ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଜୟପୁର ସଦର ଥାନା ପୁଲିସ ନାଇଟ୍ ପାଟ୍ରୋଲିଂ କରୁଥିଲେ। ଉମୁରୀ ଜାତୀୟ ରାଜପଥ ଦେଇ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ଜାହାଜରେ ଥିବା ୧୭ ଭାରତୀୟଙ୍କୁ ଭେଟିବାକୁ ଭାରତୀୟ ଅଧିକାରୀଙ୍କୁ ଅନୁମତି ଦେବାକୁ ଇରାନର ଘୋଷଣା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ସଫଳ କୂଟନୀତି ଯୋଗୁଁ ଗତ ମାସରେ କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରାଯାଇଥିଲା। ଏବେ ଆଉ ଏକ କ୍ଷେତ୍ରରେ ଭାରତୀୟ କୂଟନୀତିର ସଫଳତା ଦେଖିବାକୁ ମିଳିଛି । ଇରାନ କବଜରେ ଥିବା ଇସ୍ରାଏଲୀ ଜାହାଜ ରେ ଥିବା ୧୭…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ପ୍ରତ୍ୟାହାର କଲା ହିନ୍ଦୁ ମହାସଭା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରାଣାସୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଲଢିବାକୁ ଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭା ନିଜର ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଉପରୋକ୍ତ ସୂଚନା…
ଅଧିକ ଖବର ଦେଖନ୍ତୁ...

ଶିବସେନାରେ ଯୋଗ ଦେବେ ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସଞ୍ଜୟ ନିରୁପମ୍!

ମୁମ୍ବାଇ: କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସଞ୍ଜୟ ନିରୁପମ୍ ଶିବସେନା (ଏକନାଥ ସିନ୍ଦେ)ରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ସେ ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ତେବେ କେଉଁ ଦିନ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବେ ସେନେଇ…
ଅଧିକ ଖବର ଦେଖନ୍ତୁ...

ଆମେ ଲରେନ୍ସକୁ ଶେଷ କରିଦେବୁ; ସଲମାନଙ୍କୁ ଭେଟିବା ପରେ ଏଭଳି କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଗୁଳିମାଡ଼ କରିଥିଲେ। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ…
ଅଧିକ ଖବର ଦେଖନ୍ତୁ...