Daily Archives

April 17, 2024

‌ହେମାଙ୍କ ଭାଇଙ୍କୁ ବାବା ପ୍ରେମାନନ୍ଦ ମହାରାଜ ଦେଲେ ଏଭଳି ପରାମର୍ଶ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଓ ତାଙ୍କ ଭାଇ ବୃନ୍ଦାବନର ଚର୍ଚ୍ଚିତ ବାବା ପ୍ରେମାନନ୍ଦ ମହାରାଜଙ୍କୁ ନିକଟରେ ଭେଟିଥିଲେ। ହେମାଙ୍କ ଦୁଇଜଣ ଭାଇ ରହିଛନ୍ତି। ଜଣକ ନାମ ଆର‌କେ ଚକ୍ରବର୍ତ୍ତୀ ଥିବା ବେଳେ ଅନ୍ୟ ଜଣଙ୍କ ନାମ ଆରଜେ ଚକ୍ରବର୍ତ୍ତୀ ରହିଛି। ହେମା ମାଳିନୀଙ୍କ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଭବନରେ ଆଲୋଚନା ପରେ ଫେରିଲେ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ସମର୍ଥକ

ବୀରମହାରାଜପୁର: ଦଳୀୟ ଟିକେଟ୍‌ ନମିଳିବା ପରେ ଅମଙ୍ଗ ହୋଇ ଇସ୍ତଫା ଦେଇଥିବା ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା, ବୀରମରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ତଥା ବିଜୁ ଯୁବ ଜନତା ଦଳର ସଭାପତି ନାରାୟଣ ଲୁହା, ବରିଷ୍ଠ ବିଜେଡ଼ି ନେତା ରୁଷି ନାଥ ମହାକୁଡ଼, ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

 ବୋଧହୁଏ ଜୀବନର ଦ୍ଵିତୀୟ ନାମ ସଂଘର୍ଷ; ୟୁପିଏସସିରେ ବିଫଳ ହେବା ପରେ ଏଭଳି ପୋଷ୍ଟ କଲେ ଯୁବକ

ନୂଆଦିଲ୍ଲୀ : ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ…
ଅଧିକ ଖବର ଦେଖନ୍ତୁ...

‘ଯଦି ଇଭିଏମ୍‌ରେ କୌଣସି ତ୍ରୁଟି ନଥାଏ; ତେବେ…’: କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ସାହାରନପୁରରେ ପ୍ରଚାର କରି କହିଛନ୍ତି ଯେ ଯଦି ଦେଶରେ ଇଭିଏମରେ କୌଣସି ତ୍ରୁଟି ନକରି ନିରପେକ୍ଷ ନିର୍ବାଚନ ହୁଏ, ତେବେ ଭାରତୀୟ ଜନତା ପାର୍ଟି (ବିଜେପି)…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଗୁଜରାଟ ମାତ୍ର ୮୯ ରନରେ ଅଲଆଉଟ୍, ଦିଲ୍ଲୀ ଆଗରେ ୯୦ ରନର ଲକ୍ଷ୍ୟ

ଅହମଦାବାଦ: ଆଇପିଏଲରେ ଲଜ୍ଜାଜନକ ପ୍ରଦର୍ଶନ କରିଛି ଗୁଜରାଟ ଟାଇଟନ୍ସ । ଦଳ ମାତ୍ର ୮୯ ରନରେ ଅଲଆଉଟ୍ ହୋଇଯାଇଛି। ଏହାକୁ ଆଇପିଏଲ ଇତିହାସରେ ଗୁଜରାଟର ସବୁଠାରୁ କମ ସ୍କୋର କୁହାଯାଉଛି । ଏହା ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୯୦ ରନର ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ବ୍ୟାନର ଝୁଲାଇ ନିର୍ବାଚନକୁ ବହିଷ୍କାର ପାଇଁ ନକ୍ସଲଙ୍କ ଆହ୍ବାନ; କଂଗ୍ରେସ ନେତା ଓ ସରପଞ୍ଚଙ୍କୁ ମୃତ୍ୟୁ ଦଣ୍ଡ ନେଇ…

ମାଲକାନଗିରି: ସୀମାନ୍ତରେ ପୁଣି ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି। ସୁକମା ଜିଲ୍ଲାର ଦୁର୍ଗମ ଅଂଚଳରେ ନକ୍ସଲ ପୋଷ୍ଟର ମାରିବା ସହ ବ୍ୟାନରରେ ୨୮ତମ ଲୋକସଭା ନିର୍ବାଚନକୁ ବହିଷ୍କାର ରିବାକୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କୁ ମାରି ଭଗାନ୍ତୁ ବୋଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନଶୈଳୀ ପରିବର୍ତ୍ତନ କରିବେ। ନବବିବାହିତ ଦମ୍ପତ୍ତି ବାହାରକୁ ବୁଲିଯିବାର ଯୋଜନା କରିବେ। କିଛି ବିଶେଷ କାମକୁ ଭଲ ଭାବେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ। ବୃଷ: ପରିବାରରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। କୌଣସି ବ୍ୟବସାୟିକ…
ଅଧିକ ଖବର ଦେଖନ୍ତୁ...

ଗୋଆ ନିର୍ବାଚନୀ ଇତିହାସରେ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଥିବା ବିଜେପିର ପ୍ରଥମ ମହିଳା ପ୍ରାର୍ଥୀଙ୍କ…

‌ପାଣାଜୀ: ବିଜେପି ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋଙ୍କୁ ଦକ୍ଷିଣ ଗୋଆ ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପଲ୍ଲବୀ ଗତମଙ୍ଗଳବାର ନିଜର ନାମାଙ୍କନ ପତ୍ର ଦକ୍ଷିଣ ଗୋଆର ଜିଲ୍ଲାପାଳଙ୍କ ନିକଟରେ ଜମା କରିଛନ୍ତି। ଏହି ପତ୍ରରୁ ପଲ୍ଲବୀ ଡେମ୍ପୋ…
ଅଧିକ ଖବର ଦେଖନ୍ତୁ...

ଭାରତ ଭଲ ପ୍ରଦର୍ଶନ କରୁଛି: ଆଇଏମଏଫ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏକ ରିପୋର୍ଟରେ ୨୦୨୪ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଏହା ସହିତ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିଛି ଏବଂ ଏହି ସମୟ ମଧ୍ୟରେ ଚୀନର ଅଭିବୃଦ୍ଧି ହାର ୪.୬ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...