Daily Archives

May 6, 2024

ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ସୁଜେଲି ଡମାଗୁଡାକୁ ନାହିଁ ପକ୍କା ରାସ୍ତା

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମର ସାହିକୁ ଆଜି ବି ପକ୍କା ରାସ୍ତାଟିଏ ନଥିବା ପରିତାପର ବିଷୟ। ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତାଟିଏ ନଥିବା ବେଳେ କିଛି ସ୍ଥାନରେ ରାସ୍ତା ଉପରେ ରାସ୍ତା ନିର୍ମାଣ ହେଉଛି ସରକାରୀ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ, ୫ ମୃତ, ହିମାଳୟର ଗ୍ଲାସିୟର ତରଳିବା ଆଶଙ୍କା

ଡେରାଡୁନ : ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏହି ନିଆଁ ଲାଗିବା ଯୋଗୁଁ ଏପର୍ଯ୍ୟନ୍ତ ୫ ଜଣ ମୃତ୍ୟୁବରଣ କରିସାରିଲେଣି । ତେବେ ଏହି ନିଆଁ ଯୋଗୁଁ ଗ୍ଲାସିୟର ତରଳିବାର ଆଶଙ୍କା ଦେଖାଦେଇଛି । ଏହି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

୩୭ ଦିନରେ ୧୦୦ ନିର୍ବାଚନୀ ସଭାରେ ଯୋଗଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ବିଜେପିର ତାରକା ପ୍ରଚାରକମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚ ପଦବୀରେ ଅଛନ୍ତି। ତାଙ୍କର ଲୋକପ୍ରିୟତା ଦେଖି ବିଜେପି ତାଙ୍କୁ ନିର୍ବାଚନ ସଭାରେ ମଧ୍ୟ ବହୁଳ ଭାବରେ ବ୍ୟବହାର କରିଛି। ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୭ରେ ପ୍ରବୃଦ୍ଧ ସମ୍ମିଳନୀରୁ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ହତ୍ୟା କଲା ଆଉ ଜଣେ ଭାରତୀୟ ଛାତ୍ର

ମେଲବର୍ଣ୍ଣ/ଚଣ୍ଡିଗଡ଼: ଅଷ୍ଟ୍ରେଲିଆରେ କିଛି ଭାରତୀୟ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ବେଳେ ଜଣେ ୨୨ ବର୍ଷୀୟ ଏମଟେକ୍ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ପୁଲିସ ଏହି ମାମଲାରେ ଭାରତୀୟ ବଂଶୋଦ୍ଭବ ଦୁଇ ଭାଇଙ୍କୁ ଖୋଜୁଛି। ମୃତ ଛାତ୍ରଙ୍କ ନାମ ନବଜିତ ସାନ୍ଧୁ ବୋଲି ଜଣାପଡ଼ିଛି। ହରିୟାଣାର…
ଅଧିକ ଖବର ଦେଖନ୍ତୁ...

ଶିବରାଜ ଗେହଲୋଟ୍ ପରସ୍ପରକୁ ଆଲିଙ୍ଗନ କଲେ, ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ

ଭୋପାଳ: ରାଜସ୍ଥାନରେ ଲୋକସଭା ନିର୍ବାଚନ ସମାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ରାଜସ୍ଥାନର ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଅନ୍ୟ ରାଜ୍ୟରେ ପ୍ରଚାରର ଦାୟିତ୍ବ ଗ୍ରହଣ କରିଛନ୍ତି। ନେତାମାନେ ନିଜ ଦଳର ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବାକୁ ଆସୁଛନ୍ତି। ନିର୍ବାଚନୀ ପ୍ରଚାର…
ଅଧିକ ଖବର ଦେଖନ୍ତୁ...

ରୋଜଗାର ପାଇଁ ବୀରମହାରାଜପୁରରୁ ଟ୍ରେନ୍‌ରେ ତାମିଲନାଡୁ ଯାଉଥିଲେ, ଅଧବାଟରେ ଯୁବକ ନିଖୋଜ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ଉଫୁଲା ଗ୍ରାମର ୨୮ ବର୍ଷର ସୁବ୍ରତ ଦଣ୍ଡସେନାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଜଗାର ପାଇଁ ଟ୍ରେନ୍‌ରେ ତାମିଲନାଡୁକୁ ଯାଉଥିଲେ। କିନ୍ତୁ ଅଧବାଟରେ ସେ ନିଖୋଜ ହୋଇଯାଇଛନ୍ତି। ସୁବ୍ରତ ନିଖୋଜ ହେଲା ପରେ ପରିବାର…
ଅଧିକ ଖବର ଦେଖନ୍ତୁ...

ଅଧଘଣ୍ଟା ଟ୍ରେନ ଅଟକିବା ପରେ କର୍ମଚାରୀଙ୍କ ଡାକରେ ନିଘୋଡ ନିଦରୁ ଉଠିଲେ ଷ୍ଟେସନ ମାଷ୍ଟର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଇଟାୱା ନିକଟସ୍ଥ ଉଦି ମୋର ରୋଡ୍‌ ରେଳଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଷ୍ଟେସନ ମାଷ୍ଟର ଶୋଇପଡ଼ିବା ହେତୁ ଟ୍ରେନ ଅନେକ ସମୟ ଧରି ଧାରଣାରେ ଅଟକି ରହିଥିଲା। ଯେଉଁଥିପାଇଁ ଅନେକ ଯାତ୍ରୀଙ୍କୁ  ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ସଂଦେହ ଘେରରେ ସିଆରପିଏଫ ଡାକ୍ତର, ୬୦ ଅନଫିଟ ଯୁବକଙ୍କୁ କରାଯାଇଥିଲା ମେଡିକାଲି ଫିଟ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଡାକ୍ତରୀ ପରୀକ୍ଷାରେ ୬୦ ଜଣ ଡାକ୍ତରୀ ଅଯୋଗ୍ୟ ପରୀକ୍ଷାର୍ଥୀ (ମେଡିକାଲି ଅନଫିଟ) ଙ୍କୁ ଫିଟ୍ ଘୋଷଣା କରାଯାଇଥିଲା। ପରେ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ: ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ଦେଲେ ସମର୍ଥନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ ହିଙ୍ଗମାରେ ସୋମବାର ଦିନ ଶତାଧିକ କର୍ମୀ ବିଜୁ ଜନତା ଦଳ(ବିଜେଡି) ଛାଡ଼ିଛନ୍ତି। ବିଜେଡି ପ୍ରତି ଅସନ୍ତୋଷ ଦେଖାଯାଇଥିବା କର୍ମୀମାନେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏଥି ସହିତ କର୍ମୀମାନେ ଚଳିତ…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ଙ୍କ କୁକୁରର ଏଣ୍ଟ୍ରି: ତାକୁ ଗୁଳି କରିବାକୁ କହିଲେ କ୍ରିଷ୍ଟି ନୋଏମ୍

ୱାଶିଂଟନ: ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ବିଭିନ୍ନ ଆରୋପପ୍ରତ୍ୟାରୋପ ମଧ୍ୟରେ ଏବେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୋଷା କୁକୁର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଣ୍ଟ୍ରି କରିଛି।…
ଅଧିକ ଖବର ଦେଖନ୍ତୁ...