Daily Archives

May 5, 2024

ବଜାରରେ ବୁଲି ପ୍ରଚାର କଲେ ତାରା

ଜୟପୁର:  ନିର୍ବାଚନକୁ ମାତ୍ର ରହିଛି ୮ଦିନ। ପ୍ରଚାରକୁ ଆଉ ୬ଦିନ। ଏଣୁ ନେତାଙ୍କ ଆଖିରେ ଆଉ ନିଦ୍ ନାହିଁ। କଂଗ୍ରେସ ପ୍ରାର୍ଥୀ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରବିବାର ସକାଳୁ ଦ‌ୈନିକ ବଜାରରେ ବୁଲି ବୁଲି ପ୍ରଚାର କରିଥିଲେ। ବଜାରରେ ଥିବା ସବୁ ସଉଦା, ପନିପରିବା ଦୋକାନୀଓ…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ଗାଡ଼ି ଉପରେ ଆକ୍ରମଣ ଏକ ନିର୍ବାଚନୀ ଷ୍ଟଣ୍ଟ୍: ଚନ୍ନି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ଜମ୍ମୁ-କଶ୍ମୀରରେ ଭାରତୀୟ ବାୟୁସେନା ଉପରେ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ନିର୍ବାଚନୀ ରଙ୍ଗ ଧରିବାରେ ଲାଗିଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏହି ଆକ୍ରମଣକୁ ନିର୍ବାଚନୀ ଷ୍ଟଣ୍ଟ ବୋଲି କହିଛନ୍ତି। ଚନ୍ନି କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ନିଜ ଦଳ ଉପରେ ପ୍ରଶ୍ନ ଉଠାଇଲେ ଶାକିବ ଅଲ ହାସନ

ନୂଆଦିଲ୍ଲୀ: ଜୁନ୍ ୨ରୁ ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବାକୁ ଥିବାବେଳେ ଏବେ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି | କିନ୍ତୁ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ତାଙ୍କ ଦଳର ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରସ୍ତୁତି ସମ୍ପର୍କରେ ସେ ବାଂଲାଦେଶ କ୍ରିକେଟ୍ ବୋର୍ଡ ସହ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କ ଉପରେ ବର୍ଷିଲେ ଗାଭାସ୍କର

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ସମୟରେ ବିରାଟ କୋହଲିଙ୍କୁ ନେଇ ଆଲୋଚନା ଜୋର ଧରିଛି | ତାଙ୍କର ଷ୍ଟ୍ରାଇକ୍ ହାର ଯୋଗୁଁ ଅନେକ ଲୋକ କୋହଲିଙ୍କୁ ଟ୍ରୋଲ କରୁଥିବାବେଳେ କୋହଲି ନିଜେ ମଧ୍ୟ ଧୀର ଷ୍ଟ୍ରାଇକ୍ ହାରକୁ ନେଇ ସମାଲୋଚକମାନଙ୍କୁ ପ୍ରତିକ୍ରିୟା ଦେଇଥିଲେ। ଆଇପିଏଲ ୨୦୨୪ର ବ୍ରୋଡକାଷ୍ଟର୍ ସହିତ…
ଅଧିକ ଖବର ଦେଖନ୍ତୁ...

ଯେତେ ଚେଷ୍ଟା କଲେ ବି ପୁଅକୁ ହରାଇବା ଦୁଃଖରୁ ବାହାରି ପାରୁ ନାହିଁ

ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲିଙ୍କ ଆଗାମୀ ସିରିଜ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ‘ହୀରାମଣ୍ଡି’ରେ କରିଥିବା କାମ ପାଇଁ ଅଭିନେତା ଶେଖର ସୁମନଙ୍କୁ ଖୁବ ପ୍ରଶଂସା କରାଯାଉଛି। ଶେଖର ସୁମନ ତାଙ୍କ ଜୀବନରେ ବହୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିଲା ପରେ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ସ୍ବାଗତ…
ଅଧିକ ଖବର ଦେଖନ୍ତୁ...

ନ୍ୟୁୟର୍କ ନାଇକ୍ଲବ ନିକଟରେ ଗୁଳିକାଣ୍ଡ, ୮ ଆହତ

ନ୍ୟୁୟର୍କ : ଶନିବାର ନ୍ୟୁୟର୍କର ଲଙ୍ଗ୍ ବିଚରେ ଥିବା ଏକ ନାଇଟକ୍ଲବ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି । ଏହି ଗୁଳିକାଣ୍ଡରେ ୮ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ କିଛି ଅଜଣା ଲୋକ ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ। ହଠାତ୍ ଗୁଳିଚାଳନା ଲୋକଙ୍କ ମଧ୍ୟରେ ଆତଙ୍କ…
ଅଧିକ ଖବର ଦେଖନ୍ତୁ...

ସେମାନେ ଭେଣ୍ଟିଲେଟରରୁ ବାହାରିଛନ୍ତି, ଏବେ ବି ଆଇସିୟୁରେ ଅଛନ୍ତି: ଜାଡେଜା

ମୁମ୍ବାଇ: ଶନିବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। ଫାଫ୍ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ଆରସିବି ଗୁଜୁରାଟ ଟାଇଟାନ୍ସକୁ ୩୮ଟି ବଲ ପୂର୍ବରୁ ପରାସ୍ତ କରିଥିଲା। ଏଥି ସହିତ, ଏହି ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେମାନଙ୍କର ପ୍ଲେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନୟନରେ ବିଜେଡି ବାଧକ ସାଜିଛି: ବିଜେପି

ଜୟପୁର: କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ବାଧକ ଶାସକ ବିଜେଡି। ଏଠାରେ ବସବାସ କରୁଥିବା ଲୋକେ ଉପଯୁକ୍ତ ଶିକ୍ଷା, ସ୍ବାସ୍ଥ୍ୟସେବା, ଗମନାଗମନରୁ ବଂଚିତ। ବ୍ୟବସାୟୀମାନେ ଭଲ ବ୍ୟବସାୟ କରି ଲାଭାନ୍ବୀତ ହୋଇପାରୁନାହାନ୍ତି। ଖଣି, ପାଣି  ସବୁ ପ୍ରାଚୁର୍ଯ୍ୟରେ ଭରା କୋରାପୁଟ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ସେବାରେ ଥିବା ବୌଦ୍ଧଭିକ୍ଷୁକ ଦାନପାତ୍ରରୁ ଟଙ୍କା ଚୋରି ପରେ ଭଗବାନଙ୍କ ନିକଟରେ କରିଥିଲେ କ୍ଷମା ପ୍ରାର୍ଥନା:…

ନୂଆଦିଲ୍ଲୀ: ବିହାରର ବୌଦ୍ଧଗୟାଠାରେ ଅବସ୍ଥିତ ମହାବୋଧି ମନ୍ଦିରରୁ ଟଙ୍କା ଚୋରି ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭାଇରାଲ ହୋଇଥିବା ଭିଡିଓରେ ମହାବୋଧି ମନ୍ଦିରର ଗର୍ଭଗୃହରେ ଜଣେ ବୌଦ୍ଧଭିକ୍ଷୁକ ଟଙ୍କା ଚୋରି କରୁଛନ୍ତି। ଟଙ୍କା ଚୋରି କରିବା ପରେ ସେ ଭଗବାନ…
ଅଧିକ ଖବର ଦେଖନ୍ତୁ...