Daily Archives

April 11, 2024

ଦୁଇ ବର୍ଷ ପରେ ପୁଣି ଦାଦାଗିରି ଦେଖାଇଲେ ଚିଲିକା ବିଧାୟକ, କାର୍ଯ୍ୟରତ ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ

ଖୋର୍ଦ୍ଧା: ଦୁଇ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଓରଫ ଗଣେଶ ଜଗଦ୍ଦେବ ପୁଣି ଥରେ ଦାଦାଗିରି ଦେଖାଇଛନ୍ତି। କାର୍ଯ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ପ୍ରଶାନ୍ତଙ୍କ ନାମରେ ଜଙ୍କିଆ ଥାନାରେ ଏତଲା ହେବା ପରେ ପୁଲିସ ମାମଲା ରୁଜୁ କରିଛି। ଖୋର୍ଦ୍ଧା ବିଧାନସଭା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଚୀନ୍‌ କହିଲା, ‘ସ୍ଥିର ସମ୍ପର୍କ’ ସାଧାରଣ ସ୍ୱାର୍ଥ ସାଧନ କରୁଛି

ନୂଆଦିଲ୍ଲୀ: ସୀମା ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖା ଦେଇଥିବା ବେଳେ ଉଭୟ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟ ଉପରେ ଚୀନ୍‌ ଗୁରୁବାର ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ୍ୟାରିଅରରେ ଗୁରୁଙ୍କ ସହଯୋଗ ପାଇବେ। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସ କାମରେ ବରିଷ୍ଠଙ୍କ ସହଯୋଗ ପାଇବେ। ‌ ବୃଷ: ବନ୍ଧୁ ଠାରୁ ବହୁତ ଭଲ ପରାମର୍ଶ ପାଇବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଘରର ଜିନିଷ କିଣିବା ପାଇଁ ବଜାରକୁ ଯିବେ।‌ ମିଥୁନ:…
ଅଧିକ ଖବର ଦେଖନ୍ତୁ...

ପିଓକେକୁ ନେଇ ରାଜନାଥ ଦେଲେ ବଡ ବୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶର ସତନାଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ରାଲିରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର (ପିଓକେ) ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, "ବର୍ତ୍ତମାନ ପିଓକେର…
ଅଧିକ ଖବର ଦେଖନ୍ତୁ...

ଗରିବ ମହିଳାଙ୍କ ବ୍ୟାଙ୍କଖାତାକୁ ପ୍ରତିମାସରେ ପଠେଇବୁ ୮୫୦୦ ଟଙ୍କା : ରାହୁଲ

ବିକାନେର : କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଆଲୋଚନା କରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଠାଯିବ, ଯାହା କି ପ୍ରତି ମାସରେ ୮୫୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଇଦ୍‌ରେ ସଲମାନ ଖାନଙ୍କ ବାସଭବନ ବାହାରେ ଏକତ୍ରିତ ହୋଇଥିବା ଫ୍ୟାନ୍‌ଙ୍କ ଉପରେ ପୁଲିସର ଲାଠିଚାର୍ଜ

ମୁମ୍ବାଇ: ଇଦ୍‌ର ସ୍ୱତନ୍ତ୍ର ଅବସରରେ ସଲମାନ୍‌ ଖାନ୍‌ଙ୍କ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଝଲକ ଦେଖିବା ପାଇଁ ତାଙ୍କ ଗାଲାକ୍ସି ବାସଭବନ ବାହାରେ ଆଜି ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ିଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ…
ଅଧିକ ଖବର ଦେଖନ୍ତୁ...

ବି‌ଜେପିରୁ ଇସ୍ତଫା ଦେଇ ବିଜେଡିରୁ ଟିକେଟ୍‌ ହାତେଇଲେ ଲେଖାଶ୍ରୀ, ବାଲେଶ୍ବର‌ରେ ପ୍ରତାପ ଷଡ଼ଙ୍ଗୀକୁ ଦେବେ ଟକ୍କର

ବାଲେଶ୍ବର: ବିଜେଡି ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିଛି। ଏଥିରେ ଲୋକସଭା​ ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ବର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନରେ ସୈନ୍ୟ ଅଭାବ, ବାଧ୍ୟତାମୂଳକ ହେଲା ସେନାରେ ଯୋଗଦାନ

କିବ: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ସହ ଲଢ଼େଇ କରିବା ପରେ ଯୁଦ୍ଧ କ୍ଷେତ୍ରରେ ହଜାର ହଜାର ୟୁକ୍ରେନ୍ ସୈନିକ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଏବେ ୟୁକ୍ରେନରେ ସୈନିକଙ୍କ ଅଭାବ ଦେଖାଦେଇଛି। ୟୁକ୍ରେନର ସଂସଦରେ ଗୁରୁବାର ଏକ ବିବାଦୀୟ ଆଇନକୁ ଅନୁମୋଦନ ମିଳିଛି,…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୨୧ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ସ୍ପଷ୍ଟ କଲେ ବିଜେଡି ଓ ବିଜେପି: ଜାଣନ୍ତୁ କାହାକୁ କିଏ କରିବେ ମୁକାବିଲା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ରଣନୀତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ଏକ ପାଦ ଆଗରେ ଅଛନ୍ତି। ଉଭୟ ଦଳ ରାଜ୍ୟର ୨୧ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସାରା ଜୀବନର ପୁଞ୍ଜି ବିପଦରେ ପଡ଼ିଯିବ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ଶିରୋମଣି ଅକାଳୀ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ସିକନ୍ଦର ସିଂ ମଲୁକାଙ୍କ ପୁଅ ଗୁରୁପ୍ରୀତ ମଲୁକାଙ୍କ ପତ୍ନୀ ପରମପାଲ କୌର ଆଇଏଏସ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ପଞ୍ଜାବ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିନାହାଁନ୍ତି। ଆଉ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏନେଇ…
ଅଧିକ ଖବର ଦେଖନ୍ତୁ...