Daily Archives

April 2, 2024

ଆଇପିଏଲ୍‌ ୨୦୨୪: ବେଙ୍ଗାଲୁରୁକୁ ୨୮ ରନ୍‌ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍

ବେଙ୍ଗାଲୁରୁ: ଆଇପିଏଲ୍‌ ୨୦୨୪ର ୧୫ତମ ମ୍ୟାଚ୍‌ରେ ବେଙ୍ଗାଲୁରୁକୁ ୨୮ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ । ଦ୍ବିତୀୟ ପାଳିରେ ୧୮୧ ରନ୍‌ର ଲକ୍ଷ୍ୟକୁ ପିଛାକରି ଧାର୍ଯ୍ୟ ୨୦ ଓଭରରେ ୧୦ ୱିକେଟ ହରାଇ ୧୫୩ ରନ୍‌ କରି ପରାସ୍ତ ହୋଇଛି । ବେଙ୍ଗାଲୁରୁ ପକ୍ଷରୁ ମହିପାଲ ଲୋମର ୩୩…
ଅଧିକ ଖବର ଦେଖନ୍ତୁ...

ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା: କାଗଜକଳରେ ଉତ୍ପାଦନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ପ୍ରଦୂଷଣ ନିୟନ୍ତ୍ରଣ…

ଜୟପୁର: ଗାଗାନାପୁରସ୍ଥିତ କାଗଜକଳ କେତେବେଳେ କଂଚାମାଲ କାଠ ଅଭାବରୁ ତ ଆଉ କେତେବେଳେ ଯନ୍ତ୍ରାଂଶ, ବୈଦ୍ୟୁତିକ ଯନ୍ତ୍ରାଂଶ ମରାମତି ନାଁରେ ବନ୍ଦ ରହୁଛି। ତେବେ ଗତ କାଲି ଠାରୁ  ପରିବେଶ ପ୍ରଦୁଷଣ ବୋର୍ଡର ରହିଥିବା ନିୟମ ଉଲଂଘନ କରିବା କାଗଜକଳ ପାଇଁ ମହଙ୍ଗା ପଡ଼ିଛି। ନୂଆ ନିୟମ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ତିବ୍ବତର ୬୦ଟି ସ୍ଥାନର ନାଁ ବଦଳାଇଦିଅ : ହିମନ୍ତ ବିଶ୍ବଶର୍ମା

ଗୌହାଟୀ : ପୁଣି ଥରେ ଅରୁଣାଚଳ ପ୍ରଦେଶକୁ ନେଇ ଚୀନ  ପକ୍ଷରୁ କରାଯାଇଥିବା ଦାବିକୁ ନେଇ ବିବାଦ ଚାଲିଛି । ନିକଟରେ ଚୀନ୍ ଅରୁଣାଚଳର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିଥିବା ବେଳେ ଭାରତ ତାହାର ବିରୋଧ କରିଥିଲା। ଚୀନର ଏହି ଦାବିକୁ ଭାରତ ସରକାର ଖଣ୍ଡନ କରିଛନ୍ତି ଓ କହିଛନ୍ତି ଯେ ଏହା…
ଅଧିକ ଖବର ଦେଖନ୍ତୁ...

୧୫ ଟଙ୍କିଆ ଶାଢ଼ି ପିନ୍ଧି ଚର୍ଚ୍ଚାରେ ଆଦା ଶର୍ମା

ମୁମ୍ବାଇ: ଏବେ ‘ଦି କେରଲା ଷ୍ଟୋରି’ର ନାୟିକା ଆଦା ଶର୍ମାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଦା ଭିଡ଼ିଓରେ ୧୫ ଟଙ୍କିଆ ଶାଢ଼ି ପିନ୍ଧିଛନ୍ତି। ଅଭିନେତ୍ରୀ ଏ ସମ୍ପର୍କରେ ନିଜେ ସୂଚନା ପ୍ରଦାନ ମଧ୍ୟ କରିଛନ୍ତି। ଏହି ଶାଢ଼ି ତାଙ୍କ ମା’ଙ୍କ ମା’ ଅର୍ଥାତ୍ ଜେଜେମାଙ୍କର।…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨୦ଟଙ୍କା ପାଇଁ ବାଉନ୍ସରଙ୍କ ମାଡ଼ର ଶିକାର ହୋଇଥିବା ଯୁବକଙ୍କ ଫେରୁ ନାହିଁ ଚେତା

ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀନଗରରେ ମାତ୍ର ୨୦ଟଙ୍କା ପାଇଁ ଜଣେ ବାଉନସର ଯୁବକଙ୍କୁ ମାଡ଼ମାରି ଆହତ କରି ଦେଇଛନ୍ତି। ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ତିନିଦିନ ହେବ ଚେତା ଫେରୁନାହିଁ। ଡାକ୍ତର ଆଇସିୟୁରେ ଭର୍ତ୍ତି କରି ତାଙ୍କର ଚିକିତ୍ସା ଚଲାଇଛନ୍ତି। ପୁଲିସ ଏହି…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ବିଧାନସଭା ‌କ୍ଷେତ୍ର: ବିଜେପିରୁ ରଘୁ ଜଗଦଲା, ପ୍ରାର୍ଥୀ ସ୍ପଷ୍ଟ କଲାନି ବିଜେଡି ଓ କଂଗ୍ରେସ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ୬୪ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ତରଫରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି। ଏଠାରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୨୦୧୯ରେ ଦଳୀୟ ପ୍ରାର୍ଥୀ ହୋଇଥିବା ଇଂ ରଘୁନାଥ ଜଗଦଲା ପୁଣି …
ଅଧିକ ଖବର ଦେଖନ୍ତୁ...

ଆଇଡବ୍ଲୁଏଫ୍ ଭାରୋତ୍ତୋଳନ ବିଶ୍ୱକପ : ବିନ୍ଦ୍ୟାରାଣୀ ଦେବୀ ୫୫ କିଲୋଗ୍ରାମରେ ବ୍ରୋଞ୍ଜ ଜିତି ଦେଶ ପାଇଁ ଗୌରବ ଆଣିଲେ

ଫୁକେଟ: ମଙ୍ଗଳବାର ଦିନ ଥାଇଲାଣ୍ଡର ଫୁକେଟରେ ଅନୁଷ୍ଠିତ ଆଇଡବ୍ଲୁଏଫ୍ ବିଶ୍ୱକପ୍‌ରେ ମହିଳା ୫୫ କିଲୋଗ୍ରାମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ଭାରୋତ୍ତୋଳନକାରୀ ବିନ୍ଦ୍ୟାରାଣୀ ଦେବୀ ମଙ୍ଗଳବାର ଦେଶ ପାଇଁ ଗୌରବ ଆଣିଛନ୍ତି। କମନୱେଲଥ ଗେମ୍ସର ରୌପ୍ୟ ପଦକ ବିଜେତା ବିନ୍ଦ୍ୟାରାଣୀ ମୋଟ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୧୫ରୁ ବନ୍ଦ ହେବ କଲ୍ ଫରଓ୍ବାର୍ଡିଙ୍ଗ୍ ସେବା, ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ଠକେଇ ମାମଲା ବଢ଼ିବାରେ ଲାଗିଛି। କିନ୍ତୁ ଏବେ ଦ୍ରୁତ ଗତିରେ ବଢୁଥିବା ଅନଲାଇନ ଠକେଇର ମୁକାବିଲା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏୟାରଟେଲ ଓ ଜିଓ ସମେତ ସମସ୍ତ ଟେଲିକମ୍ କଂପାନିକୁ ୟୁଏସଏସଡି କୋଡ୍ ବ୍ୟବହାର କରି କଲ୍ ଫରୱାର୍ଡିଂ ବନ୍ଦ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ନିଶ୍ଚିତ ମିଳିବ ସୁରକ୍ଷା ପରିଷଦ ସଦସ୍ୟତା, ଚଳିତ ବର୍ଷ କରିବାକୁ ହେବ ଅଧିକ ପରିଶ୍ରମ: ଜୟଶଙ୍କର

ରାଜକୋଟ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ନେଇ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ସୁରକ୍ଷା ପରିଷଦରେ ଭାରତକୁ ନିଶ୍ଚିତ ଭାବେ ସ୍ଥାୟୀ ସଦସ୍ୟତା ମିଳିବ। କାରଣ ପୃଥିବୀର ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ଏହି ଭାବନା ରହିଛି। ସେଥିପାଇଁ ଭାରତକୁ…
ଅଧିକ ଖବର ଦେଖନ୍ତୁ...

ବଜାରରେ ବିକ୍ରି ହେଉଛି ନକଲି କୋକାକୋଲା: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପିଲାଠାରୁ ବୃଦ୍ଧ ସମସ୍ତଙ୍କୁ ଡାକ୍ତରମାନେ କୋଲ୍ଡ ଡ୍ରିଙ୍କ ପିଇବାକୁ ବାରଣ କରୁଛନ୍ତି। କାରଣ ଏହି ପାନୀୟ ସ୍ବାସ୍ଥ୍ୟପ୍ରତି କ୍ଷତିକାରଣ ବୋଲି କୁହାଯାଉଛି। ଏଥିସହିତ ବିଭିନ୍ନ ଛୋଟ କମ୍ପାନି ବଡ଼ବଡ଼ ନାମୀ କମ୍ପାନିଙ୍କ କୋଲ୍ଡ ଡ୍ରିଙ୍କୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ…
ଅଧିକ ଖବର ଦେଖନ୍ତୁ...