Daily Archives

June 8, 2024

ପରିକ୍ରମା ତରଫରୁ ରାଇରଙ୍ଗପୁରରେ ମେଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ଟ୍ରଷ୍ଟ ତରଫରୁ ସ୍ଥାନୀୟ ପିସିଏମ୍ କଲ୍ୟାଣ ମଣ୍ଡପଠାରେ "ମେଧା ସମ୍ବର୍ଦ୍ଧନା" ସମାରୋହ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ପରିକ୍ରମାର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସଙ୍କ…
ଅଧିକ ଖବର ଦେଖନ୍ତୁ...

ରବିବାର ଶପଥ ନେବେ ମୋଦୀ, ଜାଣନ୍ତୁ ଟିଡିପି,ଜେଡିୟୁକୁ ମିଳିବ କେତୋଟି ମନ୍ତ୍ରୀପଦ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ରବିବାର (ଜୁନ୍ ୦୯) ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ, ଯାହାର ପ୍ରସ୍ତୁତି ରାଷ୍ଟ୍ରପତି ଭବନରେ ଜୋରସୋରରେ ଚାଲିଛି। ଆସନ୍ତାକାଲି ସନ୍ଧ୍ୟା ୭ଟା ୧୫ରେ ଶପଥ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଯୋଦ୍ଧା ପରେ ଆଉ ଏକ ଆକ୍ସନ ଫିଲ୍ମରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର' ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଚଳଚ୍ଚିତ୍ର 'ଯୋଦ୍ଧା' ଚଳିତ ବର୍ଷ ମାର୍ଚ୍ଚରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ସେମିତି କିଛି କମାଲ କରିପାରି ନଥିଲା। ଏବେ ଖବର…
ଅଧିକ ଖବର ଦେଖନ୍ତୁ...

ଆସୀମ ରିଆଜ ଏବଂ ହିମାଂଶୀ ଖୁରାନାଙ୍କ ବ୍ରେକଅପର ପ୍ରକୃତ କାରଣ କହିଲେ ଅବୁ ମଲିକ

ମୁମ୍ବାଇ: ରିଆଲିଟି ସୋ' ବିଗ୍ ବସ୍ ୧୩ ଅନେକ କାରଣ ପାଇଁ ଚର୍ଚ୍ଚାରେ ରହିଥିଲା | ଅଭିନେତ୍ରୀ ଶେହନାଜ ଗିଲ ଏବଂ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଭଲ ବନ୍ଧୁତା ଏବଂ ଏକପାଖିଆ ପ୍ରେମ ହେଉ କିମ୍ବା ଅଭିନେତ୍ରୀ ରଶ୍ମୀ ଦେଶାଇଙ୍କ ସହିତ ସିଦ୍ଧାର୍ଥଙ୍କ ତୁ ତୁ ମେନ୍ ମେନ୍ | ସିଜନ ୧୩ରେ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକ୍ ମହାମୁକାବିଲା ପାଇଁ ନ୍ୟୁୟର୍କ ପ୍ରସ୍ତୁତ, ବଡ଼ ବୟାନ ଦେଲେ ପୂର୍ବତନ ପାକିସ୍ତାନୀ ଖେଳାଳି

ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ୍ ଜୁନ୍ ୯ତାରିଖରେ ଖେଳାଯିବ। ନ୍ୟୁୟର୍କର ନାସାଉ କାଉଣ୍ଟି…
ଅଧିକ ଖବର ଦେଖନ୍ତୁ...

ଏଠାରୁ ଆରମ୍ଭ ହେବ ଅପରେସନ ଲୋଟସ: କାର୍ତ୍ତି ଚିଦାମ୍ବରମ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ ବିଜେପିର ଅପରେସନ୍ ଲୋଟସକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି |ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଦାବି କରିଛନ୍ତି ଯେ ବିଜେପିର ପ୍ରଥମ ଅପରେସନ ଲୋଟସ୍ ୱାଇଏସଆରସିପିରେ ହେବ। ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୋ ଭଉଣୀ କଙ୍ଗନାଙ୍କୁ ଚାପୁଡ଼ା ମାରି ଠିକ କରିଛି: କୁଲବିନ୍ଦରଙ୍କ ଭାଇ

ନୂଆଦିଲ୍ଲୀ: ସାଂସଦ ହଉ ହଉ ଚାପୁଡ଼ା ଖାଇଲେ ବଲିଉଡ ଅଭିନେତ୍ରୀ ତଥା ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତ | ତାଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ କୁଲବିନ୍ଦର କୌର ଚାପୁଡ଼ା ମାରିଥିଲେ। ଜୁନ ୬ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତ ସିଆଇଏସ୍ଏଫ୍…
ଅଧିକ ଖବର ଦେଖନ୍ତୁ...

ଟି୨୦ ବିଶ୍ବକପ୍ : ଦକ୍ଷିଣ ଆଫ୍ରିକା ଆଗର ୧୦୪ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡସ୍

ନ୍ୟୁୟର୍କ: ନ୍ୟୁୟର୍କଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୧୦୪ ରନର ଲକ୍ଷ୍ୟ ରଖିଛି ନେଦରଲାଣ୍ଡସ୍ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ପଢାପଢି କରି ସଂସଦକୁ ଯିବ, ନିଜ ସାଂସଦମାନଙ୍କୁ ଏହି ପରାମର୍ଶ ଦେଲେ ଅଖିଳେଶ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ଚମତ୍କାର ପ୍ରଦର୍ଶନ କରି ୩୭ଟି ଆସନ ଜିତିଛି। ନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟିର ନବ ନିର୍ବାଚିତ ସାଂସଦଙ୍କ ବୈଠକରେ ଦଳର ମୁଖ୍ୟ ଅଖିଳେଶ ଯାଦବ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ଏସପି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ଜୀବନରେ ଆଗକୁ ବଢ଼ିବା ପାଇଁ ସମୟ ଭଲ। କୌଣସି ନୂଆ ଯୋଜନା ଆପଣଙ୍କ ସାମନାକୁ ଆସିପାରେ। ବ୍ୟବସାୟରେ ସଫଳତା ପାଇବେ। ସେୟାର କିଣିବା ଲାଗି ସମୟ ଶୁଭ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବିରୋଧୀଙ୍କ ଉପରେ ଗଭୀର ପ୍ରଭାବ ପକାଇବେ। ଜମିବାଡ଼ି କିଣିବା…
ଅଧିକ ଖବର ଦେଖନ୍ତୁ...