Daily Archives

April 7, 2024

କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବର୍ଷା

ଘୁ.ଉଦୟଗିରି: ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଆଜି ସାମାନ୍ୟ ଆଶ୍ୱସ୍ତ ପାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଆସିବା ସହ ଅନ୍ଧକାର ଘୋଟି କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର…
ଅଧିକ ଖବର ଦେଖନ୍ତୁ...

“ବିନା କାରଣରେ…”ପଶ୍ଚିମବଙ୍ଗରେ ହୋଇଥିବା ଆକ୍ରମଣକୁ ନେଇ ଏନଆଇଏର ବୟାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭୂପତିନଗରରେ ଲୋକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗକୁ ଦେଶର ଶୀର୍ଷ ଆତଙ୍କବାଦ ନିରୋଧୀ ସଂସ୍ଥା ଏନଆଇଏ ଖଣ୍ଡନ କରିଛି। ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଏନଆଇଏ ଟିମ୍ ଭୂପତିନଗର ଯାଇଥିଲା। ୨୦୨୨ ଡିସେମ୍ବରରେ ହୋଇଥିବା ଏହି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ହେମା ମାଲିନି

ମଥୁରା: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶର ସମସ୍ତ ପ୍ରାର୍ଥୀ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଓ ଜନସାଧାରଣଙ୍କ ମଧ୍ୟକୁ ଯାଇ ଭୋଟ୍ ମାଗୁଛନ୍ତି। ସେହି କ୍ରମରେ ବିଜେପି ସାଂସଦ ତଥା ମଥୁରାର ବିଜେପିର ସାଂସଦ ପ୍ରାର୍ଥୀ ହେମା ମାଲିନି ବିଜୟ ପାଇଁ ଆଶୀର୍ବାଦ ନେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତା ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଭିଯୋଗ ଆଣିଲା ବାମମୋର୍ଚ୍ଚା: ନିର୍ବାଚନୀ ସତ୍ୟପାଠରେ ଲୁଚାଇଛନ୍ତି…

ଥିିରୁଅନନ୍ତପୁରମ୍‌: ସିପିଆଇ(ଏମ୍‌) ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲ୍‌ଡିଏଫ୍‌) ରବିବାର ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଥିିରୁବନନ୍ତପୁରମ ଲୋକସଭା ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଭିଯୋଗ କରିଛି। ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍‌…
ଅଧିକ ଖବର ଦେଖନ୍ତୁ...

୫ ବାଘଛାଲ ସହ ବଜ୍ରକାପ୍ତାର କାତି ଜବତ, ୭ ଅଭିଯୁକ୍ତ ଅଟକ

ପାରଳାଖେମୁଣ୍ଡି: ଗଂଜପତି ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୫ ବାଘଛାଲ, ଏକ ଓଧ, ବଣ ବିଲେଇ ଛାଲ ଓ ବଜ୍ରକାପ୍ତାର କାତି ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ବନ ବିଭାଗ ପକ୍ଷରୁ କୁହାଯାଇଛି ଅଭିଯୁକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ଓ ହିଂସାକାଣ୍ଡ ଲୁଚାଇବାକୁ  କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଉପରେ ଆକ୍ରମଣ କରୁଛି ଟିଏମସି : ମୋଦୀ

ଜଳପାଇଗୁଡ଼ି : ପଶ୍ଚିମବଙ୍ଗରେ ଦୁର୍ନୀତି ଓ ହିଂସାକାଣ୍ଡ ଘଟାଇବା ପାଇଁ ତୃଣମୂଳ କଂଗ୍ରେସ ମୁକ୍ତ ହାତ ଚାହୁଁଛି, ଯେଉଁଥିପାଇଁ ଏଭଳି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସିମାନେ ରାଜ୍ୟରେ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କପିଲଙ୍କ ସୋ’ରେ ନଜର ଆସିବେ ରୋହିତ ଓ ଶ୍ରେୟସ

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସିଜିନକୁ କ୍ରିକେଟ୍ ପ୍ରଶଂସକମାନେ ବହୁତ ଉପଭୋଗ କରୁଛନ୍ତି | ଏହି ସମୟରେ ମୁମ୍ବାଇ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବର୍ତ୍ତମାନର କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟରଙ୍କୁ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ’ରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ପୁତୁରାଙ୍କ କଟୁରୀ ‌ଚୋଟରେ ଚାଲିଗଲା ଦାଦାଙ୍କ ଜୀବନ

ଶାଳଚୁଆ/କପ୍ତିପଦା: ସମ୍ପର୍କରେ ଲାଗିଲା ରକ୍ତଛିଟା। ଦୁଇ ପୁତୁରାଙ୍କ କଟୁରୀ ‌ଚୋଟରେ ଚାଲିଗଲା ଦାଦାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କଲୋନୀସାହି ଗ୍ରାମରେ। ମୃତକ ହେଲେ ଏହି ଗ୍ରାମର ରବୀନ୍ଦ୍ର ତିରିଆ (୫୩)। ସୂଚନା ଅନୁଯାୟୀ, ରବୀନ୍ଦ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ଜଣଙ୍କୁ ହିଁ ଇନଷ୍ଟାଗ୍ରାମରେ ଫଲୋ କରନ୍ତି ଅଲୁଅର୍ଜୁନ

ନୂଆଦିଲ୍ଲୀ: ସାଉଥର ଷ୍ଟାଇଲିସ୍ ଷ୍ଟାର୍ ଭାବରେ ପ୍ରସିଦ୍ଧ ଅଲୁଅର୍ଜୁନଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି | ପୁଷ୍ପରାଜ ନାମରେ ପରିଚିତ ଅଲୁଅର୍ଜୁନଙ୍କର ଦମଦାର ଅଭିନୟ ଏବଂ ଷ୍ଟାଇଲ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁଛି | ଆଉ ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି |…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ଆଠମାସର ଗର୍ଭବତୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ

ଚକାପାଦ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ତେନ୍ତୁଳିଗଡ଼ ଗ୍ରାମରେ ଆଠମାସର ଗର୍ଭବତୀ ରେଶମା କହଁର (୧୯)ଙ୍କୁ ସ୍ବାମୀ ଈଶ୍ଵର ନାୟକ (୩୬) ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଶମାଙ୍କ ବାପା ଗୋକୁଳ କହଁର ଏନେଇ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୫୭/୨୪ରେ ଏକ ହତ୍ୟା ମାମଲା…
ଅଧିକ ଖବର ଦେଖନ୍ତୁ...