Daily Archives

April 16, 2024

ଏପ୍ରିଲ ୧୮ରେ ସୁଦଶା ବ୍ରତ ପାଳନ କରିବେ ଉଭୟ ନୂତନ, ପୂରାତନ ବ୍ରତୀ

ଭୁବନେଶ୍ବର: ଆସନ୍ତା ୧୮ ତାରିଖ ଦିନ ପାଳନ କରାଯାଉଥିବା ସୁଦଶା ବ୍ରତ ଉଭୟ ନୂତନ ଏବଂ ପୁରାତନ ବ୍ରତଧାରୀମାନେ ପାଳନ କରିବେ ବୋଲି ଅସଲି ଖଡ଼ୀରତ୍ନ ପଞ୍ଜିକାର ଗଣନାକାର ଇଂଜିନିୟର‌ ଦେବଦର୍ଶୀ ଖଡ଼ୀରତ୍ନ କହିଛନ୍ତି। ଇଂ ଶ୍ରୀ ଖଡ଼ୀରତ୍ନ କହିଛନ୍ତି ଯେ, ଏହି ଦିନ ଶୁକ୍ଲପକ୍ଷ ଦଶମୀ ତିଥି ସହିତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ସୁନୀଲ ନାରାୟଣଙ୍କ ଶତକ, ରାଜସ୍ଥାନ ଆଗରେ ୨୨୪ ରନର ଲକ୍ଷ୍ୟ ରଖିଲା କୋଲକାତା

କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୩୧ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୪ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଟିଂ କରିଥିବା…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ହେଲା ମାଲକାନଗିରି ଜଙ୍ଗଲରେ ଗଂଜେଇ ଚାଷ କରୁଥିଲେ କର୍ଣ୍ଣାଟକର ଯୁବକ, ବାନ୍ଧିଲା ପୁଲିସ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସ ହାବୁଡ଼ରେ ଜଣେ ହାଇଟେକ ଗଂଜେଇ ବେପାରୀ ଧରାପଡ଼ିଛନ୍ତି। ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ କୁର୍ମାନୁର ଜଂଗଲରେ ପ୍ରାୟ ୩ବର୍ଷ ହେଲା ହାଇଟେକ ପଦ୍ଧତିରେ ଗଂଜେଇ ଚାଷ କରୁଥିବା କର୍ଣ୍ଣାଟକର ମହୀଶୁର ଅଂଚଳର ୪୧ବର୍ଷୀୟ ଲୋହିତ ଆଥଗୁର ସଦାଶିବ ନାମକ ଏହି…
ଅଧିକ ଖବର ଦେଖନ୍ତୁ...

ଇରାନ୍-ଇସ୍ରାଏଲ୍ ଯୁଦ୍ଧର ପ୍ରଭାବ: ଭାରତରେ ବଢ଼ିବ ପେଟ୍ରୋଲ-ଡିଜେଲ ଦର !

ନୂଆଦିଲ୍ଲୀ: ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ଉଭୟ ଦେଶ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ରୁଷିଆ-ୟୁକ୍ରେନ୍ ଯୂଦ୍ଧ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ବିଶ୍ବକୁ ଆତଙ୍କିତ କରି ରଖିଛି। ଏପରିସ୍ଥଳେ ଇରାନ୍ ଏବଂ ଇସ୍ରାଏଲ୍ ଯୁଦ୍ଧ…
ଅଧିକ ଖବର ଦେଖନ୍ତୁ...

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ

ଭୁବନେଶ୍ବର/ଦେବଗଡ଼: ଯାହା ପୂର୍ବାନୁମାନ କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ବିଜେପିର ସାଂଗଠନିକ କାର୍ଯ୍ୟରେ ଅବହେଳିତ ଅବସ୍ଥାରେ ଥିବା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଓ ତାଙ୍କ ପୁଅ ନମନ ଗଙ୍ଗଦେବ ମଙ୍ଗଳବାର ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ରାଜନୀତିକ ଲୋକ କୌଣସି ସମାରୋହରେ ନିଜର କଥା ରଖିବେ। ଅଚାନକ ଧନଲାଭର ସମ୍ଭାବନା। ବୃଷ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଇରାନ ରାଷ୍ଟ୍ରପତିଙ୍କୁ ଫୋନ କଲେ ପୁଟିନ୍, ମଧ୍ୟପ୍ରାଚ୍ୟ ପରିସ୍ଥିତି ସଂପର୍କରେ ଆଲୋଚନା

ମସ୍କୋ : ନିକଟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଦେଖାଦେବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ତାଙ୍କ ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସିଙ୍କ ସହ ଫୋନକଲରେ କଥା ହୋଇଛନ୍ତି ବୋଲି ରାଷ୍ଟ୍ରପତିଙ୍କ ଅଫିସ୍ କ୍ରେମଲିନ ପକ୍ଷରୁ କୁହାଯାଇଛି । କ୍ରେମଲିନ କହିଛି, ଏହି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବିଧାନସଭା ନିର୍ବାଚନ: ଅଧିକ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜୋର ଧରିଛି। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେଉଥିବାରୁ ମାହୋଲ ଅଧିକ ତୀବ୍ର ଦେଖାଯାଇଛି। ଦୁଇ ଦିନରେ ପରେ ଦେଶରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯିବ। ଓଡ଼ିଶାରେ ମତଦାନ ହେବାକୁ ଆଉ ମାସେ ମଧ୍ୟ ସମୟ ନାହିଁ।…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀର ତାଣ୍ଡବରେ ବଜ୍ରପାତ: ମା’ ପାଖକୁ ପହଞ୍ଚି ପାରିଲାନି ପୁଅ, ଛାତ ଉପରେ ଟଳିପଡ଼ିଲେ ବୃଦ୍ଧ

ଗରଦପୁର/ଆଳି: ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ମୃତକମାନେ ହେଲେ ଶିବ ପ୍ରସାଦ ସାହୁ (୬୫), ଆଶୁତୋଷ ଜେନା(୧୭), ପୁଣ୍ଡିଲୋ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟିଭି- ସିଏନଏକ୍ସର ଜନମତ ସର୍ଭେ: ପୁଣି ଏନଡିଏ କ୍ଷମତାକୁ ଫେରିବ

ନୂଆଦିଲ୍ଲୀ: ଇଣ୍ଡିଆ ଟିଭି- ସିଏନଏକ୍ସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଏନଡିଏ ୨୦୨୪ ସାଧାରଣ ନିର୍ବାଚନରେ ୩୯୩ ଆସନରେ ବିଜୟୀ ହୋଇ ପୁଣି କ୍ଷମତାକୁ ଫେରିବ। ଏହି ଆକଳନ ଅନୁଯାୟୀ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ସବୁଠାରୁ ଚମତ୍କାର ବିଜୟ ହେବାକୁ ଯାଉଛି, ଯେଉଁଠାରେ ଦଳ…
ଅଧିକ ଖବର ଦେଖନ୍ତୁ...