Daily Archives

June 10, 2024

କାଳବୈଶାଖୀରେ ଛପର ଉଡିଲା: ଘର ଉପରେ ଗଛ ପଡି ଘର ଭାଙ୍ଗିଲା

ରାଇରଙ୍ଗପୁର/ବାଦାମପାହାଡ: ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍ ଝିପାବନ୍ଧର ତିରିଲଡିହି ଅଂଚଳରେ ଆଜି ହଠାତ୍ କାଳବୈଶାଖୀର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ତିରିଲଡିହି ଗ୍ରାମର ବୋସେନେ୍ ମାରାଣ୍ଡିଙ୍କ ପୁଅ ବିଶ୍ୱନାଥ ମାରାଣ୍ଡିଙ୍କ ତିନି ବଖରା, ସରୋ ମାରାଣ୍ଡିଙ୍କ…
ଅଧିକ ଖବର ଦେଖନ୍ତୁ...

ବଣ୍ଡା ଯୁବତୀଙ୍କୁ ସାମ୍ବାଦିକତା ତାଲିମ: ଜଂଗଲରାଣୀଙ୍କ ନିଆରା ଉଦ୍ୟମ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବସବାସ କରୁଥିବା ଯୁବତୀ ଓ ମହିଳାଙ୍କ ପାଇଁ ନେପକିନ ପିନ୍ଧିବାର ଏକ ପ୍ରୟାସ ଆରମ୍ଭକରି ସଫଳ ହୋଇଥିବା ଜଂଗଲରାଣୀ ଜୟନ୍ତୀ ବୁରୁଦା ଏବେ ଆଉ ଏକ ପାଦ ଆଗକୁ ଯାଇଛନ୍ତି।ବଣ୍ଡାଘାଟିରେ ଅଧାରୁ ପାଠ ଛାଡିଥିବା ହେଉ ବା ଏବେ ପାଠ ପଢୁଥିବା…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ହେଉ ହେଉ ଆକ୍ସନ ମୋଡରେ ଶିବରାଜ, ଡକାଇଲେ ଜରୁରୀ ବୈଠକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମୋଦି କ୍ୟାବିନେଟରେ ବଡ ଦାୟିତ୍ୱ ଦିଆଯାଇଛି । ଶିବରାଜଙ୍କୁ ଦେଶର ନୂଆ କୃଷି ମନ୍ତ୍ରୀ କରାଯାଇଛି । ଏହା ସହ ଶିବରାଜଙ୍କୁ କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମଧ୍ୟ ଦିଆଯାଇଛି । ଏବେ ଶିବରାଜ ସିଂ…
ଅଧିକ ଖବର ଦେଖନ୍ତୁ...

ବାହୁବଳୀ କ୍ୟାବିନେଟ ମନ୍ତ୍ରୀ: ଜଣଙ୍କ ପାଖରେ ୩ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ସାଂସଦମାନେ ମଧ୍ୟ ତାଙ୍କ ସହ ଶପଥ ଗ୍ରହଣ କରିଥିଲେ। ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ମାଲାଓ୍ବି ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଚିଲମାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମଧ୍ୟ ବିମାନରେ ଥିଲେ। ଏ ନେଇ ମାଲାବି ସରକାର ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି। ବିବୃତିରେ କୁହାଯାଇଛି ଯେ ମାଲାଓ୍ବି ଡିଫେନ୍ସ ଫୋର୍ସର ଏକ ବିମାନ…
ଅଧିକ ଖବର ଦେଖନ୍ତୁ...

ଶପଥ ଗ୍ରହଣ ସମାରୋହ ଦିନ ଅଧାଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ୧୨ ତାରିଖ ଅପରାହ୍ନ ୪ଟା ୪୫ରେ ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶପଥପାଠ ସମାରୋହରେ ଯୋଗଦେବେ ପାଖାପାଖି ୩୫ ହଜାର ଜନତା । ତେବେ ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରର…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କୁ ଭେଟିଲେ ଶେଖ୍ ହସିନା,ରାହୁଲ-ପ୍ରିୟଙ୍କାଙ୍କ ସହ କଥା ହେଲେ 

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ (ସିପିପି) ସଭାପତି ସୋନିଆ ଗାନ୍ଧୀଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭେଟିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ନୂଆଦିଲ୍ଲୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ ମନ୍ତ୍ରଣାଳୟ ଭାଗବଣ୍ଟା: ବିଜେପିର ସିଂହଭାଗ, ନିଜ ପାଖରେ ୨୫, ସହଯୋଗୀଙ୍କୁ ୫

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ସିଂହଭାଗ ଭାବେ ବିଜେପିର ୨୫ ମନ୍ତ୍ରୀମାନଙ୍କୁ କ୍ୟାବିନେଟ ମନ୍ତ୍ରଣାଳୟ ମିଳିଛି। ଅନ୍ୟ ଦଳମାନଙ୍କୁ କେବଳ ୫ଟି କ୍ୟାବିନେଟ ମନ୍ତ୍ରଣାଳୟ ଦିଆଯାଇଛି। ଅମିତ ଶାହଙ୍କୁ ଗୃହ, ରାଜନାଥ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ପିଲାଦିନେ ବାପାଙ୍କ ସହିତ ସାଇକେଲ ଓ ସ୍କୁଟର କରୁଥିଲେ ମରାମତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ୪୨୦: ବିଜେପିକୁ ଟିଏମସିର କଟାକ୍ଷ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ପଶ୍ଚିମବଙ୍ଗରୁ ୨ ଜଣ ସାଂସଦ ରାଷ୍ଟ୍ରମନ୍ତ୍ରୀ ପଦ ପାଇଛନ୍ତି । ଏହାକୁ ନେଇ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ’ବ୍ରାଇନ୍ ବିଜେପିକୁ କଟାକ୍ଷ କରିଛନ୍ତି। ସେ ଉଭୟ ମନ୍ତ୍ରୀଙ୍କୁ ହାଫ୍ ପ୍ୟାଣ୍ଟ ମନ୍ତ୍ରୀ ବୋଲି କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...