Daily Archives

April 11, 2024

ଚଇତି ପରବରେ ଉତ୍ସବ ମୁଖର ମାଲକାନଗିରିର ପୁରପଲ୍ଲୀ

ମାଲକାନଗିରି: କାହିଁ କେଉଁ କାଳରୁ ସଂସ୍କୃତି, ପରଂପରା ଓ ପୂଜା ପାର୍ବଣକୁ ଜାବୁଡି ଧରିଛନ୍ତି ଆଦିବାସୀ ସଂପ୍ରଦାୟ। ସେହି ପୂଜା ପାର୍ବଣ ମଧ୍ୟରୁ ଚଇତି ପରବ ଅନ୍ୟତମ।ଚୈତ୍ର ଫଗୁଣରେ ଏହା ଆମନ୍ତ୍ରିତ କରାଯାଏ। ପୂଣି ନୂଆ ଜହ୍ନ ଉଇଁବା ସହ ପ୍ରତି ଗାଁରେ ପରବ ପାଳିବାର ପ୍ରାଥମିକ ପ୍ରସ୍ତୁତି ଏକ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢିବ ଇନ୍ଦିରାଗାନ୍ଧିଙ୍କ ହତ୍ୟାକାରୀର ପୁଅ

ଚଣ୍ଡିଗଡ଼ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବେଅନ୍ତ ସିଂହର ପୁଅ ଗୁରୁବାର କହିଛି ଯେ ସେ ପଞ୍ଜାବର ଫରିଦକୋଟ ନିର୍ବାଚନ ମଣ୍ଡଳୀରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବ। ସରବଜିତ ସିଂହ (୪୫) କହିଛି ଯେ ଫରିଦକୋଟର ଅନେକ ଲୋକ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ,…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଇଦ୍‌ ନମାଜ ରାସ୍ତାରେ ନୁହେଁ କେବଳ ମସଜିଦ୍‌ ପରିସରରେ ପାଠ ହୋଇଛି: ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଉପରାଜ୍ୟପାଳ ଭିକେ ସକ୍ସେନା କହିଛନ୍ତି ଯେ ଚଳିତ ବର୍ଷର ଇଦ୍‌ ବୋଧହୁଏ ଦିଲ୍ଲୀ ଇତିହାସରେ ପ୍ରଥମ ଥର ପାଇଁ ମସଜିଦ ପରିସରରେ ହିଁ ନମାଜ ପଢ଼ାଯାଇଥିଲା, ରାସ୍ତାରେ ନୁହେଁ। ଏବଂ ଏହା ସୌହାର୍ଦ୍ଦ୍ୟ ଏବଂ ସଦ୍ଭାବନାର ଏକ ଉତ୍କୃଷ୍ଟ ଉଦାହରଣ। ଉପରାଜ୍ୟପାଳ ସକ୍ସେନା ଗୁରୁବାର ଇଦ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାମାନଙ୍କ ନମ୍ବରକୁ ‘ବ୍ୟାଟେରୀ ଲୋ’ ନାମରେ ସେଭ କରୁଥିଲେ ରଣବୀର

ମୁମ୍ବାଇ: ବଲିଉଡର ପ୍ରମୁଖ କଳାକାରମାନଙ୍କ ମଧ୍ୟରେ ରଣବୀର କପୁରଙ୍କ ନାମ ରହିଛି | ରଣବୀର ବର୍ତ୍ତମାନ ଯଦିଓ ବିବାହିତ , କିନ୍ତୁ ଦିନେ ଏମିତି ଏକ ସମୟ ଥିଲା ଯେତେବେଳେ ତାଙ୍କ ନାମ ଇଣ୍ଡଷ୍ଟ୍ରିର ଅନେକ ହିରୋଇନଙ୍କ ସହ ଯୋଡାଯାଉଥିଲା | ଆପଣ ଜାଣନ୍ତି କି ଥରେ ରଣବୀର ଏକାଥରକେ ଅନେକ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା

ଭୁବନେଶ୍ବର: ୨୦୨୪-୨୫ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପ‌ାଇଛି। ୧୮୬୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି  ପାଞ୍ଜି ଓଡ଼ିଶାର ଅନ୍ୟତମ ପୁରାତନ ପାଞ୍ଜି ଭାବରେ ବେଶ୍ ଜଣାଶୁଣା। ସଂପ୍ରତି ଉମାକାନ୍ତ ଖଡ଼ୀରତ୍ନଙ୍କ ଦୁଇ ସୁପୁତ୍ର ଇଂ.ପ୍ରିୟଦର୍ଶୀ ଖଡ଼ୀରତ୍ନ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ ଗୁରୁବାର ଫୁପଗାଁରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ମୁଗୁନାପଦର ଗ୍ରାମର ନକୁଲ ନାଏକଙ୍କ ଦ୍ବିତୀୟ ଝିଅ ଅଷ୍ଟମୀ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗ ପ୍ରତ୍ୟାରୋପଣ ରାକେଟ୍‌ ନେଇ ରାଜସ୍ଥାନ ଓ ହରିୟାଣା ଡିଜିପିଙ୍କୁ ମାନବାଧିକାର ସଂଗଠନର ନୋଟିସ୍‌

ଜୟପୁର: ରାଜସ୍ଥାନ ଓ ହରିୟାଣାରେ ବ୍ୟାପିଥିବା ବେଆଇନ ଅଙ୍ଗ ପ୍ରତ୍ୟାରୋପଣ ର‍୍ୟାକେଟ୍‌କୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଗଭୀର ଉନ୍‌ବେଗ ପ୍ରକାଶ କରିବା ସହ ନିଜ ତରଫରୁ ଏକ ମାମଲା ରୁଜୁ କରି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନୋଟିସ୍‌ ଜାରି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କେକେଆରର ଅଭ୍ୟାସ ମ୍ୟାଚବେଳେ ପଶିଆସିଲା ବୁଲା କୁକୁର

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗର ବର୍ତ୍ତମାନର ସିଜନରେ କୋଲକାତା ନାଇଟ୍ ରାଇଡର୍ସ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛି | ଦଳ କ୍ରମାଗତ ୩ ମ୍ୟାଚ୍ ଜିତିଥିଲା, କିନ୍ତୁ ଶେଷ ମ୍ୟାଚରେ ସେମାନଙ୍କୁ ସିଏସକେ ହାତରୁ ୭ ୱିକେଟରେ ପରାଜିତ ହେବାକୁ ପଡିଥିଲା | ତେବେ ଆସନ୍ତା ରବିବାର ଦିନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ମୁମ୍ବାଇ ଆଗରେ ୧୯୭ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ, ବୁମରାଙ୍କୁ ୫ ଓ୍ବିକେଟ୍

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୪ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୯୭ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରରେ ନଜରବନ୍ଦୀ ଥିବା ୨୦ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର, ମଜୁରୀ ମାଗିଲେ ଖାଉଥିଲେ ମାଡ଼

ନବରଙ୍ଗପୁର: ନଜରବନ୍ଦୀରେ ଥିବା ୨୦ ଜଣ ନିର୍ଯାତିତ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରର ପେଦାପଡିରୁ ଉଦ୍ଧାର କରିଛି ପ୍ରଶାସନ। ଏହି ଶ୍ରମିକମାନଙ୍କୁ ମଜୁରୀ ମାଗିଲେ ମିଳୁଥିଲା ମାଡ଼। ଏବେ ବି ଫସିରହିଛନ୍ତି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୧୪ ଜଣ ଶ୍ରମିକ। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...