Daily Archives

April 12, 2024

ପୁଲିସ ନିଷ୍କ୍ରିୟତା ବିରୋଧରେ ସଂଯୁକ୍ତା ମହଲାଙ୍କ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ, ହସ୍ତକ୍ଷେପ ପାଇଁ ମନା କଲେ…

କଟକ: ପୁଲିସ ନିଷ୍କ୍ରିୟତା ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଦାୟର କରିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମହିଳା ଥାନାରେ ରୁଜୁ ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ କରାଯାଉ ନାହିଁ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୧୫ରେ ତିହାରରେ କେଜ୍ରିଓ୍ଵାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏପ୍ରିଲ ୧୫ ତାରିଖରେ ତିହାର ଜେଲରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ। ମାନ୍‌ଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଥିବାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅପରାହ୍‌ଣରେ ‘ମୁଲାକାତ ଜାଙ୍ଗଲା’ ଭିତରେ ଏହି ବୈଠକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଆୟୁଷ ବାଦୋନିଙ୍କ ଲଢୁଆ ଅର୍ଦ୍ଧଶତକ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ ସୁପର…

ଲକ୍ଷ୍ନୌ: ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ କ୍ବିଣ୍ଟନ ଡିକକ୍ ଓ କେଏଲ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଏମିତି ସ୍କୁଲ ଦେଖିନଥିବେ: କୁନି ଗାଁର ପିଲାଙ୍କୁ ପଢ଼ାନ୍ତି ସାରା ବିଶ୍ୱର ପ୍ରବାସୀ ଓଡ଼ିଆ

ଦେବଗଡ/ଭୁବନେଶ୍ୱର: ଆପଣ ଦେଖିନଥିବେ ଏମିତିକା ସ୍କୁଲ | ଚକାଚକ ରଙ୍ଗ ଲାଗିନାହିଁ କି ଭଲ ବେଞ୍ଚ କି ଟେବୁଲ ନାହିଁ | କିନ୍ତୁ ଅଛି ଏମିତି ଏକ କ୍ଷମତା ଯାହାକି ଜଣେ ଭଲ ମଣିଷ ତିଆରି ପାଇଁ ଯଥେଷ୍ଟ | କୌଣସି ବଡ ସହରରେ ନାହିଁ କି ବଡବଡିଆଙ୍କ ଛୁଆ ଯାଆନ୍ତି ନାହିଁ ଏହି ସ୍କୁଲ | କିନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିନେବେ। କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ସରକାରୀ କାମ ସଂପୂର୍ଣ୍ଣ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।‌ ବୃଷ: ଶାନ୍ତ ମନରେ କାମ କରନ୍ତୁ ପ୍ରଚୁର ଲାଭ ପାଇବେ। ପ୍ଲାଷ୍ଟିକ୍‌ ବ୍ୟବସାୟୀଙ୍କୁ ବଡ଼…
ଅଧିକ ଖବର ଦେଖନ୍ତୁ...

ଆହ୍ଲାବାଦ ଆସନରୁ ଟିକେଟ କଟିବା ପରେ ଏଭଳି କହିଲେ ରୀତା ବହୁଗୁଣା ଯୋଶୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ସାଂସଦ ଥିବା ରୀତା ବହୁଗୁଣା ଯୋଶୀଙ୍କ ଟିକେଟ୍ ବାତିଲ କରି ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପୁଅ ନୀରଜ ତ୍ରିପାଠୀଙ୍କ ଉପରେ ବିଜେପି ଆତ୍ମବିଶ୍ୱାସ ପ୍ରକଟ କରିଛି। ଏବେ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ଆହ୍ଲାବାଦ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା: ଜାମିନ ମଞ୍ଜୁର ପରେ ମଧ୍ୟ ମୁକୁଳି ପାରୁ ନାହାନ୍ତି ୪୪୪ ବନ୍ଦୀ

କଟକ: କେତେକ ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲେ ମଧ୍ୟ ଅଦାଲତଙ୍କ ଦ୍ବାରା ଧାର୍ଯ୍ୟ ବେଲ-ବଣ୍ଡ୍ ଓ ଅନ୍ୟ ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହେବାରୁ ସେମାନେ ଜାମିନରେ ଜେଲରୁ ମୁକୁଳି ପାରି ନଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଜାମିନ ସର୍ତ୍ତ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ, ଇରାନ ଗସ୍ତ କରନ୍ତୁ ନାହିଁ: ଭାରତୀୟ ନାଗରିକଙ୍କୁ କେନ୍ଦ୍ର ଦେଲା ପରାମର୍ଶ

ନୂଆଦିଲ୍ଲୀ: ୧୧ ଦିନ ତଳେ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଭାରତ ଶୁକ୍ରବାର ନିଜ ନାଗରିକଙ୍କୁ ଇରାନ କିମ୍ବା ଇସ୍ରାଏଲ ଗସ୍ତ ନ କରିବାକୁ କହିଛି। ଇରାନ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ତେହେରାନ ଖୁବଶୀଘ୍ର…
ଅଧିକ ଖବର ଦେଖନ୍ତୁ...

ମହାକାଶରେ ହେବ ମହାବିସ୍ଫୋରଣ, ଖାଲି ଆଖିରେ ଦେଖିପାରିବେ ଲୋକେ

ନୂଆଦିଲ୍ଲୀ:  ମହାକାଶର ରହସ୍ୟ ସବୁବେଳେ ମଣିଷକୁ ଆକୃଷ୍ଟ କରିଆସିଛି । ନିକଟରେ ସମଗ୍ର ବିଶ୍ୱରେ ପୂର୍ଣ୍ଣ ସୂର୍ୟ୍ୟପରାଗ ଭଳି ଏକ ଚମତ୍କାର ଜ୍ୟୋତିର୍ବିଜ୍ଞାନୀ ଘଟଣା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଆମେରିକା ସବୁଠାରୁ ଅଧିକ ଉତ୍ସାହ ଦେଖାଇଥିଲା। କିନ୍ତୁ ଆମେ ଯେଉଁ ଘଟଣା ବିଷୟରେ କହୁଛୁ…
ଅଧିକ ଖବର ଦେଖନ୍ତୁ...

ମତଦାନରେ ନିୟୋଜିତ କର୍ମଚାରୀଙ୍କୁ ରାଜ୍ୟର ଘରୋଇ ଡାକ୍ତରଖାନାରେ ବିଏସ୍‌କେୱାଇ ଅଧୀନରେ ମିଳିବ କ୍ୟାସଲେସ୍ ଚିକିତ୍ସା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଜୋରଦାର କରୁଛନ୍ତି। ମତଦାନ ପାଇଁ ନିୟୋଜିତ କର୍ମଚାରୀମାନଙ୍କ ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିୟେଜିତ ହୋଇଥିବା ସମସ୍ତ କର୍ମଚାରୀମାନଙ୍କୁ କ୍ୟାସଲେସ ଚିକିସବା…
ଅଧିକ ଖବର ଦେଖନ୍ତୁ...