Daily Archives

June 11, 2024

ସାମ୍ବାଦିକତା ଜଗତର ଭୀଷ୍ଣ ରାମାଜୀ ରାଓଙ୍କ ସ୍ମୃତି ସଭା ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରିସ୍ଥିତ ସର୍କିଟ ହାଉସ ଠାରେ ସାମ୍ବାଦିକତା ଜଗତର ଭୀଷ୍ଣ ବୋଲି କୁହାଯାଉଥିବା ଇଟିଭି ଓ ରାମାଜୀ ରାଓ ଫିଲ୍ମସିଟିର ପ୍ରତିଷ୍ଠାତା ରାମାଜୀ ରାଓଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଗତ ୮ ତାରିଖ ରାତିରେ ତାଂକର ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଂକୁ ୮୭…
ଅଧିକ ଖବର ଦେଖନ୍ତୁ...

ବଦଳିବ ଭିଆଇପି ସୁରକ୍ଷା ଢାଞ୍ଚା, ନେତାଙ୍କ ସୁରକ୍ଷାରୁ ହଟିବ ଏନଏସଜି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଭିଆଇପି ସୁରକ୍ଷାରେ ବଡ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି । ନୂଆ ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଏନଏସଜି ଓ ଆଇଟିବିପି ସମ୍ଭାଳୁଥିବା ଏକ ଡଜନରୁ ଅଧିକ ହାଇ ରିସ୍କ ବ୍ୟକ୍ତିଙ୍କ ସୁରକ୍ଷା ଦାୟିତ୍ୱ ସିଆରପିଏଫ ଓ ଅନ୍ୟ ଅର୍ଦ୍ଧସାମରିକ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀମାନଙ୍କୁ ନେଇ ଯାଉଥିବା ଡଙ୍ଗା ୟେମେନ ଉପକୂଳରେ ବୁଡ଼ିଲା; ୪୯ ମୃତ, ୧୪୦ ନିଖୋଜ

ସାନା: ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ୟେମେନ ଉପକୂଳରେ ବୁଡ଼ି ଯାଇଛି। ଏହି ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ଜଣ ନିଖୋଜ ଅଛନ୍ତି। ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସ୍ଥାନାନ୍ତରଣ ସଂଗଠନ (ଆଇଓଏମ୍) ମଙ୍ଗଳବାର ଏହି ସୂଚନା ଦେଇଛି। ଆଇଓଏମ୍ ଏକ ବିବୃତ୍ତିରେ…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁରେ ଅନ୍ୟ ଯୁବତୀଙ୍କ ସହ ବସିଥିବା ବେଳେ ଧରିଲେ ସ୍ତ୍ରୀ: ବାହାରକୁ ଟାଣି ଆଣି ନିସ୍ତୁକ ପିଟି‌ଲେ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌ ରାସ୍ତାରେ ହାଏଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହିତ ଦେଖିବା ପରେ ରାଗି ଯାଇଥିଲେ। ଏହାପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ପ୍ରେମିକାଙ୍କ କେଶକୁ ଧରି ରାସ୍ତାକୁ ଟାଣି ଆଣି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ : ବାଂଲାଦେଶୀ ଗୋତସ୍କରଙ୍କ ଆକ୍ରମଣରେ ବିଏସଏଫ ଯବାନ ଆହତ

ନଦିଆ: ସୋମବାର ରାତିରେ ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶୀ ଗୋରୁ ଚୋରା ଚାଲାଣକାରୀମାନେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ଚୋରା ଚାଲାଣ ରୋକିବା ପାଇଁ ବିଏସଏଫ ଯବାନଙ୍କ ନିରନ୍ତର ଉଦ୍ୟମରେ ଉତ୍ତେଜିତ ହୋଇ ଚୋରା…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜୋ ବାଇଡେନଙ୍କ ପୁଅ ଦୋଷୀ ସାବ୍ୟସ୍ତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଗୁରୁତର ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଡ୍ରଗ୍ସ ବ୍ୟବହାର ବିଷୟରେ ମିଥ୍ୟା ଅଭିଯୋଗରେ ହଣ୍ଟର୍ ବାଇଡେନ୍ ଦୋଷୀ ସାବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

୧୫ମିନିଟ ଧରି ଆଖି ସାମ୍ନାରେ ଜଣକ ପରେ ଜଣକଙ୍କ ମୃତ୍ୟୁ ଦେଖିଛି

ଶ୍ରୀନଗର: ଗତକାଲି ଶିବଖୋରି ଶୈବପୀଠ ଦର୍ଶନ ସାରି ମାତା ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଉପରକୁ ତେରୟାଥ ଗାଁ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ବସ୍ ଚାଳକ, କଣ୍ଡକ୍ଟର ସମେତ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ଆହତ ହୋଇଥିଲେ। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ଅଜଣା ରୋଗର ଆତଙ୍କ: ୭ ଦିନରେ ୩ ଶିଶୁଙ୍କ ମୃତ୍ୟୁ, ପାଞ୍ଚ ଜଣ ଗୁରୁତର

ରାୟଗଡ଼ା: ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଉପାନ୍ତ ଓ ଦୁର୍ଗମ ବ୍ଲକ କାଶୀପୁର ପୁଣି ଚର୍ଚ୍ଚାରେ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର୍ ଗାଁରେ ଗତ କିଛି ଦିନ ହେଲା ଏକ ଅଜଣା ରୋଗ ବ୍ୟାପି ଥିବା ଜଣାପଡ଼ିଛି। ଏହି ରୋଗରେ ସାଧାରଣତଃ ଛୋଟ…
ଅଧିକ ଖବର ଦେଖନ୍ତୁ...

ତୁଳସୀ ଜଂଗଲରୁ ମାଓ ଡମ୍ପ ଉଦ୍ଧାର କଲା ମାଲକାନଗିରି ବିଏସ୍‌ଏଫ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ତୁଳସୀ ପାହାଡ଼ରେ ବିଏସଏଫ ଦ୍ବାରା ମାଓବାଦୀଙ୍କ ଡମ୍ପ ଉଦ୍ଧାର କରାଯାଇଛି। ପ୍ରତିଦିନ ଭଳି ଆଜି ମଧ୍ୟ ମାଥିଲି ବ୍ଲକର ଟେମରୁପାଲୀ ପଞ୍ଚୟାୟତର କେରମିଟି ଗ୍ରାମ ନିକଟସ୍ଥ ତୁଳସୀ ପାହାଡ଼ରେ ସ୍ଥାନୀୟ ବିଏସଏଫ ଯବାନ ସର୍ଚ୍ଚ ଅପରେସନରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୦୭ ରନ୍

ନ୍ୟୁୟର୍କ: ଟି-୨୦ ବିଶ୍ବକପ୍‌ର ୨୨ତମ ମ୍ୟାଚ୍‌ରେ ଗ୍ରୁପ୍-ଏ ରେ ପାକିସ୍ତାନ ଏବଂ କାନାଡା ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...