ଅନୁସନ୍ଧାନ କରୁଥିବା ବର୍ଗ

ଇସ୍ରାଏଲ୍-ହମାସ୍ ଯୁଦ୍ଧ

ଲୋହିତ ସାଗରରେ ନୌଯୁଦ୍ଧ: ୩ଟି ଜାହାଜ ବୁଡ଼ାଇବା ସହିତ ୧୦ ହାଉତୀ ବିଦ୍ରୋହୀଙ୍କୁ ନିପାତ କଲା ଆମେରିକା

କାଇରୋ: ଲୋହିତ ସାଗରରେ ମସ୍କ୍‌ କଣ୍ଟେନର୍‌ ଜାହାଜ ଉପରେ ଇରାନ୍‌ ସମର୍ଥିତ ହାଉତୀ ଉଗ୍ରବାଦୀମାନେ କରିଥିବା ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ଆମେରିକୀୟ ହେଲିକପ୍ଟର୍‌ଗୁଡ଼ିକ ହାଉତୀର ତିନୋଟି ଛୋଟ ଜାହାଜ ବୁଡ଼ାଇ ଦେବା ସହିତ ୧୦ଜଣ ହାଉତୀ ଉଗ୍ରବାଦୀଙ୍କୁ ହତ୍ୟା କରିଥିବା କଥା ରବିବାର…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧରେ ବିସ୍ଥାପିତ ଗାଜା ମହିଳା ଚାରି ଛୁଆଙ୍କୁ ଜନ୍ମ ଦେଲେ

ଗାଜା: ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଥିବା ନିଜ ଘରଠାରୁ ଅନେକ ମାଇଲ ଦୂରରେ ଦକ୍ଷିଣ ଗାଜାର ଏକ ଡାକ୍ତରଖାନାରେ ଇମାନ ଅଲ୍ ମାସ୍ରି ନାମ୍ନୀ ଗାଜାର ଜଣେ ମହିଳା ୪ଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧର କିଛି ଦିନ ପରେ ମହିଳା ଜଣକ ନିଜର ସୁରକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନର ସଙ୍କେତ ହେଲା ସବୁଜ ଚୋପା ଥିବା ଏହି ଲାଲ୍‌ ଫଳ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଭୟାବହ ଯୁଦ୍ଧ ଚାଲିଥିବା ବ‌େଳେ ସାମାଜିକ ଗଣମାଧ୍ୟମରେ ହେଉ କି, ଅନ୍ୟ କୌଣସି ମାଧ୍ୟମରେ ହେଉ ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନ ବା ଏକାତ୍ମତାର ସଙ୍କେତ ଭାବେ ସମ୍ପ୍ରତି ‘ତରଭୁଜ’କୁ ବ୍ୟବହାର କରାଯାଉଛି। ପାଲେଷ୍ଟିନୀୟଙ୍କ ସମର୍ଥନରେ ପ୍ରତିବାଦ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ: ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌

କିଭ୍‌: ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍‌ ୧୨୨ଟି କ୍ଷେପଣାସ୍ତ୍ର ମାଡ଼…
ଅଧିକ ଖବର ଦେଖନ୍ତୁ...

ନବବର୍ଷ ପାଳନ ଉପରେ କାହିଁକି ନିଷେଧାଜ୍ଞା ଜାରି କଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ: ଗାଜାବାସୀଙ୍କ ପ୍ରତି ଅନୁକମ୍ପା ବ୍ୟକ୍ତ କରିବା ଲାଗି ଏଥର ସମଗ୍ର ଦେଶରେ ଇଂରାଜୀ ନବବର୍ଷ ପାଳନ କରାଯିବ ନାହିଁ ବୋଲି ଗୁରୁବାର ଦିନ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନ୍‌ୱାରୁଲ୍‌ ହକ୍‌ କାକର୍‌ ନିଷେଧାଜ୍ଞା ଜାରି କରିଛନ୍ତି। ଜାତି ଉଦ୍ଦେଶ୍ୟରେ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ୍ ସାମରିକ ଅଭିଯାନରେ ୨୪ ଘଣ୍ଟା ମଧ୍ୟରେ ଗାଜାରେ ୨୪୧ ମୃତ

