Daily Archives

June 4, 2024

ପାଟକୁରାରେ ଜିତିଲେ ଅରବିନ୍ଦ, ନୟାଗଡ଼ରେ ଜିତିଲେ ଅରୁଣ

ପାଟକୁରା/ନୟାଗଡ: ପାଟକୁରା ଜିତିଲା ବିଜେଡି । ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ ହେଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତେଜେଶ୍ୱର ପରିଡାଙ୍କୁ ହରାଇଛନ୍ତି ଅରବିନ୍ଦ ମହାପାତ୍ର । ତେବେ ଅରବିନ୍ଦ ୧୩ ହଜାର ୭୦୫ ଭୋଟରେ ବିଜୟୀ ହେଇଥିବା ନେଇ ସୂଚନା ମିଳୁଛି…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ଫୁଟିଲା ପଦ୍ମ, ତିନି ଥରର ବିଧାୟକ ପଦ୍ମନାଭ ବେହେରା ହାରିଲେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପଦ୍ମ ଫୁଟିଛି। ଏଠାରୁ ୨୦୦୯ରୁ ଏପର୍ଯ୍ୟନ୍ତ ବିଧାୟକ ଥିବା ପଦ୍ମନାଭ ବେହେରା ପରାସ୍ତ ହୋଇଛନ୍ତି। ଇଂଜିନିୟର ରଘୁନାଥ ଜଗଦଲାଙ୍କୁ ୮୫,୩୯୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ପଦ୍ମନାଭଙ୍କୁ ୬୩,୫୨୯ ଖଣ୍ଡ ଭୋଟ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ତୃତୀୟ ପାଳିର ରିମୋଟ କଣ୍ଟ୍ରୋଲ ନୀତୀଶ-ନାଇଡୁଙ୍କ ହାତ‌ରେ !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ‌ଶେଷ ହେବା ପରେ ଆଜି ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ହେଲେ ଏଥର ଏନଡିଏର ବିଜୟ ଯାତ୍ରାରେ କଣ୍ଟା ସାଜିଛି ଇଣ୍ଡିଆ ମେଣ୍ଟ। ବିଜେପି ୪୦୦ ଆସନ ଜିତିବ ବୋଲି ଦାବି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଜିତିଲେ ଧର୍ମେନ୍ଦ୍ର ପ୍ରଧାନ; ଜାଣନ୍ତୁ ଓଡ଼ିଶାରେ ଲୋକସଭା ଆସନର ସ୍ଥିତି

ଭୁବନେଶ୍ବର: ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପୁଣି ଥରେ ବିଜେପି ହାତକୁ ଆସିଛି। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ହାସଲ କରିଛନ୍ତି। ସେ ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ହରାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫,୮୪,୮୪୪ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରଣବ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ, ୯ରେ ଶପଥ ନେବେ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚରେ ବିପୁଳ ବିଜୟ ହାସଲ କରିଛି ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) । ଆନ୍ଧ୍ରପ୍ରଦେଶର ମୋଟ ୧୭୫ ଆସନ ମଧ୍ୟରୁ ଏକାକୀ ଟିଡିପି ୧୩୩ରେ ବିଜୟ ହାସଲ କରିଥିବାବେଳେ ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ମ୍ୟାଜିକ ଫ୍ଲପ୍‌? ଅଯୋଧ୍ୟାରେ ସପା ଆଗରେ

ନୂଆଦିଲ୍ଲୀ: ଅଯୋଧ୍ୟାର ଟ୍ଵିନ୍‌ ସିଟି ଫୈଜାବାଦରେ ୧୫,୫୮୪ ଖଣ୍ଡ ଭୋଟରେ ଆଗୁଆ ଥିବା ସମାଜବାଦୀ ପାର୍ଟି (ସପା)ର ଅବଧେଶ ପ୍ରସାଦ ଆଗୁଆ ରହିଛନ୍ତି। ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୈଜାବାଦ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମନ୍ଦିର ସହର ଅଯୋଧ୍ୟାରେ ରାମ…
ଅଧିକ ଖବର ଦେଖନ୍ତୁ...

ମତଗଣନା ଚାଲିଥିବା ବେଳେ ନିଜ ବିଜୟ ପକ୍କା ବୋଲି କହିଲେ ହେମାମାଳିନୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜୁନ ୪ ତାରିଖ‌ରେ ନିର୍ବାଚନ ବାତାବରଣ ଦେଖା ଦେଇଛି। ଲୋକସଭା ନିର୍ବାଚନରେ କାହାର ହେବ ଜୟ କିଏ ହେବ ପରାଜୟ ତାହାକୁ ନେଇ ଚାଲିଛି ମତଗଣନା। ତେବେ ଏହାର ଅନ୍ତ ଘଟିବାକୁ ଆଉ ଅଳ୍ପ ସମୟ ବାକି ଅଛି। ଚଳିତ ନିର୍ବାଚନକୁ ନେଇ ଅଭିନେତ୍ରୀ ତଥା ମଥୁରା ଲୋକସଭା ଆସନରୁ…
ଅଧିକ ଖବର ଦେଖନ୍ତୁ...

ଶିଶୁକନ୍ୟାର ମାତାପିତା ହେଲେ ବରୁଣ-ନତାଶା

ମୁମ୍ବାଇ: ଶିଶୁକନ୍ୟାର ମାତାପିତା ହେଲେ ବଲିଉଡର ଲୋକପ୍ରିୟ ଦମ୍ପତି ବରୁଣ ଧୱନ ଓ ନତାଶା ଦଲାଲ। ବରୁଣଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଡେଭିଡ୍ ଧୱନ ଡାକ୍ତରଖାନା ବାହାରକୁ ଆସି ଏହି ଘୋଷଣା କରିଛନ୍ତି। ଡେଭିଡଙ୍କ ସହ ବରୁଣ ମଧ୍ୟ ନଜର ଆସିଥିଲେ। ବାପା ହେବା ପରେ ବରୁଣ ଖୁସି ଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ଜିତିଲେ ସୂର୍ଯ୍ୟବଂଶୀ ସୂରଜ, ହାରିଲେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ

ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଦାନର ମତଗଣନା ଜାରି ରହିଛି। ଧୀରେଧୀରେ ଏହାର ଫଳାଫଳ ଆସୁଛି। ଭଦ୍ରକ ଜିଲ୍ଲା ଧାମନଗରର ଯୁବନେତା ପୁଣି ବିଜୟୀ ହୋଇଛନ୍ତି। ଉପନିର୍ବାଚନରେ ବିଜୟ ହାସଲ ପରେ ସେ ପଛକୁ ଫେରି ନାହାନ୍ତି। ଧାମନଗରବାସୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଆଶୀର୍ବାଦ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡପଡ଼ା-ରଣପୁରରେ ବି ବିଜେପିର ବାଜିମାତ

ନୟାଗଡ: ନୟାଗଡ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ା ଓ ରଣପୁରରେ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଛି | ଖଣ୍ଡପଡାରେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ଜିତିଥିବାବେଳେ ବିଜେଡିର ସାବିତ୍ରୀ ପ୍ରଧାନ ପରାଜିତ ହୋଇଯାଇଛନ୍ତି | ସେହିପରି ରଣପୁର ବିଧାନସଭାରେ ବିଜେପି ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...