Daily Archives

June 6, 2024

ନିର୍ବାଚନ ହାରିବା ପଛର ବଡ କାରଣ: ଲକ୍ଷ୍ମୀପ୍ରିୟାଙ୍କ ବାପା ଓ ପ୍ରଦୀପଙ୍କ ମା’ଙ୍କ ମୃତ୍ୟୁ!

ମାଲକାନଗିରି: ଚଳିତ ନିର୍ବାଚନ ବିଜେଡି ପାଇଁ ଏକ ସୁନାମୀ ଆଣି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସୁନାମୀରେ ହେଭିୱେଟ୍‌ ନେତାମାନେ ମଧ୍ୟ ଟଳିଗଲେ। ଯିଏ ଯିଦିବ ବୋଲି ଅନୁମାନ କରାଯାଉଥିଲା ସିଏ ହାରିଲା। ଆଉ ଯିଏ ହାରିବ ବୋଲି ସ୍ପଷ୍ଟ ହୋଇଥିଲା, ସିଏ ଜିତିଲା।ଲୋକେ ଏବେ ଏଭଳି ବିଜୟକୁ…
ଅଧିକ ଖବର ଦେଖନ୍ତୁ...

ନୂଆ ଲୋକସଭାରେ ଧନୀ ସାଂସଦଙ୍କ ସଂଖ୍ୟା ବଢିଲା

ନୂଆଦିଲ୍ଲୀ: ଗତ ଲୋକସଭାରେ ଧନୀ ସାଂସଦଙ୍କ ଅଭାବ ନଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନୂଆ ସଂସଦରେ ଧନୀ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ବିଶ୍ଳେଷଣ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ଫଳାଫଳ: କଂଗ୍ରେସ-ବିଜେପି-ଜେଡିଏସର ୧୧ ପ୍ରାର୍ଥୀ ନିର୍ବିରୋଧ ବିଜୟୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ୧୧ ଜଣ ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବିରୋଧ ​​ବିଜୟୀ ହୋଇଛନ୍ତି। ଜୁନ୍୪ ରେ କଂଗ୍ରେସ, ବିଜେପି ଏବଂ ଜେଡିଏସର ୧୧ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଜୁନ୍ ୭ରୁ ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’, ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା

ଭୁବନେଶ୍ୱର: ଜୁନ୍ ୭ରୁ ଆରମ୍ଭ ହେବ ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’| ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା | ଜୁନ୍ ୭ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଛି ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ (ବିଏଫ୍ଏଫ୍) । ଓଡ଼ିଆ ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

ଆମେରିକା ପାଇଁ ବିଜୟ ଲକ୍ଷ୍ୟ ୧୬୦ ରନ୍

ଡଲାସ୍‌:ଆଇସିସି ଟି-୨୦ ବିଶ୍ବକପର ୧୧ତମ ମ୍ୟାଚ୍‌ରେ ଆମେରିକା ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଡଲାସ୍‌ର ଗ୍ରାଣ୍ଡ୍ ପ୍ରେରି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆମେରିକା ଅଧିନାୟକ ମୋନାଙ୍କ ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ମହିଳା ମାଓବାଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଭାଇ

କାଳିଆପାଣି: ‌ଯାଜପୁର ଜିଲ୍ଲା କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ରଗଦା ପୁରୁଣାଡିହ ଗାଁର ପୁରୁଣା ମହିଳା ନକ୍ସଲ କମାଣ୍ଡର ଝୁମୁରା ହେମ୍ବ୍ରମ(୩୮)ଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ସେ ପୁରୁଣା ମାଓ କମାଣ୍ଡର ଜମାଦାର ହେମ୍ବ୍ରମଙ୍କ ପତ୍ନୀ। ଝୁମୁରା ନିଜ ଶାଢ଼ିରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ସାଂସଦ-ବିଧାୟକ ଯୋଗାଯୋଗରେ ଅଛନ୍ତି: ଟିଏମସିର ବଡ ଦାବି

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ବିଜେପି ଶାସିତ ରାଜ୍ୟଗୁଡିକରେ ଏକ ବଡ଼ ଆତଙ୍କ ଖେଳିଯାଇଛି। ୟୁପିରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଲଗାତାର ଳୀୟ ବୈଠକ ଚାଲିଛି। ପରାଜୟର ଦାୟିତ୍ବ ଗ୍ରହଣ କରି ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ଇସ୍ତଫା ଦେବାକୁ ପ୍ରସ୍ତାବ…
ଅଧିକ ଖବର ଦେଖନ୍ତୁ...

ମା’ ବିରଜାଙ୍କ ସାବିତ୍ରୀ ବେଶ: ଦର୍ଶନ କଲେ ହଜାରହଜାର ଶ୍ରଦ୍ଧାଳୁ

ଯାଜପୁରସଦର: ସାବିତ୍ରୀ ବ୍ରତ ଅବସରରେ ଆଜି ଯାଜପୁରର ମା’ ବିରଜାଙ୍କ ମନ୍ଦିରରେ ହଜାରହଜାର ବ୍ରତଧାରୀ ମହିଳାଙ୍କ ସମାଗମ ହୋଇଥିଲା। ଭୋର ୫.୩୦ରେ ମନ୍ଦିରର ସିଂହଦ୍ବାର ଖୋଲିବା ପରେ ମହିଳା ଭକ୍ତମାନେ ଧାଡ଼ିରେ ଯାଇ ମା’ଙ୍କ ଦର୍ଶନ କରିଥିଲେ। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ଅବସର ନେଲେ କିମ୍ବଦନ୍ତୀ ଭାରତୀୟ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଥିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା ଏବଂ ଏହା ଥିଲା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ୍। ଫାଇନାଲ-୧୮…
ଅଧିକ ଖବର ଦେଖନ୍ତୁ...

ରେବଣା ଜଙ୍ଗଲରେ ବାଘ ଆତଙ୍କ: ପୁଣି ମଇଁଷି ଶିକାର କଲା ମହାବଳ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମ ନିକଟ ରେବଣା ସଂରକ୍ଷିତ ଜଙ୍ଗଲରେ ପୁଣି ମହାବଳ ବାଘ ଆତଙ୍କ ଖେଳାଇଛି। ଗତ କିଛିଦିନ ଧରି ମଇଁଷି ମାରୁଥିବା ମହାବଳଟି ପୁଣି ଏକ ମଇଁଷି ଶିକାର କରିଛି। ଗତ ୩ ତାରିଖ ରାତିରେ ମହାବଳ ବାଘ…
ଅଧିକ ଖବର ଦେଖନ୍ତୁ...