Daily Archives

May 25, 2024

ସିଓନ୍‌ ହସ୍ପିଟାଲ ପରିସର ଭିତରେ ଦ୍ରୁତ ଗତିରେ ଆସୁଥିବା କାର୍‌ ଧକ୍ଖାରେ ବୃଦ୍ଧାଙ୍କ ମୃତ୍ୟୁ

ମୁମ୍ବାଇ: ସେଣ୍ଟ୍ରାଲ ମୁମ୍ବାଇର ଏକ ସିଭିକ ହସ୍ପିଟାଲ ପରିସର ଭିତରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସିଓନ୍‌ ହସ୍ପିଟାଲ୍‌ ନାମରେ ପରିଚିତ ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲ ପରିସରରେ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଦାବି ଜଣାଇଲେ ନକୁଲନାଥ

ଭୋପାଳ: ମଧ୍ୟପ୍ରଦେଶର ଛିଣ୍ଡୱାଡାରୁ ବର୍ତ୍ତମାନର କଂଗ୍ରେସ ସାଂସଦ ଥିବା ନକୁଲନାଥ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା କରିବାକୁ ଉତ୍ତରାଖଣ୍ଡ ସରକାରଙ୍କୁ ନିବେଦନ କରିଛନ୍ତି। ମଧ୍ୟପ୍ରଦେଶର ଲୋକମାନେ ମଧ୍ୟ ବାବାଙ୍କ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଯାଇଥାନ୍ତି | ତେଣୁ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ଭର୍ତ୍ତି ହେଲେ ଚର୍ଚ୍ଚିତ ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ସୋ’ ବିଗ୍ ବସ୍ ୧୭' ଜିତିଥିଲେ ଚର୍ଚ୍ଚିତ ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର ଫାରୁକି। ସବୁବେଳେ ନିଜ କମେଡି ଓ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମୁନାୱର ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଏକ ଫଟୋ ଏବେ ଖୁବ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ବାପା

ନୂଆପଡ଼ା: ଛତିଶଗଡ଼ ଦୁର୍ଗ ଜିଲ୍ଲା ମୋହନନଗର ଥାନା ଜବାହରନଗରରେ ନୂଆପଡ଼ା ସହରର ଜଣେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଝିଅଙ୍କ ବାପା ମୋହନନଗର ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁସାରେ, ୨୦୨୩ ଜୁନ୍‌ ୨୮ରେ ନୂଆପଡ଼ା ସହରର ରାଜକୁମାର ସିଂ ଠାକୁରଙ୍କ ଝିଅ ଅର୍ପିତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଉତ୍କଟ ଦାରିଦ୍ର୍ୟ କାରଣରୁ ନିଜର ନବଜାତ ଶିଶୁକୁ ବିକ୍ରି କଲେ ଆଦିବାସୀ ମହିଳା

ଧଲାଇ(ତ୍ରିପୁରା): ୫ ମାସ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଉତ୍କଟ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ତ୍ରିପୁରାର ଧଲାଇ ଜିଲ୍ଲାର ଜଣେ ଆଦିବାସୀ ମହିଳା ତାଙ୍କର ନବଜାତ ଶିଶୁକୁ ୫ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ବିରୋଧୀ ଦଳ ନେତା ଜିତେନ୍ଦ୍ର ଚୌଧୁରୀଙ୍କ ହସ୍ତକ୍ଷେପ ପରେ ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ରେମାଲ; ଆସନ୍ତାକାଲି ସକାଳେ ନେବ ଭୀଷଣ ରୂପ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ନେଲା ବାତ୍ୟାର ରୂପ। ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ପାଖକୁ ନେଇଯାଅ, ଦୁନିଆ କଣ ଭାବୁଥିବ: ମନୋଜ ଝା

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆରଜେଡି ନେତା ମନୋଜ ଝା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତିକୁ ନେଇ ଆପତ୍ତି ଜଣାଇଛନ୍ତି। ଆରଜେଡି ନେତା କହିଛନ୍ତି ଯେ ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିରେ ସହମତ ନଥିଲି, କିନ୍ତୁ ବର୍ତ୍ତମାନ ମୁଁ ଚିନ୍ତା କରିବା ଆରମ୍ଭ କରି ଦେଇଛି।…
ଅଧିକ ଖବର ଦେଖନ୍ତୁ...

ରାଜକୋଟ ଗେମିଙ୍ଗ ଜୋନ ଅଗ୍ନିକାଣ୍ଡ ଘଟଣାରେ ୨୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ରାଜକୋଟ: ଗୁଜୁରାଟର ରାଜକୋଟର ଟିଆରପି ଗେମିଂ ଜୋନରେ ବ୍ୟାପକ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଆଜି ଅପରାହ୍ନରେ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଜକୋଟ ପୁଲିସ କମିଶନର କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ କ’ଣ ତାହା ଆମେ ଅନୁସନ୍ଧାନ କରୁଛୁ। ଏହା ସହିତ ସହରର…
ଅଧିକ ଖବର ଦେଖନ୍ତୁ...

ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

ଝରିଗାଁ: ନବରଙ୍ଗପୁର ଜିଲ୍ଳା ଝରିଗାଁ ପୁଲିସ ଏକ ମାନସିକ ବିକୃତ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ ଠିକଣା ବାହାର କରିବା ସହ ପରିବାର ଲୋକଙ୍କୁ ଯୋଗାଯୋଗ କରି ଆଜି ହସ୍ତାନ୍ତର କରିଛନ୍ତି। ତେବେ ଝରିଗାଁ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଆବାସ ଅଲ୍ଲୀଙ୍କ ପ୍ରଚେଷ୍ଟାରେ ଆଜି ଏହା…
ଅଧିକ ଖବର ଦେଖନ୍ତୁ...

ବିଜନେସ କ୍ଲାସ ଛାଡ଼ି ଇକୋନମି କ୍ଲାସ ବିମାନରେ ଯାତ୍ରା କଲେ ଧୋନି

ନୂଆଦିଲ୍ଲୀ: ଆଇପିଏଲର ପ୍ରଥମ ସିଜିନରୁ ଏମଏସ ଧୋନି କ୍ରମାଗତ ଭାବରେ ଖେଳିଆସୁଛନ୍ତି। ସେ ଶେଷ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ୍ ୨୦୨୪ର ୬୮ତମ ମ୍ୟାଚ୍ ଖେଳିଥିଲେ। ହେଲେ ଚେନ୍ନାଇ ଏହି ମ୍ୟାଚ୍‌ରେ ଜିତିପାରିନଥିଲା। ସିଏସକେ ଫାଇନାଲରେ ପହଞ୍ଚି ପାରିନଥିବା ବେଳେ…
ଅଧିକ ଖବର ଦେଖନ୍ତୁ...