Daily Archives

April 21, 2024

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନିଷିଦ୍ଧ ମାଓବାଦୀଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମ ଯାହା ସଫଳ ଫଳାଫଳ ପ୍ରଦାନ କରୁଛି “ଅପରେସନ୍ ଚାୟୁଥା”। ଆଜି ଛତିଶଗଡର କିଷ୍ଟରାମ ଥାନା ଅଧୀନରେ ଥିବା ତେଲେଙ୍ଗାନା-ଛତିଶଗଡ଼ ସୀମାବର୍ତ୍ତୀ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ମେଣ୍ଟର ସମାବେଶରେ ମୁହାଁମୁହିଁ ହେଲେ ଆରଜେଡି ଓ କଂଗ୍ରେସ କର୍ମୀ! ସମାଲୋଚନା କଲା ବିଜେପି

ନୂଆଦିଲ୍ଲୀ: ଆଜି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଚାଲିଥିବା ଇଣ୍ଡିଆ ଆଲାଇନ୍ସ ରାଲିରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ କଂଗ୍ରେସ କର୍ମୀମାନେ ପରସ୍ପର ସହ ସଂଘର୍ଷ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏନେଇ ଇଣ୍ଡିଆ ମେଣ୍ଟକୁ କଡା କଟାକ୍ଷ କରିଛି | ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରେଳବାଇକୁ ବଞ୍ଚାଇବା ପାଇଁ ମୋଦୀ ସରକାରଙ୍କୁ ହଟାଇ ଦିଅନ୍ତୁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ରେଳବାଇକୁ ‘ଅଯୋଗ୍ୟ’ ପ୍ରମାଣିତ କରିବାକୁ ଚାହୁଁଛନ୍ତି, ଯାହାଫଳରେ ତାଙ୍କ ପାଖରେ ଏହାକୁ ‘ବନ୍ଧୁମାନଙ୍କୁ’ ବିକ୍ରି କରିବାର ବାହାନା ଅଛି ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ରାଲିରେ ଯୋଗଦେଇ ବଳି ପଡ଼ିଲେ କିରାଣି, ଜିଲ୍ଲାପାଳ କଲେ ନିଲମ୍ବନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲାପାଳଙ୍କ ବାରମ୍ବାର ତାଗିଦ ସତ୍ୱେ ଜିଲ୍ଲାରେ ଜଣେ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ହେଉଥିବା ଦେଖାଯାଉଛି। ଏହାରି ମଧ୍ୟରେ କେବଳ ଶିକ୍ଷା ବିଭାଗର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ରାଜନୈତିକ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ଗୁଜରାଟ୍‌ ଆଗରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ମୁଲାନପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୭ତମ ମ୍ୟାଚ୍‌ ପଂଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଜାରି ରହିଛି। ପଂଜାବର ଚଣ୍ଡୀଗଡ଼ର ମୁଲାନପୁରସ୍ଥିତ ମହାରାଜ ୟଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ପଂଜାବ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ବିଶ୍ୱସନୀୟତା ଆଉ ନାହିଁ: ୟେଚୁରୀ

ନୂଆଦିଲ୍ଲୀ: ଯଦିଓ ନରେନ୍ଦ୍ର ମୋଦୀ ସରକାରଙ୍କୁ ହଟାଇବା ପାଇଁ ଇଣ୍ଡିଆ ମେଣ୍ଟ ଲାଗିପଡ଼ିଛି, ତଥାପି ମେଣ୍ଟ ମଧ୍ୟରେ ଥିବା ଦଳମାନଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଜାରି ରହିଛି | ବିଶେଷ କରି ଇଣ୍ଡିଆ ମେଣ୍ଟରେ ସିପିଆଇ (ଏମ୍) ଏବଂ କଂଗ୍ରେସ ଏକାଠି ଥିଲେ ବି ଉଭୟ ଦଳର ନେତାଙ୍କ ମଧ୍ୟରେ ବୟାନ…
ଅଧିକ ଖବର ଦେଖନ୍ତୁ...

ପୁଣି ଗୌତମଙ୍କ ଉପରେ ଭରସା ରଖିଲା ବିଜେପି: ଜୟପୁରରେ ଇନ୍ଦିରା, ତାରାଙ୍କୁ କରିବେ ମୁକାବିଲା

ଜୟପୁର: ଶେଷରେ ଜୟପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣି ଥରେ ଭରସା ରଖିଛି। ଚଳିତ ବିଧାନସଭା ନିର୍ବାଚନରେ ଗୌତମକୁ ବିଜେପି ଜୟପୁର ଆସନ ପାଇଁ ଟିକେଟ୍‌ ଦେଇଛି। ଏଠାରେ ପୂର୍ବରୁ କଂଗ୍ରେସରୁ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସବୁ କାମ ବିନା ବାଧାରେ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀର ପୂରା ସହଯୋଗ ପାଇବେ। ପରିବାରରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକରେ ଅଧିକ ଲାଗି ରହିବ। ବୃଷ: ପାରିବାରିକ ମାମଲାରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ନୂଆ କାମ କରିବା ଯୋଗୁଁ ପରିବାର ଲୋକ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ମହୁଆ ମୈତ୍ରଙ୍କ ଆୟ ଓ ସମ୍ପତ୍ତି କେତେ ଜାଣନ୍ତୁ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ର ପୁଣିଥର କୃଷ୍ଣାନଗର ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ନିକଟରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ମହୁଆ ମୈତ୍ର ନିଜର ସମ୍ପତ୍ତିର ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨୦୨୪ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନ ଠାରୁ ୧୩,୦୦୦ କୋଟି ଟଙ୍କା ଅଧିକ

ନୂଆଦିଲ୍ଲୀ: ୨୦୧୪ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ବାର୍ଷିକ ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୧୯.୫୮ କୋଟି ଟଙ୍କାରେ ପହଞ୍ଚିଛି, ଯାହା କି ସଂଶୋଧିତ ଆକଳନକୁ ମଧ୍ୟ ବ୍ୟାପକ ବ୍ୟବଧାନରେ ଅତିକ୍ରମ କରିଛି ବୋଲି ରବିବାର ଟିକସ ବିଭାଗ…
ଅଧିକ ଖବର ଦେଖନ୍ତୁ...