ଅନୁସନ୍ଧାନ କରୁଥିବା ବର୍ଗ

ଇସ୍ରାଏଲ୍-ହମାସ୍ ଯୁଦ୍ଧ

ଗାଜା ଯୁଦ୍ଧରେ ୧୦୩ ସାମ୍ବାଦିକ ନିହତ

ଜେରୁଜେଲମ: ଗାଜା ଓ ଇସ୍ରାଏଲ ମଧ୍ୟରେ ଦୀର୍ଘ ୫ ମାସ ଧରି ଚାଲିଥିବା ଯୁଦ୍ଧ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି । ‘ରିପୋର୍ଟର୍ସ ୱିଦାଉଟ ବର୍ଡର୍ସ’ (ଆରଏସ୍‌ଏଫ) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଗତ ପାଞ୍ଚ ମାସ ମଧ୍ୟରେ ଗାଜାରେ ଇସ୍ରାଏଲର ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ଗାଜାରେ ସହାୟତା ପକାଇବା ବେଳେ ଅଘଟଣ: ପାରାସୁଟ୍ ନ ଖୋଲିବାରୁ ୫ ମୃତ, ୧୦ ଆହତ

ଗାଜା: ଯୁଦ୍ଧ ବିଧ୍ବସ୍ତ ଗାଜାର ଦୁର୍ଗତମାନଙ୍କୁ ବିଭିନ୍ନ ଦେଶ ଏବେ ରିଲିଫ ଯୋଗାଉଛନ୍ତି। ସ୍ଥଳଭାଗ ଦେଇ ସହାୟତା ଯୋଗାଣ ଯଥେଷ୍ଟ ହେଉ ନ ଥିବାରୁ ଆମେରିକା, ଜୋର୍ଡାନ ପରି ଦେଶ ଆକାଶମାର୍ଗରୁ ବିମାନରୁ ପାରାସୁଟ ମାଧ୍ୟମରେ ରିଲିଫ ପ୍ୟାକେଟ୍ ପକାଉଛନ୍ତି। କିନ୍ତୁ ଶୁକ୍ରବାର ପାରାସୁଟ୍ ନ…
ଅଧିକ ଖବର ଦେଖନ୍ତୁ...

ବହୁଛି ଲୁହ ଥମୁନି କୋହ: ଭୋକିଲାଙ୍କ ଉପରେ ପଡ଼ିଲା ଖାଦ୍ୟ ପ୍ୟାକେଟ, ଚାପି ହୋଇ ୫ ଜଣଙ୍କ ଜୀବନ ଗଲା

ତେଲ ଅଭିବ: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ଗାଜାର ଜନସାଧାରଣଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରିୟପରିଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁଃଖ ଯୋଗୁ ମନରେ କୋହ ବଢ଼ିଚାଲିଛି। ଲୋକେ ଖାଦ୍ୟ ନ…
ଅଧିକ ଖବର ଦେଖନ୍ତୁ...

ବନ୍ଧକମାନଙ୍କୁ ବଳାତ୍କାର କରିଛନ୍ତି ହମାସ ଆତଙ୍କବାଦୀ, ମୃତଦେହ ସହିତ ମଧ୍ୟ ଏଭଳି ଘୃଣ୍ୟ କାର୍ଯ୍ୟ

ଜେନେଭା: ଗତ ୨୦୨୩ ଅକ୍ଟୋବର ୭ ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ମିଳିତ ଜାତିସଂଘର ରିପୋର୍ଟ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ପ୍ରକାଶିତ ତଥ୍ୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁଙ୍କ ଦାବି ଏବଂ ଅଭିଯୋଗକୁ ଆହୁରି ସୁଦୃଢ଼ କରିଛି।…
ଅଧିକ ଖବର ଦେଖନ୍ତୁ...

ଗାଜା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କଲା ଭାରତ: ବିନା ସର୍ତ୍ତରେ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତି ପାଇଁ ଦାବି

ଜେନେଭା: ମିଳିତ ଜାତିସଂଘରେ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଗତ ପାଞ୍ଚ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗାଜାର ପରିସ୍ଥିତିକୁ ନେଇ ସେ ଉଦବେଗ ପ୍ରକାଶ କରିବା ସହ ସାଧାରଣ…
ଅଧିକ ଖବର ଦେଖନ୍ତୁ...

