Daily Archives

April 13, 2024

ସନ୍ଦେଶଖାଲି ମାମଲାରେ ମାନବାଧିକାର ଆୟୋଗଙ୍କ ରିପୋର୍ଟ, ବ୍ୟାପକ ସ୍ତରରେ ହେଉଥିଲା ଯୌନ ନିର୍ଯାତନା

କୋଲକାତା: ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାର ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟରେ ସନ୍ଦେଶଖାଲିରେ ବହୁ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଓ ମାନବାଧିକାର ଉଲ୍ଲଙ୍ଘନ କରାଯାଇଥିବା କଥା ସ୍ପଷ୍ଟ କରାଯାଇଛି । ଏନଏଚଆରସି ଏହାର…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୪୮ ରନ୍

ଚଣ୍ଡିଗଡ଼: ଆଇପିଏଲର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ଏବଂ ରାଜସ୍ଥାନରୟାଲ୍ସ (ଆରଆର) ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ୟଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ…
ଅଧିକ ଖବର ଦେଖନ୍ତୁ...

ରାବଣ ଶ୍ବଶୁର ଘରେ ଶ୍ରୀରାମ ହୋଇ ପାରିବେ କି ବିଜୟୀ? ମିରଟର ରୋଚକ ନିର୍ବାଚନୀ ସମୀକରଣ

ମିରଟ: ଲୋକସଭା ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରଚାର ଜୋରସୋର୍ ଜାରି ରହିଛି। ଶାସକ ବିଜେପି ଚଳିତ ଥର ପ୍ରାର୍ଥୀ ଚୟନରେ ସତର୍କତା ଅବଲମ୍ବନ କରିଛି। ପୂର୍ବ ଉତ୍ତରପ୍ରଦେଶରେ ମିରଟ ଲୋକସଭା ଆସନରେ ବିଜେପି ପକ୍ଷରୁ ଟିଭି ସିରିଏଲ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ…
ଅଧିକ ଖବର ଦେଖନ୍ତୁ...

ମେରୁ ଯାତ୍ରା ପାଇଁ ଚଳଚଞ୍ଚଳ ଖୋର୍ଦ୍ଧା: କଣ୍ଟାରେ ଗଡ଼ିଲେ, ନିଆଁରେ ଚାଲିବେ

ଖୋର୍ଦ୍ଧା: ଖୋର୍ଦ୍ଧା ଉପସାହିରେ ଶନିବାର ପବିତ୍ର ଦଣ୍ଡ ଓ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଦଣ୍ଡୁଆ ଭକ୍ତମାନେ କଣ୍ଟା ଉପରେ ଗଡ଼ି ନିଜର ଶ୍ରଦ୍ଧା ଏବଂ ଭକ୍ତି ଦେଖାଇଛନ୍ତି। ପାଞ୍ଚ ଦିନିଆ ଦଣ୍ଡ ଉତ୍ସବରେ କଣ୍ଟାଗଡ଼ା ଉତ୍ସବ ସମାପନ ହୋଇଥିବା ବେଳେ ରବିବାର ନିଆଁରେ ଚାଲିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: ସପ୍ତାହ ଆରମ୍ଭରୁ ଶକ୍ତି ଓ ଆତ୍ମବିଶ୍ବାସରେ ଭରା ରହିବେ। କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ। ପ୍ରଚୁର ମାତ୍ରାରେ ଧନାଗମ ହେବ। ସେୟାର ବା ଜମି କିଣିବା ଲାଗି ଚିନ୍ତା କରିପାରନ୍ତି। ଚାକିରିଜୀବୀ ଖୁସି ଖବର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଡାଲା ତଳେ ଚାପି ହୋଇଗଲେ ଗର୍ଭବତୀ ମହିଳା, ବର୍ତ୍ତିଗଲା ୫ ବର୍ଷୀୟ ପୁଅ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମପଞ୍ଚାୟତର ମୁଳାପାଳ ଗ୍ରାମରେ ଶନିବାର ଦିନ ଟ୍ରାକ୍ଟର ଓଲଟି ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମହିଳାଙ୍କ ୫ ବର୍ଷ ବୟସର ନାବାଳକ ପୁଅ ବର୍ତ୍ତି ଯାଇଛି। ମୃତ ମହିଳା ହେଲେ ଯମୁନା ସଏ (୨୫)।…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଦଳଙ୍କୁ ୯୬୬ କୋଟି ଚାନ୍ଦା ଦେଇଥିବା କମ୍ପାନି ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଯୋଜନାରେ ସର୍ବାଧିକ ଚାନ୍ଦାଦେଇଥିବା ସଂସ୍ଥାମାନଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ଅଧିକାରୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବଲିଉଡ ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ; ଜାଣନ୍ତୁ କାହିଁକି ଏଭଳି କହିଲେ ବିଦ୍ୟା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ। ସବୁବେଳେ ନିଜ ଫିଲ୍ମ ଓ ଆଇକନିକ୍ ଚରିତ୍ର ପାଇଁ ଚର୍ଚ୍ଚାରେ ରହୁଥିବା ବିଦ୍ୟା ବାଲାନ ଏବେ ବଲିଉଡକୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ବର୍ଷ ହେବ ପ୍ରିୟାପ୍ରୀତି ତୋଷଣ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହି କାରଣରୁ…
ଅଧିକ ଖବର ଦେଖନ୍ତୁ...

ନିଜ ଶେଷ ମ୍ୟାଚ୍ କେଉଁଠି ଖେଳିବେ ଧୋନି ?

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪‌ ରେ ରବିବାର ୫ ଥର ଆଇପିଏଲ୍ ବିଜେତା ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) କୁ ଭେଟିବ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ୱାଙ୍ଖଡେରେ ୨୦୧୧ରେ ଏମଏସ ଧୋନି କ୍ରିକେଟ ବିଶ୍ବ…
ଅଧିକ ଖବର ଦେଖନ୍ତୁ...

ଭାରତ ଆସୁଥିବା ଇସ୍ରାଏଲୀ ଜାହାଜକୁ କବଜା କଲା ଇରାନ, ବଢିଲା ଯୁଦ୍ଧ ଆଶଙ୍କା

ତେହେରାନ: ଇସ୍ରାଏଲ ଓ ଇରାନ ମଧ୍ୟ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି । ଏହାର କାରଣ ହେଉଛି ୟୁଏଇରୁ ଭାରତ ଆସୁଥିବା ଏକ ଇସ୍ରାଏଲୀ ଜାହାଜ ଏମଏସସି ଏରିସକୁ ଦଖଲ କରିଛି ଇରାନ । ଇରାନର ତାସନିମ୍ ନ୍ୟୁଜ୍ ଏଜେନ୍ସି ଶନିବାର ରିପୋର୍ଟ କରିଛି ଯେ ଇସ୍ରାଏଲ ସହ ସମ୍ପର୍କ ଥିବା ଅଭିଯୋଗରେ ଇରାନ…
ଅଧିକ ଖବର ଦେଖନ୍ତୁ...