Daily Archives

June 4, 2024

ମୋଦୀ ହିଁ ପ୍ରଧାନମନ୍ତ୍ରୀ ହେବେ : ନଡ୍ଡା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ନେଇ ବଡ ବୟାନ ଦେଇଛନ୍ତି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବିଧାନସଭା ନିର୍ବାଚନ: ୭୪ ଆସନରେ ବିଜେପି ଜିତିଲା, ୪ଟିରେ ଆଗୁଆ

ଭୁବନେଶ୍ବର: ଓଡ଼ିଶାରେ ୨୪ ବର୍ଷର ବିଜେଡି ଶାସନରେ ବ୍ରେକ୍‌ ଲାଗିଛି। ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୟୀ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୭୮ଟି ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେଡି ୫୧ଟି ଆସନ ହାତେଇଛି। କଂଗ୍ରେସକୁ ୧୪, ଜଣେ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କୁ ବଞ୍ଚାଇଦେଲା ହିଞ୍ଜିଳି, ସେପଟେ ବାତିଲ ହେଲା ବିଜେଡିର ସେଲିବ୍ରେସନ

ଭୁବନେଶ୍ୱର: ନବୀନଙ୍କୁ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବା ବିଜେଡି ପାଇଁ ଭୁଲ ସାବ୍ୟସ୍ତ ହୋଇଛି | କାରଣ ନବୀନ କଣ୍ଟାବାଞ୍ଜିରୁ ୧୬ ହଜାର ଭୋଟରେ ହାରିଥିବାବେଳେ ହିଞ୍ଜିଳିରୁ ମାତ୍ର ୪ ହଜାର ଭୋଟରେ ଜିତିଛନ୍ତି | ହିଞ୍ଜିଳିରେ ନବୀନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ ହାରିଲେ, ଜିତିଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୪୬୩୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କୁ ୬୬,୪୫୯ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ନିକଟତମ ପ୍ରାର୍ଥୀ ଶିଶିର କୁମାର ମିଶ୍ରଙ୍କୁ ୬୧,୮୨୩ ଖଣ୍ଡ ଭୋଟ୍‌ ମିଳିଛି। କିନ୍ତୁ କଣ୍ଟାବାଞ୍ଜିରେ ନବୀନ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଜିତି ଚର୍ଚ୍ଚାରେ ଓଲିଉଡ୍‌ର ପୁରୁଣା ଯୋଡ଼ି ସିଦ୍ଧାନ୍ତ-ରଚନା

ଭୁବନେଶ୍ବର: ଓଡ଼ିଆ ସିନେଦୁନିଆରେ ଏକଦା ନିଜର ଅଭିନୟ ପାଇଁ  ଦର୍ଶକଙ୍କ ମନ ମୋହୁଥିବା ସୁପରିହିଟ ‌ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ  ନିର୍ବାଚନରେ ବିଜୟୀ ହୋଇଛନ୍ତି । ସିଦ୍ଧାନ୍ତ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରଚନା ଲୋକସଭାକୁ ନିର୍ବାଚିତ ହୋଇ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଏସବୁ ଟାଣୁଆ ନେତାନେତ୍ରୀଙ୍କ ଉପରୁ ମୁହଁ ଫେରାଇନେଲେ ଭୋଟର

ଭୁବନେଶ୍ୱର: ଜୋରଦାର ପ୍ରଚାର ସତ୍ତ୍ୱେ ଓଡ଼ିଶାରେ ଆଶାତୀତ ସଫଳତା ପାଇପାରିନାହିଁ ବିଜେଡି। ଲୋକଙ୍କ ମୁଡ଼ ବିଜେଡି ବିପକ୍ଷରେ ଯାଇଛି। ବିଜେପି ଉପରେ ଭରସା କରିଛନ୍ତି ଭୋଟର। ତେବେ ଆଜି ଆମେ ଆପଣଙ୍କୁ କହିବୁ ବିଜେଡିର ଏସବୁ ଟାଣୁଆ ନେତା/ନେତ୍ରୀ ପରାଜୟର ସ୍ୱାଦ ଚାଖିଛନ୍ତି। ଅନୁଗୁଳରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ସମସ୍ତ ନେତା, କର୍ମୀଙ୍କୁ ଧନ୍ୟବାଦ ଜଣାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜୟ ଜଗନ୍ନାଥ ! ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି : ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ବିଜୟ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଜନସାଧାରଣଙ୍କ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ମା’ଙ୍କ…
ଅଧିକ ଖବର ଦେଖନ୍ତୁ...

ବଡମ୍ବାରେ ବିଜେଡିର ବଡ ପରାଜୟ: ହାରିଲେ ଦେବୀ ମିଶ୍ର

ଭୁବନେଶ୍ବର: ବଡମ୍ବାରେ ବିଜେଡିର ବଡ ପରାଜୟ ହୋଇଛି। ବିଜେଡି ଉପସଭାପତି ତଥା ବଡମ୍ବାରୁ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ପରାସ୍ତ କରିଛନ୍ତି। ବିଜୟ କୁମାର ଦଳବେହେରାଙ୍କଠାରୁ ୨୩ ହଜାର ୪୭୯ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର। ବିଜୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

‌ମେଷ: ନିଜର ପରିସର ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବେ। ଟ୍ରାଭେଲ୍‌ ଏଜେନ୍ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ବୃଷ: ଆପଣଙ୍କର ସବୁ ସମସ୍ୟା ନିବାରଣ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। କିଛି…
ଅଧିକ ଖବର ଦେଖନ୍ତୁ...