Daily Archives

April 2, 2024

ବୁଧବାର ଅବସର ନେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ରାଜ୍ୟସଭାରେ ଏକ ଯୁଗର ଅବସାନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ରାଜ୍ୟସଭାରୁ ଅବସର ନେବାକୁ ଯାଉଛନ୍ତି। ଏହା ସହିତ ଗତ ୩୩ ବର୍ଷ ଧରି ଚାଲିରହିଥିବା ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବ । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମନମୋହନ ସିଂହଙ୍କୁ ଚିଠି ଲେଖି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବାପ-ଝିଅଙ୍କୁ ଧକ୍କା ଦେଲା ହାଇୱା: ଅଳ୍ପକେ ବର୍ତ୍ତିଲେ ମହିଳା, ଚକାତଳୁ ହେଲେ ଉଦ୍ଧାର

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ବଜାର ପଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆଜି ସନ୍ଧ୍ୟାରେ ବାପ ଏବଂ ଝିଅଙ୍କୁ ଏକ ହାଇୱା ଗାଡ଼ି ଧକା ଦେଇଛି। କାକରଦ୍ରପୁର ଗ୍ରାମର ନରେନ୍ଦ୍ର ପଣ୍ଡା ( ୭୪ ) ଏବଂ ତାଙ୍କ ବିବାହିତା ଝିଅ ପୁଷ୍ପଲତା ପାଣିଗ୍ରାହୀ ( ୫୩ )ଙ୍କୁ ଏକ ହାଇୱା ( ଓଡି ୦୨ ସିଇ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଲାଗିଯିବ ନିଆଁ, ଏହା କ’ଣ ଗଣତନ୍ତ୍ରର ଭାଷା: ରାହୁଲଙ୍କୁ ମୋଦୀଙ୍କ ପ୍ରଶ୍ନ

ଡେରାଡୁନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତ୍ତରାଖଣ୍ଡରେ ଏକ ଜନସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ନିକଟରେ ଦେଇଥିବା ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ କରିଛନ୍ତି। ରାହୁଲ କହିଥିଲେ ଯେ ଯଦି ବିଜେପି ତୃତୀୟ ଥର କ୍ଷମତାକୁ ଆସିବ ତେବେ ଭାରତରେ ନିଆଁ…
ଅଧିକ ଖବର ଦେଖନ୍ତୁ...

ଡି କକ୍‌ଙ୍କ ତୋଫାନୀ ଇନିଂସ୍, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ୍

ବେଙ୍ଗାଲୁରୁ: ଆଇପିଏଲ୍‌ ୨୦୨୪ର ୧୫ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ (ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ବାମୀ ‌ଷ୍ଟାହିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ…
ଅଧିକ ଖବର ଦେଖନ୍ତୁ...

ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର

ଭୁବନେଶ୍ବର: ମନୋରଞ୍ଜନ ପାଣିଗ୍ରାହୀ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିହାର, ଝାଡ଼ଖଣ୍ଡ ସହ ସେ ଓଡ଼ିଶାର ଦାୟିତ୍ୱ ମଧ୍ୟ ନିର୍ବାହ କରିବେ। ଶ୍ରୀ ପାଣିଗ୍ରାହୀ ୧୯୮୮ ମସିହା ଭାରତୀୟ ରାଜସ୍ୱ ସେବାର ଅଧିକାରୀ। ଏହା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ୍‌ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନ ଭଲ ରହିବ। ବୃଷ: ଜୀବନସାଥୀଙ୍କୁ କୌଣସି କାମରେ ସଫଳତା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ।…
ଅଧିକ ଖବର ଦେଖନ୍ତୁ...

ଯେ ପର୍ଯ୍ୟନ୍ତ ତିନିଜଣ ଭାଇଙ୍କୁ ଜାମିନ ମିଳିନାହିଁ ମୋର ଲଢ଼େଇ ଜାରି ରହିବ: ସଞ୍ଜୟ ସିଂଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ଗତ ୬ମାସ  ହେବ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି। । ସ୍ବାମୀ ସଞ୍ଜୟ ସିଂ ଜାମିନରେ…
ଅଧିକ ଖବର ଦେଖନ୍ତୁ...

ଜୟଦେବରେ ଅରବିନ୍ଦ ଢାଲିଙ୍କ କୁଶ ପୁତ୍ତଳିକା ଦାହ

ବାଲିପାଟଣା: ଭୁବନେଶ୍ୱର ସାଂସଦୀୟ କ୍ଷେତ୍ର ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଅରବିନ୍ଦ ଢାଲିଙ୍କୁ ଟିକେଟ ମିଳିବା ପରେ ତାଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି। ହେଲେ ଦଳୀୟ ବହୁ ଆଶାୟୀ ପାର୍ଥୀ ଓ ସେମାନଙ୍କ ଶହ ଶହ ସମର୍ଥକ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି। ବିଜେପି ଦଳର…
ଅଧିକ ଖବର ଦେଖନ୍ତୁ...

ଇସ୍ତାନବୁଲ ନାଇଟକ୍ଲବରେ ନିଆଁ, ୨୯ ମୃତ

ଇସ୍ତାନବୁଲ : ତୁର୍କିଏରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଦେଶର ଇସ୍ତାନବୁଲ ସହରର ଏକ ନାଇଟ୍ କ୍ଲବ୍ ରେ ମରାମତି ସମୟରେ ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ଆହୁରି ଅନେକ ଆହତ ହୋଇଛନ୍ତି। କେତେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କୀୟ ଭାଈଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ୪ ବାପ-ପୁଅ 

ରାଇଘର: ପୈତୃକ ଜମି ଭାଗବଣ୍ଟାକୁ ନେଇ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ବଚସା ହୋଇଛି। ଶେଷରେ ୪ ଜଣ ବାପ-ପୁଅ ମିଶି ସଂପର୍କୀୟ ଭାଇଙ୍କୁ ରାସ୍ତାରେ ଗୋଡେଇ ଗୋଡଇ ପିଟିବା ସହ ନିସ୍ତୁକ ମାଡ଼ ମାରିଛନ୍ତି।ଏହିି ଘଟଣାର ଏକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...