Daily Archives

April 12, 2024

ଆଦିବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରୁଛି ତାଳ: ୬ଟି ତାଳସଜକୁ ୨୦ ଟଙ୍କା

ମାଲକାନଗିରି: ଏବେ ଚାରିଆଡ଼େ ଗ୍ରୀଷ୍ଣଋତୁର ରାଜୁତି। ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅତିଷ୍ଠ କରିସାରିଲାଣି। ପାରଦ ୪୩ ଡିଗ୍ରିରେ ପହଞ୍ଚିଛି। ମାଲକାନଗିରି ଜିଲ୍ଲା ଗ୍ରୀଷ୍ମର ବଳୟ ମଧ୍ୟରେ ରହିଥିବାରୁ ଏଠାରେ ବହୁ ପରିମାଣର ତାଳ ଗଛ ଦେଖିବାକୁ ମିଳିଥାଏ। ତେଣୁ ବଜାରରେ ଏବେ…
ଅଧିକ ଖବର ଦେଖନ୍ତୁ...

୨ ଜଣ ଭୋଟରଙ୍କ ଭୋଟ୍‌ ଆଣିବା ପାଇଁ ଅଧିକାରୀମାନେ ଯାତ୍ରାକଲେ ୧୦୭ କିଲୋମିଟର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ନିର୍ବାଚନ କର୍ତ୍ତୃପକ୍ଷ ୧୦୭ କିଲୋମିଟର ପର୍ଯ୍ୟନ୍ତ ଦୀର୍ଘ ଓ ବିପଜ୍ଜନକ ରାସ୍ତାରେ ଏବଂ ଜଙ୍ଗଲ ମଧ୍ୟ ଦେଇ ଯାତ୍ରା କରିଛନ୍ତି। ଫଳରେ ଦୁଇ ଜଣ ବୟସ୍କ ବ୍ୟକ୍ତି ଲୋକସଭା ନିର୍ବାଚନ ପାଇଁ ନିଜ ଘରୁ ଭୋଟ୍‌ ଦେଇପାରିବେ। ଏପ୍ରିଲ ୧୯ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ବଢୁଛି ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା, ଆମେରିକାକୁ ନିଜର ସାମରିକ ଘାଟି ବ୍ୟବହାର ପାଇଁ ମନାକଲେ କତର ଓ କୁଏତ୍

ଦୋହା : ଇରାନ ଓ ଇସ୍ରାଏଲରେ ଉତ୍ତେଜନା ବଢ଼ୁଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ଇରାନକୁ ଖୋଲାଖୋଲି ଧମକ ଦେଇସାରିଛି।…
ଅଧିକ ଖବର ଦେଖନ୍ତୁ...

ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୋକାନ ଓ ଘରୁ ଚୋରି ହୋଇଛି। ବଡ଼ବିରୁହାଁ ଗ୍ରାମର ନୀଳମାଧବ ପଣ୍ତା ଦୋକାନ ବନ୍ଦ କରି ରାତିରେ ଘରକୁ ଯାଇଥିଲେ। ରାତିରେ କେହି ଦୁର୍ବୃତ୍ତ ଦୋକାନ ସଟର ଭାଙ୍ଗି ପଶିବା ପରେ ନଗଦ ୪୦ ହଜାର…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ଅମୃତ କଳସ ଯୋଜନାର ଅବଧି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏହାର ସ୍ୱତନ୍ତ୍ର ଏଫଡି ଯୋଜନା 'ଅମୃତ କଳସ ସ୍କିମ'ରେ ପୁଞ୍ଜି ବିନିଯୋଗର ସମୟସୀମାକୁ ପୁଣି ଥରେ ବୃଦ୍ଧି କରିଛି। ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହା ହେଉଛି ଏକ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ-ବାଇକ୍‌ ଧକ୍କା: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।‌ ବାଇକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା ହେବାରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ସାଉଣ୍ଡ ମେସିନ ଚୋରି, ୩ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଦୁର୍ଗାଦେଇପୁର ଗ୍ରାମର ମାନସ ବେହେରା (୩୦)ଙ୍କ ଘର ସାମ୍ନାରେ ଥିବା  ତାଙ୍କ ପିକ୍‌ଅପ୍‌ ଗାଡ଼ିରୁ ଦୁଇଟି ସାଉଣ୍ଡ ମେସିନ ଚୋରି ହେଇଥିଲା। ଏନେଇ ସେ ପାଟଣା ଥାନାରେ ଅଭିଯୋଗ କରିଥିଲେ। ପାଟଣା ଥାନା ପୁଲିସ କେସ୍‌ ନମ୍ବର ୧୬୯/୨୪ରେ ଏକ ମାମଲା…
ଅଧିକ ଖବର ଦେଖନ୍ତୁ...

୧୫ବର୍ଷ ଧରି ଆମେଠିକୁ ଅଣଦେଖା କରିଥିଲେ ରାହୁଲ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ଆମେଠିରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଆମେଠିର ବିକାଶକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରରେ ସରକାର ତାଙ୍କ ମା’ ସୋନିଆ ଗାନ୍ଧିଙ୍କର ଥିଲା ଏବଂ ୟୁପିରେ ତାଙ୍କୁ ସମର୍ଥନ…
ଅଧିକ ଖବର ଦେଖନ୍ତୁ...

ଜାତିଗତ ଜନଗଣନା ପ୍ରସଙ୍ଗରେ ବିଜେପିର ବଡ଼ ବୟାନ, କହିଲା ଏପରି କଥା

ଛିନ୍ଦୱାଡା : ଶାସକ ଦଳର ମୁଖ୍ୟ ଜେପି ନଡ୍ଡା ମଧ୍ୟପ୍ରଦେଶର ଛିନ୍ଦୱାଡାରେ କହିଛନ୍ତି ଯେ ବିଜେପି ଜାତିଗତ ଜନଗଣନା ବିରୋଧୀ ନୁହେଁ, କିନ୍ତୁ କଂଗ୍ରେସ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗରିବ, ଯୁବ, ଅନ୍ନଦାତା-କୃଷକ ଏବଂ ନାରୀ…
ଅଧିକ ଖବର ଦେଖନ୍ତୁ...

ମୋ ପାଇଁ ଇଏ ଆଇପିଏଲର ସୁପରଷ୍ଟାର: ହରଭଜନ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂ କହିଛନ୍ତି ଯେ ଅବସର ନେଇଥିବା ଲସିଥ ମାଲିଙ୍ଗାଙ୍କ ବ୍ୟତୀତ କୌଣସି ବୋଲର ଜସପ୍ରୀତ ବୁମ୍ରାଙ୍କ ସାମର୍ଥ୍ୟର ନିକଟତର ହେବେନାହିଁ, ଯିଏ ତାଙ୍କ ଦଳ ପାଇଁ ମ୍ୟାଚ୍ ଜିତି ପାରିବେ | ଏହି କାରଣରୁ ଭାରତୀୟ ପେସର୍ ସେ ଜଣେ ଆଇପିଏଲ ସୁପରଷ୍ଟାର |…
ଅଧିକ ଖବର ଦେଖନ୍ତୁ...