ତେଲ ଅଭିଭ: ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଅତି କମ୍‌ରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗମ୍ଭୀର ଅପରାଧ ବୋଲି କହିଛନ୍ତି। ଇସ୍ରାଏଲ ସେନା ମୁଖ୍ୟ ହର୍ଜି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀସ୍ଥିତ ଇସ୍ରାଏଲ୍‌ ଦୂତାବାସ ନିକଟରେ ବିସ୍ଫୋରଣ; ଭାରତରେ ଥିବା ନାଗରିକଙ୍କ ପ୍ରତି ସତର୍କ ସୂଚନା ଜାରି କଲା…

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟା ବେଳେ କଡ଼ା ସୁରକ୍ଷା ବଳୟରେ ଥିବା ଲୁଟିୟେଞ୍ଜ୍‌ ଜୋନ୍‌ ଅଞ୍ଚଳସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟରେ ସ୍ବଳ୍ପ ତୀବ୍ରତାସମ୍ପନ୍ନ ବିସ୍ଫୋରଣ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ବିସ୍ଫୋରଣ ସୂଚନା ପାଇବାକ୍ଷଣି ସନ୍ଧାନୀ କୁକୁର ସ୍କ୍ବାଡ୍‌,…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ଆକ୍ରମଣରେ ଇରାନର ସେନା ଅଧିକାରୀ ନିହତ: ପ୍ରତିଶୋଧ ନେବାକୁ ଇରାନର ଧମକ

ଟେଲ୍‌ ଅଭିଭ: ଇସ୍ରାଏଲ-ହାମାସ ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲର ଏୟାର୍‌ଷ୍ଟ୍ରାଇକ୍‌ରେ ସିରିଆର ଦାମାସ୍କସ ଅଞ୍ଚଳରେ ଜଣେ ଉଚ୍ଚପଦସ୍ଥ ଇରାନୀ ଜେନେରାଲ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଥିବା ଇରାନର ଅଧିକାରୀ ଏବଂ ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀ ଉକ୍ତ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଧମକ…
ଅଧିକ ଖବର ଦେଖନ୍ତୁ...

ଏଥର ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍‌ରେ ବଡ଼ଦିନ ଗଛ ନାହିଁ, କି ଆନନ୍ଦ ଉତ୍ସବ ନାହିଁ

ବେ‌ଥଲ୍‌ହମ୍‌: ଜେରୁଜେଲମ୍‌ର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍‌ ଚଳିତ ବର୍ଷ ବଡ଼ଦିନ ଅବସରରେ ଉତ୍ସବମୁଖର ଦିଶୁନାହିଁ। ଇସ୍ରାଏଲ୍‌ ଅଧିକୃତ ପାଲେଷ୍ଟାଇନ୍‌ ନଗରୀ ୱେଷ୍ଟ୍‌ବ୍ୟାଙ୍କ୍‌ର ହୋଟେଲ୍‌, ରେସ୍ତୋରାଁ ଓ ଉପହାର ବା ସ୍ମାରକୀ ସାମଗ୍ରୀ ଦୋକାନରେ…
ଅଧିକ ଖବର ଦେଖନ୍ତୁ...

ଗାଜା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲୀୟ ବିମାନ ଆକ୍ରମଣ ଯୋଗୁଁ ୭୦ ନିହତ: ହମାସ୍‌

ଗାଜା ସିଟି: କେନ୍ଦ୍ରୀୟ ଗାଜାସ୍ଥିତ ଏକ ଶରଣାର୍ଥୀ ଶିବିର‌ ଉପରେ ଗୋଟାଏ ଇସ୍ରାଏଲୀୟ ଲଢୁଆ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୭୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ହମାସ୍‌ ନିୟନ୍ତ୍ରଣାଧୀନ ଗାଜାର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି। ବିମାନ ଆକ୍ରମଣରେ ଅଲ୍‌-ମଗାଜୀ ଶିବିରରେ…
ଅଧିକ ଖବର ଦେଖନ୍ତୁ...