Daily Archives

June 1, 2024

ଜନବସତି ମୁଁହା ହାତୀପଲ: ନଷ୍ଟ କଲେ ମକାଚାଷ, କଦଳୀ ବଗିଚା

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତ ଅଧିନରେ ଥିବା ବତିଙ୍ଗିଆ କାମ୍ବାନାଜୁ ଗ୍ରାମରେ ଗ୍ରାମବାସୀଙ୍କ ସମ୍ମୁଖରେ ହାତୀପଲ ନଷ୍ଟ କଲେ ମକା, କଦଳୀ ଧାନ ଓ ବାଉଁଶ। ଗତକାଲି ଗୋଟିଏ ଦନ୍ତା ହାତୀ ଆସି ଏହି ଅଞ୍ଚଳ ବୁଲି ଯାଇଥିଲା ଶୁକ୍ରବାର ରାତି…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରେ ସରକାର ଗଢିବ କି ପିଡିପି-ବିଜେପି ମେଣ୍ଟ ?

ନୂଆଦିଲ୍ଲୀ : ଆଜି ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ସହ ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଅଧିକାଂଶ ରିପୋର୍ଟରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୩୫୦ରୁ ଅଧିକ ଆସନ ମିଳିବା କୁହାଯାଉଛି । ଏଥର ଦକ୍ଷିଣ ଓ ପୂର୍ବ ଭାରତରେ ବି ବିଜେପିକୁ ଫାଇଦା…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ କେଉଁ ଦଳ ଆଗରେ ରହିଛି? ଜାଣନ୍ତୁ କଣ କହୁଛି ଏକଜିଟ ପୋଲ

ଅହମଦାବାଦ: ଲୋକସଭା ନିର୍ବାଚନ ୨୦୨୪ର ସମସ୍ତ ସାତୋଟି ପର୍ଯ୍ୟାୟ ପାଇଁ ମତଦାନ ସମାପ୍ତ ହୋଇଛି | ବର୍ତ୍ତମାନ ଦେଶରେ କିଏ ପରବର୍ତ୍ତୀ ସରକାର ଗଠନ ହେବାକୁ ଯାଉଛି ତାହା ଜାଣିବାକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। 'ମୋଦୀ ସରକାର' ତୃତୀୟ ଥର ପାଇଁ ଦେଶରେ ଆସିବାକୁ ଯାଉଛି ନା କିଛି…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଅନନ୍ୟା-ଆଦିତ୍ୟଙ୍କ ବ୍ରେକଅପର କାରଣ

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କିଛି ଦିନ ତଳେ ଅନନ୍ୟା କରିଥିବା…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼: ସାପ କାମୁଡାରେ ଜଣେ ବିଏସ୍‌ଏଫ୍ ଯବାନ ଗୁରୁତର ହୋଇଛନ୍ତି। ଇଭିଏମ୍ ଜଗିବାକୁ ଆସିଥିବା ଯବାନ ରହୁଥିବା କ୍ୟାମ୍ପରେ ଯବାନଙ୍କୁ ସାପ କାମୁଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଥିବା ସୂଚନା। ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଦାଉ ସାଧିଛି ଘନଘନ ବିଦ୍ୟୁତକାଟ୍‌: ୨୧ ଘଣ୍ଟାଧରି ଅନ୍ଧାରରେ ଗୋଲ୍‌ଘର ଅଞ୍ଚଳବାସୀ

ରାଉରକେଲା: ରାଉରକେଲାବାସୀଙ୍କୁ ଘନଘନ ବିଜୁଳିକାଟ୍‌ ଅତିଷ୍ଠ କଲାଣି। ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀପରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତବିଭ୍ରାଟ ଦେଖିବାକୁ ମିଳିଛି। ‌ରାଉରକେଲା ମହାନଗର ନିଗମ ଅଞ୍ଚଳ, ‌ଇସ୍ପାତ ସହରାଞ୍ଚଳରେ ସମସ୍ୟା ଅସହ୍ୟ ହୋଇଛି। ଏମିତିକି ବିଭିନ୍ନ ଅଞ୍ଚଳରେ ୨୦/୨୧…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ କାଳବୈଶାଖୀର ତାଣ୍ଡବ: ୭ମିନିଟ୍‌ରେ ୧୫,୦୦୦ ଥର ବଜ୍ରପାତ

କୋରାପୁଟ: କୋରାପୁଟରେ ଆଜି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ମାତ୍ର ୭ମିନିଟରେ ୧୫,୦୦୦ ଥର ବଜ୍ରପାତ ହୋଇଛି। ବଜ୍ରପାତ ସମୟରେ କୋରାପୁଟ ଆକାଶରେ ଆଲୋକ ଦେଖାଯାଉଥିଲା। ବଜ୍ରପାତ କାରଣରୁ ଲୋକେ ଭୟଭୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କୋରାପୁଟରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରକୁ ନେଇ କଣ କହୁଛି ଏକଜିଟ୍ ପୋଲ?

ମୁମ୍ବାଇ: ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଛି | ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରରେ କାହାର ଯାଦୁ କାମ କରିବ ସେନେଇ ଏବିପି ସି-ଭୋଟର ଏକଜିଟ୍ ପୋଲର ଆକଳନ ପ୍ରକାଶ ପାଇଛି। ଏକଜିଟ୍ ପୋଲ୍ ଅନୁଯାୟୀ ମହାବିକାସ୍ ଅଘାଡି (ଇଣ୍ଡିଆ ଆଲାଇନ୍ସ) ୨୩ ରୁ ୨୫ ଟି ସିଟ୍…
ଅଧିକ ଖବର ଦେଖନ୍ତୁ...

ଆତ୍ମ ସମ୍ମାନ ନାହିଁ କି? ଅଲଗା ହେବା ପରେ ବିବାହ ଭିଡିଓ ଛାଡ଼ି ଟ୍ରୋଲ ହେ‌ଲେ ଦଲଜିତ୍

ମୁମ୍ବାଇ: ଟେଲି ଅଭିନେତ୍ରୀ ଦଲଜିତ୍ କୌର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ବିବାହରେ ଥିବା ମତଭେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦଲଜିତ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କ ବିରୋଧରେ ଅନେକ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ହଡପ; ଠକ ଗିରଫ

ମାଲକାନଗିରି: ମାଲକାନଗିରି ମରଡିକାଲ ରେ ଚାକିରି ଦେବା ନାମରେ ବହୁଥର ଦଲଲମାନେ ନିରୀହ ଲୋକଙ୍କୁ ଠକି ଟଙ୍କା ଆତ୍ମସାତ କରିଥିବା ନଜିର ରହିଛି। ଏବେ ପୁଣି ଜଣେ ମହିଳା ମାଲକାନଗିରି ମେଡ଼ିକାଲରେ ଚାକିରି କରିବା ପାଇଁ ଠକର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...