Daily Archives

May 7, 2024

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ସର୍ଭିସେସ୍‌’ ବିଭାଗର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜଣେ ଭୋଟରଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପହଞ୍ଚିଲା ୧୦ ଜଣିଆ ପୋଲିଂ ଦଳ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ (୨୦୨୪) ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଆସନରେ ମତଦାନ ହୋଇଥିଲା। ଗୁଜରାଟରେ ଗୋଟିଏ ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସ୍ଥିର ହୋଇଥିବାରୁ ୨୬ଟି ଆସନରୁ ୨୫ଟିରେ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ମନ୍ଦିର ପରିସରରେ ଭକ୍ତଙ୍କୁ ଚନ୍ଦନ ଓ ସିନ୍ଦୁର ଲଗାଉଥିବା ବାଳକଙ୍କ ପାରିଶ୍ରମିକ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଅଯୋଧ୍ୟା ମନ୍ଦିର ପରିସରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ବାଳକଙ୍କୁ ଦେଖିବାକୁ ମିଳୁଛି। ଏହି ବାଳକଙ୍କ ନାମ ‌ଗୋଲୁ ଭାରତ। ସେ ଅଯୋଧ୍ୟାରେ ବସବାସ କରନ୍ତି। ଭ‌ାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ନିରବ ମୋଦୀକୁ ପୁଣି ଝଟକା ! ୫ମ ଥର ପାଇଁ ଜାମିନ ଆବେଦନ ଖାରଜ କଲେ ଲଣ୍ଡନ କୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ କୋଟି କୋଟି ଟଙ୍କାର ଠକେଇ କରି ଫେରାର ହୋଇଥିବା ପଳାତକ ବ୍ୟବସାୟୀ ନିରବ ମୋଦୀକୁ ବ୍ରିଟେନର ଅଦାଲତରୁ ବଡ଼ ଝଟକା ଲାଗିଛି। ବ୍ରିଟେନର ଜେଲରେ ଥିବା ନୀରବ ମୋଦୀ ପଞ୍ଚମ ଥର ପାଇଁ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ଦୀପିକା ମା’ ହେବାକୁ ଯାଉଥିବା ବେଳେ ଇନଷ୍ଟାଗ୍ରାମରୁ ବିବାହ ଫଟୋକୁ ଡିଲିଟ କଲେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥିଙ୍କ ଆଗମନ ହେବାକୁ ଯାଉଛି। ଏହାକୁ ନେଇ ଦୀପବୀରଙ୍କ ଫ୍ୟାନ୍ସମାନେ ଖୁବ ଉତ୍ସାହିତ ଅଛନ୍ତି। ଏଭଳି ଖୁସିର ବାତାବରଣ ସମୟରେ ରଣବୀର ଏମିତି ଏକ କାମ କରିଛନ୍ତି ଯାହାକି ନେଇ ଅଭିନେତାଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

‘ଅନୁପମା’ରେ କାମ କରିବା ପରେ ଏତେ କୋଟିର ମାଲିକାଣୀ ହେଲେଣି ରୂପାଲି

ମୁମ୍ବାଇ: ଟିଭି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ଧାରାବାହିକ 'ଅନୁପମା' ସହିତ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ରୂପାଲି ଗାଙ୍ଗୁଲି ମାତ୍ର ୧୨ବର୍ଷ ବୟସରୁ ଚଳଚ୍ଚିତ୍ର ଜଗତର ଏକ ଅଂଶ ହୋଇଥିଲେ। ପରେ ସେ ହୋଟେଲରେ ଏବଂ ବୁଟିକରେ କାମ କରିଥିଲେ। ୨୦୦୦ମସିହାରେ ସେ ଟିଭି ସିରିଏଲରେ କାମ କରିବା…
ଅଧିକ ଖବର ଦେଖନ୍ତୁ...

୧୩ ମଦ ବେପାରିଙ୍କୁ ବାନ୍ଧିଲା ଅବକାରୀ ପୁଲିସ

ରାଉରକେଲା: ଦୀର୍ଘଦିନ ହେଲା ଦେଶୀ ମଦ ତିଆରି ବିକ୍ରି କରୁଥିଲେ। ବିଶେଷକରି ରାଉରକେଲା ସହରର ବିଭିନ୍ନ ବସ୍ତି ଅଞ୍ଚଳକୁ ଚୋରାଚାଲାଣ କରୁଥିଲେ। ଅତର୍କିତ ଚଢ଼ଉକରି ରାଉରକେଲା ଅବକାରୀ ପୁଲିସ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଏହାସହ ୪୧୩ ଲିଟର ଦେଶୀ ମଦ ଓ ୫୮୦୦ କେଜି…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନରୁ ଶିଶୁ ଅପହରଣ ହେଉଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୋଟା ଜଙ୍କସନରୁ ୪ବର୍ଷର ନିରୀହ ଶିଶୁକୁ ଜଣେ ବ୍ୟକ୍ତି ଅପହରଣ କରି ନେଉଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ନିରୀହ ଶିଶୁକୁ ଅପହରଣ କରିବାର ଘଟଣାକୁ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ପୁଲିସକୁ ଏଯାବତ ଅପହରଣକାରୀଙ୍କ କୌଣସି ସୂଚନା ମିଳିପାରିନାହିଁ। ଜିଆରପି ଥାନା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୫୬ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ  ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦିଲ୍ଲୀର ଦୁଇ ଓପନର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କିଛି ନୂଆ ସଂପର୍କ ଆପଣଙ୍କ ଲିଷ୍ଟ୍‌ରେ ଯୋଡ଼ିବେ। ଆମଦାନି ବୃଦ୍ଧି ପାଇଁ ଆପଣଙ୍କ ମସ୍ତିଷ୍କରେ ନୂଆ ଯୋଜନା ଆସିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ। ‌ ବୃଷ: ବହୁ ଦିନର ସ୍ବପ୍ନ ସାକାର ହେବ। ମହିଳାମାନଙ୍କୁ କୌଣସି ବିଶେଷ ଖବର ମଳିବ। ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...