Daily Archives

April 3, 2024

ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟର୍ ଖସି ଏଏନ୍ଏମ୍ ଓ ସହଯୋଗୀ ଗୁରୁତର: ମରାମତି ହେଉ ନଥିବା ଅଭିଯୋଗ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଜୟପୁର-୨ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ଟୀକାକରଣ ଚାଲିଥିବା ବେଳେ ଛାତରୁ ସିମେଣ୍ଟ ଅତଡା ଖସି ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଜୟପୂର ଏଏନଏମ୍ କର୍ମୀ ଅନିତା ରଣା ଓ ତାଙ୍କୁ ସହଯୋଗ କରୁଥିବା…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା : ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାର ରିଏକ୍ଟର ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସେଠାରେ ଆହୁରି କେତେକ ଏବେ ବି ଫସି ରହିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା…
ଅଧିକ ଖବର ଦେଖନ୍ତୁ...

ରାହୁଲ ଜୀ ଆପଣ ଆସାମ ଆସନ୍ତୁ, ଏଭଳି ନିମନ୍ତ୍ରଣ ଦେଲେ ହିମନ୍ତ

ଗୌହାଟୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସରମା ଉତ୍ତର ପୂର୍ବ ରାଜ୍ୟ ଗସ୍ତ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି, "ମୁଁ ଚାହୁଁଛି ରାହୁଲ ଗାନ୍ଧୀ ଆସାମକୁ ଆସି ପ୍ରଚାର କରନ୍ତୁ। ଭାରତୀୟ ଜନତା ପାର୍ଟି…
ଅଧିକ ଖବର ଦେଖନ୍ତୁ...

ସ୍ୱକଳ୍ପ ସହଯୋଗ: ଗୋଟିଏ ପ୍ଲାଟଫର୍ମରେ ଏକାଠି ହେଲେ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ବ୍ୟବସାୟକୁ ଆଉ ଏକ ସୋପାନକୁ ନେବା ଲକ୍ଷ୍ୟରେ ‘ସ୍ୱକଳ୍ପ ସହଯୋଗ’ ଆୟୋଜନ କରାଯାଉଛି। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱକଳ୍ପ…
ଅଧିକ ଖବର ଦେଖନ୍ତୁ...

ମୁଖତାର ଅନସାରୀ ମୃତ୍ୟୁ ମାମଲା : ତଦନ୍ତ ପାଇଁ ବାନ୍ଦା ଜେଲ ପହଞ୍ଚିଲେ ବିଚାର ବିଭାଗୀୟ ତଦନ୍ତ ଅଧିକାରୀ

ବନ୍ଦା: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଥିବା କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ହୃଦଘାତ ମୃତ୍ୟୁ ଘଟଣାର ତଦନ୍ତ ଏବେ ଜୋରଦାର ହୋଇଛି। ଏସିଜେଏମ୍ ବିଚାର ବିଭାଗୀୟ ତଦନ୍ତ ଅଧିକାରୀ ଗରିମା ସିଂହ ଓ ଏଡିଏମ୍ ରାଜେଶ କୁମାର ଆଜି ବାନ୍ଦା ମଣ୍ଡଳ ଜେଲରେ ପହଞ୍ଚି ମୁଖତାର ଅନସାରୀ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ମୁଣ୍ଡରେ ତିଳକ ଥିଲେ…ରାହୁଲଙ୍କୁ ଟାର୍ଗେଟ କରି ଏଭଳି କହିଲେ ସ୍ମୃତି ଇରାନୀ

ଭୋପାଳ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟପ୍ରଦେଶରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ କଂଗ୍ରେସକୁ ତୀବ୍ର ଟାର୍ଗେଟ କରିଛନ୍ତି। ମଧ୍ୟପ୍ରଦେଶ ବିଜେପି ସଭାପତି ବିଷ୍ଣୁ ଦତ୍ତ ଶର୍ମାଙ୍କ ନାମାଙ୍କନରେ ପହଂଚିଥିବା ସ୍ମୃତି ଇରାନୀ ଏହି ରାଲିରେ ତାଙ୍କୁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରି…
ଅଧିକ ଖବର ଦେଖନ୍ତୁ...

ପର୍ଶୁରାମ ଧଡ଼ାଙ୍କ ପରେ ବିଜେଡି ଛାଡ଼ିଲେ ଦେବେନ୍ଦ୍ର କହଁର

ଫୁଲବାଣୀ: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ପରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦୀର୍ଘ ୧୫ ବର୍ଷ ଧରି ଦଳ ପାଇଁ ‌ସେ…
ଅଧିକ ଖବର ଦେଖନ୍ତୁ...

କୌଣସି କାରଣ ନଥାଇ ଆଲିଆଙ୍କୁ ଆ‌କ୍ଷେପ କରି କଙ୍ଗନା ଠିକ କରି ନାହାନ୍ତି: ରଣଦୀପ ହୁଡ୍ଡା

ନୂଆଦିଲ୍ଲୀ:ବଲିଉଡ ଅଭି‌ନେତା ରଣଦୀପ ହୁଡ୍ଡା ଯେକୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ନିଜର ମତାମତ ରଖିଥାଆନ୍ତି। ଏହି ସ୍ବଭାବ ପାଇଁ ଅନେକ ଲୋକ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଏନେଇ ଅଭିନେତାଙ୍କୁ କିଛି ଫରକ ବି ପଡ଼େ ନାହିଁ। ନିକଟରେ ସିନେମା ‘ସ୍ବତନ୍ତ୍ର ବୀର ସାବରକର’ରେ ନଜର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ପୁଲିସର ଫ୍ଲାଗ ମାର୍ଚ୍ଚ

ବେତନଟୀସଦର: ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଥିପୂର୍ବରୁ ସମସ୍ତ ବିଭାଗ ପକ୍ଷରୁ ମକ୍‌ଡ୍ରିଲ ଓ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସଜାଗ ରହିଛି ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ସୁନୀଲ ନାରାୟଣଙ୍କ ବିସ୍ଫୋରକ ବ୍ୟାଟିଂ, ଦିଲ୍ଲୀ ଆଗରେ ୨୭୩ ରନର ଲକ୍ଷ୍ୟ ରଖିଲା କୋଲକାତା

ବିଶାଖାପାଟଣା : ବିଶାଖାପାଟଣାଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୧୬ତମ ମ୍ୟାଚରେ ରନ ବର୍ଷା କରିଛି କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ ଆଗରେ ୨୭୩ ରନର ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର…
ଅଧିକ ଖବର ଦେଖନ୍ତୁ...