Daily Archives

May 26, 2024

ବିଲୁପ୍ତପ୍ରାୟ ଅହିରାଜ ଉଦ୍ଧାର; ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଂଗଲରେ ଛଡ଼ାଗଲା

ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଜାତିର ସରିସୃପ ଦେଖିବାକୁ ମିଳୁଥିଲା। ଏପରିକି ମହାବଳ ବାଘ, ସିଂହ, ପ୍ୟାନ୍ଖର ଭଳି ହିଂସ୍ରଜନ୍ତୁ ମଧ୍ୟ ରହିଥିଲେ।ଏବେ ଜଂଗଲ କ୍ଷୟ ହେବାରୁ ଓ ଶିକାର ବଢିବାରୁ ଏହି ଜୀବଜନ୍ତୁ ଜଂଗଲରୁ ଉଭେଇ ଗଲେ।ତେବେ ଆଜି ବିରଳ ବିଲୁପ୍ତପ୍ରାୟ ପ୍ରଜାତିର…
ଅଧିକ ଖବର ଦେଖନ୍ତୁ...

ବିରୋଧୀ କ୍ଷମତାକୁ ଆସିଲେ ମୁସଲିମ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ କରିବେ : ମୋଦୀ

ମିର୍ଜାପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତ୍ତରପ୍ରଦେଶ ଗସ୍ତରେ ଯାଇ ମିର୍ଜାପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ମେଣ୍ଟ 'ଭାରତ'କୁ ସାମ୍ପ୍ରଦାୟିକ ଏବଂ ଜାତିବାଦୀ ବୋଲି…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ବାହାରେ ରିଲସ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଏଯାଏଁ ପୁଲିସ ଜବତ କଲାଣି ୧୬୦ ମୋବାଇଲ

ସିମଲା: ନିଷେଧାଦେଶ ସତ୍ତ୍ୱେ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିର ବାହାରେ ରିଲସ କରିବାକୁ କିଛି ଯୁବପିଢ଼ି ପଛାଉନାହାନ୍ତି | ଆଉ ବାରମ୍ବାର ମନା କରିବା ସତ୍ତ୍ୱେ ଯୁବପିଢ଼ି ନ ମାନିବାରୁ ପୁଲିସ ଆଜି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଆଜି ପୁଲିସ ୧୭୦ ଜଣଙ୍କ ମୋବାଇଲ୍ ଫୋନ୍ ଜବତ କରିଛି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ହିଂସା: ରୁଦ୍ରଙ୍କ ଗାଡ଼ି ଭାଙ୍ଗିଲେ ବିଜେପି ସମର୍ଥକ, ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲା ବିଜେଡି

ନିମାପଡ଼ା: ରାଜନୀତିରେ ନିମାପଡ଼ା ନିର୍ବାଚନମଣ୍ଡଳୀ ଉଷ୍ମତାର ଶୀର୍ଷରେ ଥିବାବେଳେ ଆଜି ପ୍ରଥମ ଥର ପାଇଁ ନିର୍ବାଚନୀ ହିଂସା ଘଟିଛି। ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ତମ୍ପାଳୋ ପଞ୍ଚାୟତରେ ସାଙ୍ଗଠନିକ ବୈଠକ ସାରି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ତୃତୀୟ ପର୍ଯ୍ୟାୟରେ ୭୪.୪୫ ପ୍ରତିଶତ ମତଦାନ: ସମ୍ବଲପୁରରେ ଅଧିକ, ଭୁବନେଶ୍ବରରେ କମ୍‌

ଭୁବନେଶ୍ବର: ରାଜ୍ୟରେ ଗତ ୨୫ ତାରିଖ ଦିନ ତୃତୀୟ ପର୍ଯ୍ୟାୟରେ ୬ଟି ଲେକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ୭୪.୪୫ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ଲୁଙ୍ଗି ପିନ୍ଧି ପ୍ରଶଂସା ସାଉଁଟୁଛନ୍ତି ଯୁବତୀ

ମୁମ୍ବାଇ: ବିଦେଶରେ ଲୁଙ୍ଗି ପିନ୍ଧି ଜଣେ ଯୁବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ପ୍ରତ୍ୟେକ ଦେଶର ଖାଦ୍ୟ ଖାଇବା ଓ ପୋଷାକ ପରିଧାନରେ ପାର୍ଥକ୍ୟ ରହିଥାଏ। ବିଦେଶରେ ଖୁବ କମ ଲୋକ ନିଜର ସଂସ୍କୃତିକୁ ପାଳନ କରିଥାଆନ୍ତି ଅର୍ଥାତ ନିଜ ସଂସ୍କୃତି ଅନୁଯାୟୀ ପୋଷାକ ପରିଧାନ କରିଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ଦୁଇ କଳାରେ ସୁନ୍ଦରଗଡ଼ର ସାନ୍ତ୍ବନା ପଶ୍ଚିମ ଓଡ଼ିଶା ଟପର୍

ସୁନ୍ଦରଗଡ଼: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତା ସୁନ୍ଦରଗଡ଼ର ଝିଅ ସାନ୍ତ୍ବନା ମେହେର ଯୁକ୍ତ ଦୁଇ କଳାରେ ପଶ୍ଚିମ ଓଡ଼ିଶା ଟପର୍ ହୋଇଛନ୍ତି। ସେ ପରୀକ୍ଷାରେ ୫୫୦ ମାର୍କ (୯୧.୬୬) ପ୍ରତିଶତ ରଖି ଏହି ସଫଳତା ହାସଲ କରି ସୁନ୍ଦରଗଡ଼ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ସୁନ୍ଦରଗଡ଼…
ଅଧିକ ଖବର ଦେଖନ୍ତୁ...

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଇସ୍ରାଏଲକୁ ହିଜବୁଲ୍ଲାର ‘ବଡ଼ ଆକ୍ରମଣ’ ଧମକ

ଗାଜା: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ହିଜବୁଲ୍ଲା ଇସ୍ରାଏଲକୁ ସବୁଠାରୁ ବଡ଼ ଧମକ ଦେଇଛି। ଇରାନ ସମର୍ଥିତ ହିଜବୁଲ୍ଲା ଇସ୍ରାଏଲକୁ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟାଇବାକୁ ଚେତାବନୀ ଦେଇଛି। ହିଜବୁଲ୍ଲା କହିଛି ଯେ ଆମଠାରୁ ଆଶ୍ଚର୍ଯ୍ୟ ଆଶା କରୁଛୁ। ହିଜବୁଲ୍ଲା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ହାଇଦ୍ରାବାଦ୍‌କୁ ପରାସ୍ତ କରି କୋଲକାତା ଚାମ୍ପିଅନ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ ଚାମ୍ପିଅନ୍‌ ହୋଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ କୋଲକାତା ନାଇଟ୍‌ ରାଇଡର୍ସ ତୃତୀୟ ଥର ଆଇପିଏଲ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ହେବେ କି ରାହୁଲ? ଜାଣନ୍ତୁ କଣ କହିଲେ ଖଡ଼ଗେ

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ଅଛି | ଗଣତନ୍ତ୍ରର ଏହି ମହାନ ପର୍ବର ଶେଷ ପର୍ଯ୍ୟାୟ ୧୯ ଏପ୍ରିଲରୁ ଆରମ୍ଭ ହୋଇଥିବାବେଳେ ୧ ଜୁନରେ ଶେଷ ହେବ ଏବଂ ଫଳାଫଳ ୪ ଜୁନରେ ପ୍ରକାଶ ପାଇବ | ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…
ଅଧିକ ଖବର ଦେଖନ୍ତୁ...