Daily Archives

May 9, 2024

ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଜେଲରୁ ସାମୟିକ ମୁକ୍ତି ମାଗିଲା ଖଲିସ୍ତାନୀ ନେତା ଅମୃତପାଲ ସିଂ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସାମୟିକ ଜାମିନ ପାଇଁ 'ଓ୍ଵାରିସ୍ ପଞ୍ଜାବ ଦେ' ମୁଖ୍ୟ ଅମୃତପାଲ ସିଂହ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସେ ହାଇକୋର୍ଟରୁ ଅସ୍ଥାୟୀ ମୁକ୍ତି ମାଗିଛି। ଅମୃତପାଲ…
ଅଧିକ ଖବର ଦେଖନ୍ତୁ...

ଜ୍ୟାକଲିନଙ୍କ ଗୀତ ଦେଖ, ଆଇଫୋନ ପାଅ: ଜେଲରୁ ଏଭଳି ଚିଠି ଲେଖିଲା ସୁକେଶ

ମୁମ୍ବାଇ: ଠକେଇ ଅଭିଯୋଗରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅନେକ ସମୟରେ ଜେଲରୁ ଚିଠି ଲେଖିଥାଏ । ୨୦୦ କୋଟି ଟଙ୍କା ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ପୁନର୍ବାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛି । ଏହି ଚିଠିରେ ସେ ଜ୍ୟାକଲିନଙ୍କୁ ତାଙ୍କର ନୂତନ ଗୀତ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ ପ୍ରଭାବରେ କାର ଭିତରେ ଚାପି ହୋଇଯାଇଥିବା ବାପା ଓ ମା’ଙ୍କୁ ବଞ୍ଚାଇଲା ୯ବର୍ଷର ବାଳକ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମେରିଏଟା ସହରରୁ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ତାଙ୍କ ବାପା ଓ ମା’ଙ୍କ ପାଇଁ ଦେବଦୂତ ସାଜି ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ମେରିଏଟା ସହରରେ କିଛିଦିନ ତଳେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ମେରିଏଟା ସହରରେ ଅନେକ…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆ ଧର୍ମଘଟର ଅବସାନ,  କାମକୁ ଫେରିବାକୁ ରାଜିହେଲେ କର୍ମଚାରୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟ ଏବେ ଟଳିଯାଇଛି । କମ୍ପାନି ମ୍ୟାନେଜମେଣ୍ଟ ସହ ୪ ଘଣ୍ଟାର ବୈଠକ ପରେ କର୍ମଚାରୀମାନେ କାମକୁ ଫେରିବାକୁ ରାଜି ହୋଇଛନ୍ତି। ମୁଖ୍ୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ ହୋଇଥିବା ଏହି ଆଲୋଚନାବେଳେ କଂପାନିର ଶୀର୍ଷ ପରିଚାଳନା ସହ ଜଡ଼ିତ ଲୋକ, ମାନବ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ସିପିଆଇ ଯୁବନେତା ନରେଶ, ଯୋଗେଶଙ୍କ ଶିବିରରେ ପ୍ରବଳ ଉତ୍ସାହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ କୁମାର ସିଂଙ୍କ ପ୍ରତି ସମର୍ଥନ ଦିନକୁ ଦିନ ବଢ଼ୁଛି। ବହୁ ବିଜେପି ଓ କଂଗ୍ରେସ ନେତା, କର୍ମୀ ବିଜେଡିରେ ସାମିଲ ହୋଇ ଯୋଗଶଙ୍କ ବିଜୟ ପାଇଁ ସଂକଳ୍ପ ନେଇଛନ୍ତି। ୯ ତାରିଖ ଗୁରୁବାର ହେମଗିର ଅଞ୍ଚଳରେ ସିପିଆଇ ଯୁବ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଗାଁରେ ଜନ୍ମ ହୋଇଥିଲେ ଆଉରଙ୍ଗଜେବ, ବିବାଦୀୟ ବୟାନ ଦେଲେ ସଞ୍ଜୟ ରାଉତ

ମୁମ୍ବାଇ: ନିର୍ବାଚନ ରଣକ୍ଷେତ୍ରରେ ଏବେ ନେତାମାନେ ପରସ୍ପର ବିରୋଧରେ ବୟାନ ଦେବାରେ ଲାଗିପଡିଛନ୍ତି | ଏହାରି ଭିତରେ ଶିବସେନା ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି | ମହାରାଷ୍ଟ୍ରର ଅହମ୍ମଦନଗରରେ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

୬ ମାଓବାଦୀଙ୍କ ଆତ୍ମସମର୍ପଣ: ୨ ଜଣଙ୍କ ନାମରେ ୧୬ ଲକ୍ଷ, ୪ ଜଣଙ୍କ ନାଁରେ ୨୦ ଲକ୍ଷ ଥିଲା ପୁରସ୍କାର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ସୁନ୍ଦରରାଜ ପି, ସହ ମହାନିର୍ଦେଶକ କମଳଲୋଚନ କଶ୍ୟପ ଓ ସୁନୀତ କୁମାର ରାୟ,…
ଅଧିକ ଖବର ଦେଖନ୍ତୁ...

ଲିକ ହେଲା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟସମୟରେ ଅଭିନେତ୍ରୀମ‌ାନଙ୍କ ଭିଡିଓ ଲିକ ହେବାର ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ଜଣେ କନ୍ନଡ଼ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ ଲିକ ହୋଇଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଚମକିଲେ ବିରାଟ, ପଞ୍ଜାବ ଆଗରେ ୨୪୨ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ଧର୍ମଶାଳା : ଧର୍ମଶାଳାର ହିମାଚଳ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୨୪୨ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚରେ ପଂଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ପରେ ଏହି ଲିଗରେ ବି ଲାଗୁ ହୋଇପାରେ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଲଗାତାର ଚୌକା ଓ ଛକା ବର୍ଷା ହେବାରେ ଲାଗିଛି | ଏହି ସିଜିନରେ ବଡ ବଡ ସ୍କୋର କରାଯାଉଛି | ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ରୁ ଅଧିକ ସ୍କୋର ଅନେକ ଥର କରାଯାଇଛି | ବର୍ତ୍ତମାନ ଆଇପିଏଲରେ ଅଧିକ ରନ କରିବା ବହୁତ ସହଜ ମନେହେଉଛି | ତେବେ ଅନେକ କ୍ରିକେଟର ତଥା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...