ଅନୁସନ୍ଧାନ କରୁଥିବା ବର୍ଗ

ଇସ୍ରାଏଲ୍-ହମାସ୍ ଯୁଦ୍ଧ

୩ ଇସ୍ରାଏଲୀଙ୍କୁ ବନ୍ଧକ ରଖିଲା ହାମାସ, ଉଭୟ ପକ୍ଷର ମିଳିତ ମୃତ୍ୟୁସଂଖ୍ୟା ୩୦୦ ଟପିଲା

ଗାଜା: ଗାଜା ଉପତ୍ୟକାକୁ ନିୟନ୍ତ୍ରଣ କରୁଥିବା ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଶନିବାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ୩ ଜଣ ଇସ୍ରାଏଲୀଙ୍କୁ ତା'ର ଲଢୁଆମାନେ ବନ୍ଧକ ରଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ତିନି ଜଣ ପୋଷାକ ପିନ୍ଧି ସାଧାରଣ ନାଗରିକ ଦେଖାଯାଉଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ଆମେ ଇସ୍ରାଏଲ ସହ ଅଛୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି। ଏହି ଯୁଦ୍ଧ ହାମାସ ଆରମ୍ଭ କରିଥିଲା, କିନ୍ତୁ ଇସ୍ରାଏଲ ଶେଷ କରିବ ବୋଲି ଇସ୍ରାଏଲ କହିଛି । ଏହା ସହିତ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ପକ୍ଷରୁ ଅପରେସନ ଆଇରନ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି, ତେଲ୍ ଅଭିଭକୁ ବିମାନ ବାତିଲ୍ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଶନିବାର ଦିନ ପାଲେଷ୍ଟାଇନ୍ ହାମାସ୍ ଲଢ଼ୁଆମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତେଲ ଅଭିଭକୁ ବିମାନ ଉଡ଼ାଣ ବାତିଲ କରିଛି। ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି ଯେ ଶନିବାର…
ଅଧିକ ଖବର ଦେଖନ୍ତୁ...

 “ଯୁଦ୍ଧ ହମାସ୍ ଆରମ୍ଭ କରିଥିଲା, ଆମେ ଶେଷ କରିବୁ” ଇସ୍ରାଏଲର ଶପଥ

ତେଲ ଅଭିଭ୍ : ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି। ଏହି ରକେଟ୍ ଆକ୍ରମଣ ଯୋଗୁଁ ଇସ୍ରାଏଲର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଏବଂ ଓ୍ବାର୍ଣ୍ଣିଂ ସାଇରନ୍ ବାଜିବାରେ ଲାଗିଛି ବୋଲି ଗଣମାଧ୍ୟମ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ଗାଜାରୁ ୫୦୦୦ ପାଲେଷ୍ଟାଇନୀୟ ରକେଟ୍‌ ନି‌କ୍ଷେପ: ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କଲା ଇସ୍ରାଏଲ୍‌

ଜେରୁଜେଲମ୍‌: ଗାଜା ଷ୍ଟ୍ରିପ୍‌ରୁ ଭୟାବହ ରକେଟ୍‌ ଆକ୍ରମଣ ହେବାରୁ ଇସ୍ରାଏଲ୍‌ ‘ଷ୍ଟେଟ୍‌ ଅଫ୍‌ ୱାର୍‌’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ଆକ୍ରମଣକୁ ପାଲେଷ୍ଟାଇନ୍‌ର ‘ହାମାସ୍‌ ଆତଙ୍କବାଦୀ’ମାନେ ସେମାନଙ୍କର ‘ପ୍ରଥମ…
ଅଧିକ ଖବର ଦେଖନ୍ତୁ...