୬ମାସ ଯୁଦ୍ଧ ବିରାମ ପାଇଁ ଇସ୍ରାଏଲ ରାଜି !

ଗାଜା : ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ମାସ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ ପାଇଛି। ତେବେ ଏବେ ହମାସକୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଯୁଦ୍ଧ ବିରାମ ପ୍ରସ୍ତାବକୁ ପ୍ରାୟତଃ ସ୍ବୀକାର କରିଛି ବୋଲି ଆମେରିକାର ଜଣେ ପ୍ରତିନିଧି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଗାଜାରେ ଇସ୍ରାଏଲର ଗୁଳିବର୍ଷା: ୧୦୪ ପାଲେଷ୍ଟାଇନ ନାଗରିକ ନିହତ

ଗାଜା: ଗାଜାର ଦକ୍ଷିଣ ପଶ୍ଚିମ ଅଂଚଳରେ ଆଜି ଭୟାନକ ସ୍ଥିତି ଉପୁଜିଛି। ରିଲିଫ୍‌ ସାମଗ୍ରୀ ପାଇଁ ସମବେତ ହୋଇଥିବା ଭିଡ଼ ଭିତରୁ କିଛି ଲୋକ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଏହାର ଜବାବରେ ପ୍ରବଳ ଗୁଳିବର୍ଷା କରିଛି। ଏଥିରେ ୧୦୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ପାଇଁ ଅପେକ୍ଷା କରିଥିବା ଭୋକିଲାଙ୍କ ଉପରେ ଇସ୍ରାଏଲର ଆକ୍ରମଣ: ୫୦ ମୃତ, ୨୫୦ ଆହତ

ଗାଜା: ମାନବୀୟ ସହାୟତା ପାଇଁ ଅପେକ୍ଷା କରିଥିବା ପାଲେଷ୍ଟାଇନ ନାଗରିକଙ୍କ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଛି। ଭୋକିଲା ଲୋକେ ଖାଦ୍ୟ ସାମଗ୍ରୀ ତଥା ଅନ୍ୟ ଅତ୍ୟାବଶ୍ୟକ ମାନବୀୟ ସହାୟତା ପାଇଁ ବହୁ ସଂଖ୍ୟାରେ ଅପେକ୍ଷା କରିଥିଲେ। ଗୁରୁବାର ଗାଜା ସହରରେ ଘଟିଥିବା ଏହି ଆକ୍ରମଣରେ ୫୦…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ-ହମାସ୍‌ ଯୁଦ୍ଧ ଜାରି: ଗାଜାରେ ମୃତ୍ୟୁସଂଖ୍ୟା ୩୦,୦୦୦ ଟପିବ

ଗାଜା: ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୯୦ ଜଣ ପାଲେଷ୍ଟିନୀୟ ନିହତ ହୋଇଥିବା ବେଳେ ୧୬୪ ଜଣ ଆହତ ହୋଇଛନ୍ତି। ଏହା ଭିତରେ ଅନେକ ନିରୀହ ପାଲେଷ୍ଟିନୀୟଙ୍କ ଜୀବନ ବି ପେଷିହୋଇ ଯାଉଛି। ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧରେ…
ଅଧିକ ଖବର ଦେଖନ୍ତୁ...

ଗାଜାରେ ହେବ ଯୁଦ୍ଧ ବିରାମ ! : ଶାନ୍ତି ଆଲୋଚନା ପାଇଁ ଫିଟୁଛି ବାଟ

ଜେରୁଜେଲମ: ଗାଜାରେ ଗତ ୪ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ପ୍ରୟାସ କରାଯାଉଛି। ନ୍ୟୁଜ ଏଜେନ୍ସି ଦ ସନ ଅନୁସାରେ ଯୁଦ୍ଧ ଶେଷ କରିବା ସର୍ତ୍ତ ଅନୁସାରେ ଦୁଇପକ୍ଷ ବନ୍ଦୀମାନଙ୍କୁ ମୁକ୍ତ କରିବା…
ଅଧିକ ଖବର ଦେଖନ୍ତୁ...