Daily Archives

April 25, 2024

ଆର୍ଥିକ ସଙ୍କଟ ପାଇଁ ବାପାଙ୍କ ସହ ଚା’ ବିକୁଥିବା ଆଇଏଏସ ଅଧିକାରୀଙ୍କ ସଂଘର୍ଷର କ‌ାହାଣୀ…

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଲକ୍ଷଲକ୍ଷ ପ୍ରାର୍ଥୀ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଦେଇଥାଆନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ସେମାନେ ନିଜନିଜ ସଂଘର୍ଷର କାହାଣୀ ବଖାଣିଥାଆନ୍ତି। ଆଜି ପର୍ଯ୍ୟନ୍ତ ଯେଉଁ ପ୍ରାର୍ଥୀ ବି ୟୁପିଏସସି…
ଅଧିକ ଖବର ଦେଖନ୍ତୁ...

ବାପାଙ୍କର ଶେଷ ଇଚ୍ଛା ପୂରଣ କରିପାରିନଥିଲେ ରିଦ୍ଧିମା, ଆଜି ବି କରୁଛନ୍ତି ପଶ୍ଚାତାପ

ମୁମ୍ବାଇ: ବାପାଙ୍କର ଶେଷ ଇଚ୍ଛା ପୂରଣ କରିପାରିନଥିଲେ ରିଦ୍ଧିମା। ଆଜି ବି କରୁଛନ୍ତି ପଶ୍ଚାତାପ। ରିଦ୍ଧିମା କପୁର ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ନୀତୁ କପୁର ଏବଂ ସ୍ୱର୍ଗତ ଅଭିନେତା ଋଷି କପୁରଙ୍କ ଝିଅ। ସେ ଉଦ୍ୟୋଗୀ ଭରତ ସାହନିଙ୍କୁ ବିବାହ କରିଛନ୍ତି। ସେମାନଙ୍କର ସମାଇରା ନାମକ ଏକ ଝିଅ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ସହ ସ୍କୁଟି ମୁହାଁମୁହିଁ, ୨ ଯୁବକ ମୃତ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଟିକିରା ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ୍‌ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଦେବ ପ୍ରସାଦ ମାଝୀ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକର ଗୁଳି ଭଳି ଭୋଟର ବ୍ୟବହାର କର: ଆକାଶ ଆନନ୍ଦ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେ ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରଚାର ଜୋରସୋରରେ ଚାଲିଛି | ତେବେ ଆଜି ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କ ଉତ୍ତରାଧିକାରୀ ତଥା ବିଏସପିର ଜାତୀୟ ସଂଯୋଜକ ଆକାଶ ଆନନ୍ଦ ଆଜମଗଡରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ୪୧ ତମ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଅନେକ ଚିକିତ୍ସା ଓ ଔଷଧ ଖାଇବା ପରେ ବି ଆସୁନାହିଁ ନିଦ: ଗତ ୬୦ବର୍ଷ ହେବ ରହିଛି ଅନିଦ୍ରା

ନୂଆଦିଲ୍ଲୀ: ଜୀବନ ବଞ୍ଚିବା ପାଇଁ ଖାଦ୍ୟ ପାନୀୟ ଓ ବାସଗୃହ ଯେମିତି ନିହାତି ଆବଶ୍ୟକ ସେମିତି ସୁସ୍ଥ ରହିବା ପାଇଁ ପ୍ରତିଦିନ ନିଦ୍ରା ଜରୁରୀ ହୋଇଥାଏ। କିନ୍ତୁ ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବର୍ଷବର୍ଷ ହେବ ଶୋଇ ନାହାନ୍ତି। ଭିଏତନାମରେ ଏକ ଛୋଟ ଗ୍ରାମ ଅଛି। ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରିରେ କର୍ତ୍ତୃକ୍ଷଙ୍କ ସହଯୋଗ ପାଇବେ। ଯାହା ଦ୍ବାରା ଯଥେଷ୍ଟ ଲାଭ ହେବାର ସମ୍ଭାବନା। ପରିବାରରେ ଆନନ୍ଦର ବାତାବରଣ ରହିବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ। ‌ ବୃଷ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ବେପାର କରୁଥିବା ଲୋକଙ୍କୁ ଲାଭ ମିଳିବା ଯୋଗ ଅଛି।…
ଅଧିକ ଖବର ଦେଖନ୍ତୁ...

ଶେଷଦିନ ସୁଦ୍ଧା ପାରଳାରେ ୧୧ ଓ ମୋହନାରେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ପାରଳାଖେମୁଣ୍ଡି: ଦେଶର ୪ର୍ଥ ତଥା ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଥିବା ନାମାଙ୍କନ ପ୍ରକ୍ରିୟା ଆଜି ଶେଷ ହୋଇଛି । ଶୁକ୍ରବାର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୯ ତାରିଖ ଦିନ  ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ଶେଷ ଦିନରେ ଗଜପତି…
ଅଧିକ ଖବର ଦେଖନ୍ତୁ...

ଏବେ ହ୍ବାଟ୍ସଆପରେ ମିଳିବ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ସମ୍ପର୍କିତ ସୂଚନା

ନୂଆଦିଲ୍ଲୀ: ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସୁପ୍ରିମ୍ କୋର୍ଟ। ଏବେ ଓକିଲ ଓ ଆବେଦନକାରୀମାନେ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସେମାନଙ୍କ ମାମଲାର ଅପଡେଟ୍ ହ୍ୱାଟ୍ସଆପ୍ ରେ ପାଇପାରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଏହି ଘୋଷଣା କରି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

୭ଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କଣ ଥିଲା? ପ୍ରଶ୍ନ ପଚାରିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଅଭିଯୋଗ ଆଣିଛନ୍ତି । ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମଧ୍ୟ ରାଜ୍ୟର ୪୨ଟି ଆସନରେ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...