Daily Archives

April 3, 2024

ଆଇପିଏଲ ଛାଡି ପାକିସ୍ତାନ ଯିବେ ନାହିଁ ନ୍ୟୁଜିଲାଣ୍ଡ ଖେଳାଳି

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ତମ ସିଜିନ୍ ଜାରି ରହିଛି | ତେବେ ଏହାରି ଭିତରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ଟି -୨୦ ମ୍ୟାଚ୍ ଖେଳାଯିବ। ୧୮ ଏପ୍ରିଲରୁ ଏହା ଆରମ୍ଭ ହେବାକୁ ଯାଉଛି | ଯଦିଓ ପାକିସ୍ତାନର ଖେଳାଳିମାନେ ଆଇପିଏଲରେ ଖେଳନ୍ତି ନାହିଁ, ନ୍ୟୁଜିଲ୍ୟାଣ୍ଡର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସବୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ପାଖ ଲୋକ ଧୋକା ଦେବାକୁ ଚେଷ୍ଟା କରିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। କାହାରିକୁ ଧାର ଦେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଭଲ ହେବ। ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରି ପାରେ। ଜୀବନରେ କିଛି ଭଲ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ରେ ସାମିଲ ହୋଇଥିବା ଗାଡ଼ିଗୁଡ଼ିକର ଭଡ଼ା ପୈଠ କରାଯାଇ ନଥିବା ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସମୟସମୟରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥାଏ। ଖବର ମିଳିଛି କି ‘ଭାରତ ଯୋଡା ନ୍ୟାୟ ଯାତ୍ରା’ରେ ସାମିଲ ହୋଇଥିବା ଯାନବାହନ ପାଇଁ ନିଶ୍ଚିତ ହୋଇ ଭଡ଼ା ଅର୍ଥ ପୈଠ କରାଯାଇନାହିଁ। ଦିଲ୍ଲୀରେ ପରିବହନ ବ୍ୟବସାୟ କରୁଥିବା…
ଅଧିକ ଖବର ଦେଖନ୍ତୁ...

ନିଖିଲ ପବନ କଲ୍ୟାଣ ହେଲେ ଯାଜପୁର ଜିଲ୍ଲାପାଳ

ଭୁବନେଶ୍ବର: ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ବଦଳି ହୋଇଛି। ଯାଜପୁରରେ ଗ୍ରାମୀଣ ବିକାଶ ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଅଧିକ ଖବର ଦେଖନ୍ତୁ...

ଜେଲରୁ ବାହାରକୁ ଆସିଲେ ଆପ୍ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅନେକ ମାସ ଧରି ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପରେ ତିହାର ଜେଲରୁ ବାହାରିଛନ୍ତି। ସୂଚନା ଅନୁଯାୟୀ, ସଞ୍ଜୟ ସିଂହ ତିହାରରୁ ବାହାରି ସିଧାସଳଖ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ…
ଅଧିକ ଖବର ଦେଖନ୍ତୁ...

୪୧ ଡିଗ୍ରି ଉପରେ ରାଜ୍ୟର ୬ ସହର, ବୌଦ୍ଧରେ ତାପମାତ୍ରା ୪୧.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟର ୬ଟି ସହରରେ ଆଜି ତାପମାତ୍ର ୪୧ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୌଦ୍ଧରେ…
ଅଧିକ ଖବର ଦେଖନ୍ତୁ...

କେମିତି ଜିତିହେବ ୪୦୦ ଆସନ, ବିଜେପି କର୍ମୀଙ୍କୁ ମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଲୋକସଭା ନିର୍ବାଚନରେ କିଭଳି ରେକର୍ଡ ସଂଖ୍ୟାରେ ଭୋଟ ପାଇହେବ ସେ ନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି | ମୋଦୀ କର୍ମୀମାନଙ୍କୁ କହିଛନ୍ତି ଯେ ପ୍ରତ୍ୟେକ ନିର୍ବାଚନରେ ​​ନିଜର ପରିଶ୍ରମ ସହ ରେକର୍ଡ ସୃଷ୍ଟି କରୁଥିବା ବିଜେପି…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା: କଂଗ୍ରେସ‌ରେ ହୋଇପାରନ୍ତି ସାମିଲ

ଭୁବନେଶ୍ବର/ସୋର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ଦଫାରେ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ମଧ୍ୟରେ ଦଳରେ ବିଦ୍ରେହ ଦେଖାଯାଇଛି। ବାଲେଶ୍ବର ଜିଲ୍ଲା ସୋର ବିଧାୟକ…
ଅଧିକ ଖବର ଦେଖନ୍ତୁ...

ପୂଜା ସମୟରେ ମୁଣ୍ଡରେ ନଡ଼ିଆ ପିଟି ଭାଙ୍ଗିବା ଭକ୍ତଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ହିନ୍ଦୁ ପରମ୍ପରାରେ ଅନୁଯାୟୀ ମନ୍ଦିରକୁ ଭକ୍ତମାନେ ପୂଜା କରିବାକୁ ଯିବା ସମୟରେ ଦୀପ, ଧୂପ, ଫୁଲ, ଚନ୍ଦନ, ନଡ଼ିଆ ସହିତ ବିଭିନ୍ନ ପ୍ରକାର ଫଳ ଆଦି ଭୋଗ କରିବା ପାଇଁ ନେଇ ଯାଇଥାଆନ୍ତି। ନିକଟରେ ଜଣେ ଭକ୍ତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି…
ଅଧିକ ଖବର ଦେଖନ୍ତୁ...

ମାଳଦ୍ବୀପରେ ନୌସେନା ଘାଟି ପ୍ରତିଷ୍ଠା କରିବାକୁ ଯୋଜନା କରୁଛି ଚୀନ, ଭାରତର ବଢିଲା ଚିନ୍ତା

ମାଲେ: ମାଳଦ୍ୱୀପରେ ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଚୀନର ସକ୍ରିୟତା ବୃଦ୍ଧି ପାଇଛି। ଚୀନ ମାଳଦ୍ବୀପରେ ଏକ ନୌସେନା ଘାଟି ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବାରୁ ଭାରତ ଚିନ୍ତିତ ହୋଇପଡ଼ିଛି । ମାଳଦ୍ୱୀପରେ ଏକ ନୌସେନା ଘାଟି ଏବଂ ରାଡାର ଷ୍ଟେସନ ସ୍ଥାପନ କରିବାକୁ ଚୀନ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...