Daily Archives

June 2, 2024

ଭୋଟର୍ ଦେବାରୁ ବଂଚିତ ହେଲେ ବହୁ ମତଦାତା

ରାଇରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନର ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଛି। ତେବେ ପ୍ରଶାସନର ଅବହେଳା ପାଇଁ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର କିଛି ଭୋଟର୍ ଭୋଟ୍ ଦେବାରୁ ବଂଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ଶିକ୍ଷକ,…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ନାଗରିକଙ୍କୁ ମାଳଦ୍ବୀପ ମନା, ଆଦେଶ ଜାରି କଲେ ମୁଇଜୁ

ମାଲେ : ମାଳଦ୍ୱୀପ ପାଲେଷ୍ଟାଇନ ସମର୍ଥନରେ ଇସ୍ରାଏଲ ନାଗରିକ ଏବଂ ଇସ୍ରାଏଲ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ମାଳଦ୍ୱୀପ କ୍ୟାବିନେଟ ଏ ନେଇ ନିଷ୍ପତ୍ତି ନେଇଛି । ମାଳଦ୍ୱୀପ କ୍ୟାବିନେଟ୍ ଇସ୍ରାଏଲ ପାସପୋର୍ଟଧାରୀଙ୍କୁ ମାଳଦ୍ୱୀପରେ ପ୍ରବେଶ କରିବାରୁ ରୋକିବା ପାଇଁ ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ଟୋଲ ମୂଲ୍ୟ ବଢ଼ାଇଲା ଏନଏଚଏଆଇ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଦେଶରେ ଟୋଲ୍ ହାରକୁ ହାରାହାରି ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପରେ, ବର୍ତ୍ତମାନ ଜାତୀୟ ରାଜପଥରେ ଯାଉଥିବା ଡ୍ରାଇଭରମାନଙ୍କୁ ସୋମବାର ଠାରୁ ଅଧିକ ଦେୟ ଦେବାକୁ ପଡିବ | ଜାତୀୟ ରାଜପଥ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର-କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଅନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଛି ବର୍ଷା ସହ ପବନ ବହୁଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇଛି। କଟକ ଓ ଭୁ‌ବନେଶ୍ବରରେ ଆଜି ରାତିରେ ପ୍ରବଳ ବର୍ଷା…
ଅଧିକ ଖବର ଦେଖନ୍ତୁ...

ମଇଁଷି ପିଠିରେ ଛିଡ଼ା ହୋଇ ବୁଲୁଛି କୁକୁର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟ ସମୟରେ ପଶୁ ଓ ପକ୍ଷୀଙ୍କ ମଧ୍ୟରେ ସୁନ୍ଦର ସମ୍ପର୍କର ଦୃଶ୍ୟ ଦେଖିବାକୁ ମିଳିଥାଏ। କେତେବେଳେ ମାଙ୍କଡ଼ ଛୁଆଟି ମା’ ନଥିବା କୁକୁର ଓ ବିଲେଇ ଛୁଆକୁ କ୍ଷୀର ଖୁଆଇଲାଣି ତ କେ‌ତେବେଳେ ଗାଈ ଠାରୁ ଶୋଷିଲା କୁକୁର କ୍ଷୀର ପିଇ ବଞ୍ଚିଲାଣି। ନିକଟରେ ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟରେ ୭୪.୪୧% ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟରେ ୭୪.୪୧ ପ୍ରତିଶତ ମତଦାନ ହୋଇଛି। ପୋଷ୍ଟାଲ ବାଲଟକୁ ବାଦ୍‌ ଦେଇ ୭୪.୪୧ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଗତକାଲି ମୟୂରଂଭଜ, ବାଲେଶ୍ବର,…
ଅଧିକ ଖବର ଦେଖନ୍ତୁ...

ଅନ୍ୟକୁ ଖୁସିରେ ରଖିବାରେ ପ୍ରକୃତ ଆନନ୍ଦ ମିଳେ, ପ୍ରତ୍ୟେକ ସମସ୍ୟା ହେଉଛି ଏକ ସମାଧାନ: ପ୍ରଫେସର୍‌ ଭାବଗ୍ରାହୀ ରଥ

ସମ୍ବଲପୁର: ଆତ୍ମନିୟନ୍ତ୍ରଣ ଓ ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି ବୋଲି ଶନିବାର ‘ସମ୍ବାଦ ଡିଜିଟାଲ୍’ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ରିଭର୍‌ ଇନ୍‌ ରିସୋର୍ଟରେ ଅନୁଷ୍ଠିତ ‘ଅଗ୍ରଯୋଦ୍ଧୀ-୨୦୨୪’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

୧୨୦ ବର୍ଷରେ ସବୁଠାରୁ ଅଧିକ ଗରମ : ରିପୋର୍ଟ

ନୂଆଦିଲ୍ଲୀ: ଆଜିକାଲି ଉତ୍ତର ଭାରତରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରିରେ ପହଞ୍ଚିଛି, ଯାହା କି ନିଜେ ଏକ ରେକର୍ଡ। ଗତ କିଛି ଦିନ ହେବ ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ଓ…
ଅଧିକ ଖବର ଦେଖନ୍ତୁ...

ପୁଲିସ ହେପାଜତରୁ ଚୋର ଚମ୍ପଟ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ପୁଲିସ ହେପାଜତ ରୁ ଜଣେ ଚୋରିରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଛି | ପୁଲିସ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଘଟଣା ସ୍ଥଳକୁ ନେଇଥିବା ବେଳେ ଅଭିଯୁକ୍ତ ପୁଲିସ ଆଖି ରେ ଧୂଳି ଦେଇ ଖସି ପଳାଇଛି |ସୂଚନା ଅନୁସାରେ ବାଲିପାଟଣା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ବୋମା ବିସ୍ଫୋରଣର ଦୋଷୀ ମହମ୍ମଦ ଖାନଙ୍କୁ ଜେଲ ଭିତରେ ହତ୍ୟା କଲେ ୫ କଏଦୀ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ମହମ୍ମଦ ଅଲି ଖାନଙ୍କୁ କୋଲହାପୁର ଜେଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସର ସୂଚନାନୁସାରେ, ଜେଲରେ ନ୍ୟାୟିକ ହେପାଜତରେ ଥିବା ପାଞ୍ଚଜଣ ଅଭିଯୁକ୍ତ ରବିବାର ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଏହି ଅଭିଯୁକ୍ତମାନେ ମହମ୍ମଦ ଅଲି…
ଅଧିକ ଖବର ଦେଖନ୍ତୁ...