Daily Archives

April 21, 2024

ଜଳୁଛି କଳିଙ୍ଗା ଘାଟି ଜଙ୍ଗଲ: ବିପଦରେ ବନ୍ୟପ୍ରାଣୀ

ଘୁ.ଉଦୟଗିରି: ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟି ଜଙ୍ଗଲ ବିପଦରେ। ଜଙ୍ଗଲ ସଂପଦ ନିଆଁର ଆଁ ଭିତରେ। କିମିକିମି ବ୍ୟାପି ଜଳୁଛି ଜଙ୍ଗଲ। କଳିଙ୍ଗା ଘାଟିର ଲମ୍ବ ୧୦କିମି ରହିଥିବା ବେଳେ ୬କିମି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡ ଅଧୀନରେ ରହିଛି ବଳକା ଜଙ୍ଗଲ କନ୍ଧମାଳ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଘରେ ଭୋଟ୍‌ ଦେବା ପରେ ପରେ ମତଦାତାଙ୍କର ହେଲା ମୃତ୍ୟୁ

ଥିରୁଅନନ୍ତପୁରମ୍‌: କେରଳର କୋଟ୍ଟାୟମ ଜିଲ୍ଲାରେ ଜଣେ ୯୯ ବର୍ଷୀୟ ମତଦାତା ଲୋକସଭା ନିର୍ବାଚନ ପାଇଁ ନିଜର ଭୋଟ୍‌ ଦେବା ପରେ ଘରେ ମୃତ୍ୟୁବରଣ କରିଛନ୍ତି। ରିପୋର୍ଟରୁ ପ୍ରକାଶ, ମୃତ ବ୍ୟକ୍ତି ଏ.କେ ରମଣ ନାୟାର କୋଟ୍ଟାୟମ ଜିଲ୍ଲାର ପାଲାର ମାନକକୁନ୍ନୁର ବାସିନ୍ଦା ଥିଲେ। ସେ କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ପଂଜାବକୁ ୩ ୱିକେଟରେ ପରାସ୍ତ କଲା ଗୁଜରାଟ

ମୁଲାନପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୭ତମ ମ୍ୟାଚ୍‌ ପଂଜାବକୁ ୩ ୱିକେଟରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ଗୁଜୁରାଟ ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୧ ଓଭରରେ ୩ ୱିକେଟ ହରାଇ ୧୪୬ ରନ୍‌ କରି ବିଜୟ ହୋଇଛି । ଗୁଜୁରାଟ ପକ୍ଷରୁ ଶୁବମାନ ଗିଲ ୩୫…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ଶେଷଆଡକୁ ଆରମ୍ଭ ହେବ ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକର ନିର୍ମାଣ

ନୂଆଦିଲ୍ଲୀ: ଆକ୍ଟିଭାପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି | ବାସ୍ତବରେ ୨ଚକିଆ ଗାଡି ନିର୍ମାତା ହୋଣ୍ଡା ଡିସେମ୍ବର ୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଲୋକପ୍ରିୟ ସ୍କୁଟର ଆକ୍ଟିଭାର ଇ ଭର୍ସନ ଉତ୍ପାଦନ ଆରମ୍ଭ କରିବ | ଏହା ୨୦୨୫ ଆରମ୍ଭରେ ବଜାରରେ ଲଞ୍ଚ ହେବାର ସମ୍ଭାବନା ଅଛି |…
ଅଧିକ ଖବର ଦେଖନ୍ତୁ...

ଭୋଟ ଗ୍ରହଣର ଗୋଟିଏ ଦିନ ପରେ ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ହେବାପରେ ସମର୍ଥକ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନର ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ଗତଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପରଲୋକ ହୋଇଯାଇଛି।  ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ କୁଅଁର ସର୍ବେଶ କୁମାର ସିଂହଙ୍କୁ ଯେବେ ଠାରୁ ଟିକେଟ ମିଳିଥିଲା…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ବର୍ଷ ପୂର୍ବେ ହୋଇଥିଲା ବିବାହ: ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ଜଣେ ସ୍ବାମୀ ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ଦେଇଥିବ‌ାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,ଅମୃତସର ଜିଲ୍ଲାର ବ୍ୟାସ ପୁଲିସ ଷ୍ଟେସନ ଅଧୀନରେ ଥିବା ବାବା ବକାଲାର ବୁଲେନାଙ୍ଗାଲ ଗାଁରେ ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

ଜେଲରେ ମୋ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବିଜେପି ସରକାର: ସୁନୀତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲ ରବିବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ: ଅନ୍ୟ ଦଳର ୨ ହଜାର ନେତା, କର୍ମୀ, ଯୁବ ଭୋଟର ସାମିଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା ଓ ଲୋକସଭାକ୍ଷେତ୍ରରେ ବିଜେଡି ପ୍ରଥମଥର ପାଇଁ ଖାତା ଖୋଲିବ। ଏହି ଆଶାରେ ବିଜେଡି ଓ ଦଳୀୟ ପ୍ରାର୍ଥୀ ପୂରା ଦମ୍ ଲଗାଇ ଦେଇଛନ୍ତି। ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କି ଓ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ ସେମାନଙ୍କ ପ୍ରଚାର ଅଭିଯାନକୁ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨୪ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍ଜିଳିରେ କରିବେ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ। ସେ ଗଂଜାମ ଜିଲ୍ଲା ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ। ୨୪ ତାରିଖରେ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଥିବା ବେଳେ ୨୫ ତାରିଖରେ ରାୟଗଡ଼ାରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟାରେ ଭାଙ୍ଗିଯାଇଥାନ୍ତା ମ୍ୟାକଗର୍କଙ୍କ ରେକର୍ଡ, ହେଲେ…

ନୂଆଦିଲ୍ଲୀ: ଚଳିତ ଥର ଆଇପିଏଲ-୨୦୨୪ରେ ରେକର୍ଡ ବର୍ଷା ହେଉଛି | ଗତ ଶନିବାର, ସନରାଇଜର୍ସ ହାଇଦ୍ରାବାଦ ବନାମ ଡିସି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲର ବ୍ୟାଟ୍ସମ୍ୟାନ୍ ଜେକେ ଫ୍ରେଜର ମ୍ୟାକଗର୍କ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ସିଜନରେ ଏପର୍ଯ୍ୟନ୍ତ ଦ୍ରୁତତମ ପଚାଶ ସ୍କୋର…
ଅଧିକ ଖବର ଦେଖନ୍ତୁ...