Daily Archives

June 4, 2024

ଖୋର୍ଦ୍ଧାରେ ବଦଳିଲା ଇତିହାସ: ଜେଲ୍‌ରେ ଥାଇ ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଦାନର ମତଗଣନା ଜାରି ରହିଛି। ଧୀରେଧୀରେ ଏହାର ଫଳାଫଳ ଆସୁଛି। ଖୋର୍ଦ୍ଧାରେ ବିଜେଡିର ହ୍ୟାଟ୍ରିକ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ସେ ହରାଇଛନ୍ତି। ଖୋର୍ଦ୍ଧା ଇତିହାସରେ ବିଜେପିର ଏହା ପ୍ରଥମ ବିଜୟ ହୋଇଛି। ଗଲା ୨୫ତାରିଖରେ ଜେଲ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ପଲଟି ମାରିବେ କି ନୀତୀଶ ? ଇଣ୍ଡିଆ ମେଣ୍ଟ ଉପ-ପ୍ରଧାନମନ୍ତ୍ରୀ ପଦ ଯାଚିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ୨୦୨୪ରେ ଦେଶ ପୁଣି ଫେରିଛି ମେଣ୍ଟ ଯୁଗକୁ । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ବିଜେପି ମ୍ୟାଜିକ ନମ୍ବର ହାସଲ କରିପାରିବା ପରି ଲାଗୁନାହିଁ, ଏପରିକି ଏନଡିଏ ୩୦୦ ଆସନ ଟପିବା ସମ୍ଭାବନା ହ୍ରାସ ପାଇଛୁ । ସେପଟେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଏଥର କଡା ଟକ୍କର…
ଅଧିକ ଖବର ଦେଖନ୍ତୁ...

ଥିରୁବନନ୍ତପୁରମରୁ ବିଜୟୀ ହେଲେ ଥରୁର

ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର ପରାଜୟ ସ୍ୱୀକାର କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ୧୫,୭୫୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବିଜୟୀ ହେବା ପରେ ଥରୁର କହିଛନ୍ତି, ଏହା ଚତୁର୍ଥ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି ଆସନରେ ମୁଖ୍ୟମନ୍ତ୍ରୀ ପଛରେ, ବିଜେପି ପ୍ରାର୍ଥୀ ଆଗୁଆ

ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣନା ଜାରି ରହିଛି। ୭୦ ନମ୍ବର କଣ୍ଟାବାଞ୍ଜି ବିଧାନସଭା ଆସନରେ ୧୩ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ୩୬,୬୩୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଲକ୍ଷ୍ମଣ ବାଗ ୩୮,୯୧୧…
ଅଧିକ ଖବର ଦେଖନ୍ତୁ...

ରଘୁନାଥପାଲି, ଚିଲିକା ସହ ଫୁଲବାଣୀରେ ଜିତିଲା ବିଜେପି

ଭୁବନେଶ୍ବର: ଚଳିତ ‌ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜୟ ଅଭିମୁଖେ। ମତଗଣନା ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ କିଛି ଆସନରେ ଟ୍ରେଣ୍ଡ ଆସିସାରିଛି। ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲିରେ ବିଜେପିରେ ଦୁର୍ଗା ତନ୍ତୀ ବିଜୟୀ ହୋଇଛନ୍ତି। ଚିଲିକାରେ ବିଜେପି ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ନାଶିକରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନ ନିଶାଦ ଅଞ୍ଚଳରେ ଥିବା ଶିରସାଗାଓଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଜେଟର ନବୀକରଣ ଏବଂ ତାଲିମ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍…
ଅଧିକ ଖବର ଦେଖନ୍ତୁ...

ଆମେ କେନ୍ଦ୍ରରେ ସରକାର ଗଠନ କରିବୁ : କଂଗ୍ରେସ ନେତା ରାଜୀବ ଶୁକ୍ଲାଙ୍କ ଦାବି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି । ଏହି ଫଳାଫଳ ଏକଜିଟ ପୋଲର ସଂପୂର୍ଣ୍ଣ ବିପରୀତ ରହିଛି । ବିଜେପି ମ୍ୟାଜିକ ନମ୍ବର ହାସଲ କରିପାରିବା ପରି ଲାଗୁନାହିଁ, ଏପରିକି ଏନଡିଏ ୩୦୦ ଆସନ ଟପିବା ସମ୍ଭାବନା ହ୍ରାସ ପାଇଛୁ । ସେପଟେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଏଥର…
ଅଧିକ ଖବର ଦେଖନ୍ତୁ...

ୟୁପିର ସମସ୍ତ ୮୦ ଲୋକସଭା ଆସନରେ ପଛରେ ରହିଛି ମାୟାବତୀଙ୍କ ବିଏସପି

ନୂଆଦିଲ୍ଲୀ: ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରପ୍ରଦେଶର ସମସ୍ତ ୮୦ଟି ଲୋକସଭା ଆସନରେ ପଛରେ ପଡ଼ିଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ବିଏସପି ୧.୯୨ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୯.୧୬ ପ୍ରତିଶତ ଭୋଟ୍‌ ପାଇଛି। ଅପରାହ୍ନ ୨ଟା…
ଅଧିକ ଖବର ଦେଖନ୍ତୁ...

ଲାଲୁଙ୍କ ଦୁଇଝିଅଙ୍କ ମଧ୍ୟରୁ ଜଣେ ଆଗୁଆ ଥିବା ବେଳେ ଅନ୍ୟଜଣେ ପଛରେ ପଡ଼ିଯାଇଛନ୍ତି

ନୂଆଦିଲ୍ଲୀ: ବିହାରରେ ଲୋକସଭା ନିର୍ବାଚନକୁ ନେଇ ଚାଲିଥିବା ମତଗଣନାରେ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ନୀତିଶ କୁମାରଙ୍କ ଦଳ ଜେଡିୟୁ ରାଜ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା କୁହାଯାଉଥିବା ବେଳେ ଆରଜେଡ଼ି କିଛି ଆସନରେ ଆଗକୁ ବଢ଼ିଛି। ଚଳିତ ଲୋକସଭା ନିର୍ବାଚନରେ ଲାଲୁଙ୍କ…
ଅଧିକ ଖବର ଦେଖନ୍ତୁ...

ଚାଲିଛି ମତଗଣନା: ୨୦୧୪ ଓ ୨୦୧୯ ନିର୍ବାଚନ ଅପେକ୍ଷା ଚଳିତଥର ଆଗରେ ଅଛି କଂଗ୍ରେସ !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ଗଣନା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଧାରାରେ କଂଗ୍ରେସ ଦଳର ଆସନ ବୃଦ୍ଧି ପାଇଛି। କଂଗ୍ରେସ ଦଳ ଅନେକ ରାଜ୍ୟରେ ସଫଳତା ହାସଲ କରୁଥିବା ଜଣାପଡିଛି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ​​ବଡ ପରାଜୟ ପରେ ପ୍ରଥମଥର ପାଇଁ କଂଗ୍ରେସ ଦଳର ଆସନ…
ଅଧିକ ଖବର ଦେଖନ୍ତୁ...