Daily Archives

April 18, 2024

ଆଇପିଏଲ : ପଞ୍ଜାବ କିଙ୍ଗ୍ସ ଆଗରେ ୧୯୩ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଚଣ୍ଡିଗଡ଼ : ଚଣ୍ଡିଗଡ଼ର ମହାରାଜ ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୩୩ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ  ୧୯୩ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା…
ଅଧିକ ଖବର ଦେଖନ୍ତୁ...

ଶରତ ବୁରୁଦାଙ୍କୁ ଚିତ୍ରକୋଣ୍ଡାରେ ପ୍ରାର୍ଥୀ କଲା ଆପ୍‌, ଚତୁର୍ମୁଖୀ ଲଢେଇ ଆଶଙ୍କା

ମାଲକାନଗିରି: ଚିତ୍ରକୋଣ୍ଡା ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ଆଜି ଆମ୍‌ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀ ଘୋଷଣା କରିଛି। ଗତ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଆପ୍‌ରେ ସାମିଲ ହୋଇଥିବା ଶରତ ଚନ୍ଦ୍ର ବୁରୁଦାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆପ ନେତା ଅମାନତୁଲ୍ଲା ଖାଁ ଗିରଫ, ଓ୍ବାକଫ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବାବେଳେ ଆମ ଆଦମି ପାର୍ଟି ପାଇଁ ଗୋଟିକ ପରେ ଗୋଟିଏ ବିପଦ ମାଡ଼ିଆସୁଛି । ଦଳର ବିଧାୟକ ଅମାନତୁଲ୍ଲା ଖାଁଙ୍କୁ ଇଡି ଗିରଫ କରିଛି। ୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ କରାଯାଇଛି। ପ୍ରାୟ ୯ ଘଣ୍ଟାର ପଚରାଉଚରା ପରେ ଇଡି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ବସି କଥା ହେବେ। ଅଚାନକ ଧନ ଆସିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କୁ ବଡ଼ ସଫଳତା ମିଳିବାର ଯୋଗ ଅଛି। ବୃଷ: ଆଧ୍ୟାତ୍ମିକ ଓ ଧାର୍ମିକ ପ୍ରସଙ୍ଗରେ ରୁଚି ବଢ଼ିବ। ଜମି ସମ୍ବନ୍ଧୀୟ କାମରେ ଅର୍ଥ ଲଗାନ୍ତୁ ଲାଭ ହେବ। ଚାକିରିଆ ଆଗକୁ ବଢ଼ିବାର ମଉକା…
ଅଧିକ ଖବର ଦେଖନ୍ତୁ...

ନିଜ ଛୁଆର ଜୀବନକୁ ବିପଦରେ ପକାଇ ଯାତ୍ରା କରୁଛନ୍ତି ଦମ୍ପତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍‌ଡ ଅଞ୍ଚଳର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିବାପରେ ‌ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି ଛୋଟପିଲାଙ୍କ ଜୀବନ ସହିତ ଏମିତି ଖେଳ ନଖେଳିବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି। ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳିବେ ନାହିଁ ଡେଭନ୍ କନୱେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ବଡ଼ ଝଟକା ଲାଗିଛି | ବାସ୍ତବରେ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆଇପିଏଲ୍ ୨୦୨୪ରୁ ବାଦ ପଡିଛନ୍ତି | ତାଙ୍କ ସ୍ଥାନରେ ଇଂଲଣ୍ଡର ରିଚାର୍ଡ ଗ୍ଲିସନ୍ଙ୍କୁ ଦଳରେ ସାମିଲ କରାଯାଇଛି | ସିଏସକେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୬ଟି…
ଅଧିକ ଖବର ଦେଖନ୍ତୁ...

ତିନି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି ବିଜେଡି, ବିଜେପି ସହ କଂଗ୍ରେସ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ନତା ଦେଖାଯାଇଛି। ଆସନ୍ତା ମାସ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡିଳୀରେ ମତଦାନ ହେବ। ଭୋଟ୍‌ଦାନ ତାରିଖ ଯେତିକି ପାଖେଇ ଆସୁଛି। ରାଜନୈତିକ ଦଳ,…
ଅଧିକ ଖବର ଦେଖନ୍ତୁ...

ଇରାନ କୌଣସି ଭାରତୀୟଙ୍କୁ ବନ୍ଧକ ରଖିନାହିଁ, ସେମାନେ ମୁକ୍ତ : ଇରାନୀ ରାଜଦୂତ

ନୂଆଦିଲ୍ଲୀ: ଓମାନ ଉପସାଗରରୁ ଜବତ ଇସ୍ରାଏଲୀ କଣ୍ଟେନର ଜାହାଜରେ କୌଣସି ଭାରତୀୟଙ୍କୁ ବନ୍ଧକ ରଖାଯାଇଥିବା ଖବରକୁ ଇରାନ ଖଣ୍ଡନ କରିଛି। ଏନଡିଟିଭିକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଇରାଜ ଏଲାହି କହିଛନ୍ତି ଯେ ଇରାନରେ ଜବତ ଇସ୍ରାଏଲ ଜାହାଜରେ…
ଅଧିକ ଖବର ଦେଖନ୍ତୁ...

ଭୋଟ ପୂର୍ବରୁ ଭାଇରାଲ ହେଲେ ଏହି ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଶୁକ୍ରବାର ୧୯ ଏପ୍ରିଲରୁ ଭୋଟ ଆରମ୍ଭ ହୋଇଯିବ। ଏହି କ୍ରମରେ ମଧ୍ୟପ୍ରଦେଶର ସିଧି, ସହଡୋଲ, ମଣ୍ଡଳା, ଜବଲପୁର, ବାଲାଘାଟ ଓ ଛିଣ୍ଡୱାରାରେ ବି ଆସନ୍ତାକାଲି ଭୋଟ ରହିଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ବି ସାରିଛି।…
ଅଧିକ ଖବର ଦେଖନ୍ତୁ...

ଜାଣିଶୁଣି ଜେଲ ଭିତରେ ମିଠା ଓ ଆମ୍ବ ଖାଉଛନ୍ତି କେଜ୍ରିୱାଲ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଉସ୍ ଆଭେନ୍ୟୁ କୋର୍ଟରେ ଦାବି କରିଛି ଯେ ନିଜର ଶର୍କରା ସ୍ତର ବୃଦ୍ଧି ପାଇବ ବୋଲି ଜାଣିଶୁଣି କେଜ୍ରିୱାଲ ତାଙ୍କ ଘରୁ ଜାଣିଶୁଣି ମିଠା ଖାଦ୍ୟ ମଗାଉଛନ୍ତି ଓ…
ଅଧିକ ଖବର ଦେଖନ୍ତୁ...