Daily Archives

April 7, 2024

ଲୋକସଭା ନିର୍ବାଚନରେ ବେରୋଜଗାରୀ ସବୁଠାରୁ ବଡ଼ ପ୍ରସଙ୍ଗ: ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରବିବାର କହିଛନ୍ତି ଯେ ଲୋକସଭା ନିର୍ବାଚନରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ବିଜେପି ଦ୍ୱାରା ସୃଷ୍ଟି ହୋଇଥିବା ବେରୋଜଗାର ଏବଂ ଦାବି କରିଛନ୍ତି ଯେ ଯୁବକମାନେ ଚାକିରି ପାଇବା ପାଇଁ ସଂଘର୍ଷ କରୁଛନ୍ତି ଏବଂ ଦେଶ ଜନସଂଖ୍ୟାଗତ ଦୁଃସ୍ୱପ୍ନର…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ ନିର୍ବାଚନ ମଣ୍ଡଳୀ: ବିଜେଡି ପ୍ରାର୍ଥୀଙ୍କୁ ବିରୋଧ; ବିଧାୟକ, ପର୍ଯ୍ୟବେକ୍ଷକଙ୍କ କୁଶପୁତ୍ତଳିକା ଦାହ

ଖଜୁରୀପଡ଼ା: କନ୍ଧମାଳ ଜିଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ (ଫୁଲବାଣୀ ଓ ଜିଉଦୟଗିରି) ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ନିଜନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। କିନ୍ତୁ ବାଲିଗୁଡ଼ା ବିଧାନସଭା ଆସନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଷ୍ଟୋଇନିସଙ୍କ ଅର୍ଦ୍ଧଶତକ, ଗୁଜରାଟ ଆଗରେ ୧୬୪ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୧ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ବିଜୟ ପାଇଁ ୧୬୪ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ । ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳୀୟ ସ୍କୋର ମାତ୍ର ୬ ରନ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ବାଜିମାତ କରିବ: ପାଣ୍ଡିଆନ୍‌

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ବାଜିମାତ କରିବ। ବିଜେଡି ନେତା ଭି କାର୍ତ୍ତିକ ପାଣ୍ଡିଆନ୍‌ ଏଭଳି ଆକଳନ କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ଆକଳନ ଅନୁସାରେ ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ କରିବ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ପ୍ରଦର୍ଶନ ଉପରେ ଏଥିପାଇଁ ବ୍ୟାନ ଲଗାଇଛି ଆଫଗାନିସ୍ତାନ

ନୂଆଦିଲ୍ଲୀ: ୨୦୦୮ରେ ଭାରତରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହୋଇଥିଲା | ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଯଥା ଆଇପିଏଲ୍ ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍ ପାଲଟିଛି | ଏହି ବର୍ଷ ହେଉଛି ଆଇପିଏଲର ୧୭ ତମ ସିଜିନ୍ | ସମଗ୍ର ବିଶ୍ୱରେ କୋଟି କୋଟି ଦର୍ଶକ ଅଛନ୍ତି | ଆଇପିଏଲ୍ ଏସିଆ, ୟୁରୋପ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ନିଜକୁ ସୁସ୍ଥ ଓ ଉତ୍ସାହିତ ଅନୁଭବ କରିବେ। ଚାକିରି ମିଳିବାର ସମ୍ଭାବନା ଅଛି। ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ। ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। ତାଳମେଳ ବଜାୟ ରଖନ୍ତୁ, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ପ୍ରତିଯୋଗିତାମୂଳକ…
ଅଧିକ ଖବର ଦେଖନ୍ତୁ...

ନମାଜ ପାଠକୁ ନେଇ ବିବାଦ: ୭ ବିଦେଶୀ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଜରାଟ ବିଶ୍ୱବିଦ୍ୟାଳୟ ପରିସରରେ ନମାଜ ପଢ଼ିବା କାରଣରୁ କିଛି ବିଦେଶୀ ଛାତ୍ରଙ୍କୁ ଆକ୍ରମଣ କରାଯିବା ପରେ ଆଫଗାନିସ୍ତାନର ୬ ଜଣ ଏବଂ ପୂର୍ବ ଆଫ୍ରିକାର ଜଣେ ଛାତ୍ରଙ୍କୁ ହଷ୍ଟେଲ ରୁମ୍‌ ଖାଲି କରିବାକୁ କୁହାଯାଇଛି। ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ଆକ୍ରମଣର କିଛି ଦିନ ପରେ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧକୁ ନେଇ ଇସ୍ରାଏଲର ଜନତାଙ୍କ ବିକ୍ଷୋଭ, ଦକ୍ଷିଣ ଗାଜାରୁ ସୈନ୍ୟ ପ୍ରତ୍ୟାହାର କଲା ଇସ୍ରାଏଲ୍

ତେଲ୍ ଅଭିବ୍ : ଗାଜାରେ କ୍ରମାଗତ ସାଧାରଣ ଜନତାଙ୍କ ମୃତ୍ୟୁ ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଚାପ ବଢିଚାଲିଛି । ଏହାକୁ ନେଇ ଇସ୍ରାଏଲରେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି । ନିଜର ଦେଶରେ ବିକ୍ଷୋଭ ଓ ଆମେରିକାର ଚାପ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି ଓ ଏନଆଇଏ ମଧ୍ୟରେ ମେଣ୍ଟ ରହିଛି: ଅଭିଷେକ

କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତି ଅଧିକ ତୀବ୍ର ହୋଇଛି। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଭୂପତିନଗରରେ ହୋଇଥିବା ୨୦୨୨ ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ତୃଣମୂଳ କଂଗ୍ରେସର ଦୁଇ ନେତାଙ୍କୁ ଗିରଫ କରିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଶରତଙ୍କ ଇସ୍ତଫା, ଜିଲ୍ଲା କଂଗ୍ରେସର ନିଳମ୍ବନ ଘୋଷଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରାଜନୀତି ଏବେ ସରଗରମ ହୋଇପଡିଛି। ଚିତ୍ରକୋଣ୍ଡା ବିଧାନସଭା ପ୍ରାର୍ଥୀ ବିଜେଡି ଓ କଂଗ୍ରେସ ଘୋଷଣା କରିପାରୁନଥିବା ବେଳେ କଂଗ୍ରେସ ତାର ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଲା ମାଢି ପୂର୍ବରୁ ହିଁ ଏକ…
ଅଧିକ ଖବର ଦେଖନ୍ତୁ...