Daily Archives

June 14, 2024

କୁଏତ୍‌ ଅଗ୍ନିକାଣ୍ଡରେ ଓଡ଼ିଆ ପୁଅ ମହମ୍ମଦ ଜହୁର ଜଳିଗଲେ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ଅନେକଙ୍କ ଜୀବନ

ଭୁବନେଶ୍ବର: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ମହମ୍ମଦ ଜହୁର ଆଉ ନାହାନ୍ତି ସତ। କିନ୍ତୁ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ସେ ଚିର ଦିନ ହୋଇ ବଞ୍ଚିରହିବେ। କାରଣ ମୃତ୍ୟୁ ପୂର୍ବରୁ ସେ ବଞ୍ଚାଇଦେଇଛନ୍ତି ଅନେକଙ୍କ ଜୀବନ। ଘଟଣା ଦିନ ସେ ଭୋର ୪ଟାରୁ ମସଜିଦରୁ ପ୍ରାର୍ଥନା…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ କଫିନକୁ ଧରି ଅଚେତ ହୋଇପଡ଼ୁଛନ୍ତି ପରିବାରଲୋକ

କୋଚି: ଆଜି ସକାଳେ କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ କେରଳ କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା। ମୃତଦେହଗୁଡ଼ିକୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚାଇବା ପାଇଁ  ବିମାନବନ୍ଦର ଟର୍ମିନାଲ ବାହାରେ ୩୫ଟି ଆମ୍ବୁଲାନ୍ସ ଓ ଅ‌ନେକ ପୁଲିସ ଗାଡ଼ି ଧାଡ଼ି ଲାଗିଥିଲା।…
ଅଧିକ ଖବର ଦେଖନ୍ତୁ...

ୟେଦିୟୁରପ୍ପାଙ୍କୁ ଆଶ୍ବସ୍ତି, ଗିରଫଦାରି ଉପରେ ରୋକ୍ ଲଗାଇଲେ କୋର୍ଟ

ବେଙ୍ଗାଲୁରୁ : ପୋକ୍ସୋ ଆକ୍ଟ ଅଧୀନରେ ଅଭିଯୋଗର ସମ୍ମୁଖୀନ ହେଉଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ବେଙ୍ଗାଲୁରୁର ଏକ ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଗିରଫଦାରି ଉପରେ ରୋକ୍…
ଅଧିକ ଖବର ଦେଖନ୍ତୁ...

ରଜ ପାଳିଲେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଆ ଅସ୍ମିତାର କଥା

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣପର୍ବ ‘ରଜ’ ପାଳନ କରିଛନ୍ତି। ଶ୍ରୀ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ସଂଗ୍ରହାଳୟକୁ ଯାଇ ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଜନସାଧାରଣଙ୍କ ସହିତ କଥାବାର୍ତ୍ତା ‌କରିଛନ୍ତି। ଜନସାଧାରଣ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୧ରୁ ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ: ହଟିବ ଆଇପିସି, ସିଆରପିସି

ଭୁବନେଶ୍ବର: ଜୁଲାଇ ପହିଲାରୁ ବ୍ରିଟିସ ଆଇନ ହଟିବ। ସାରା ଦେଶରେ ନୂଆ ପୁଲିସ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି। ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ନୂଆ ଆଇନ ଆସିବା…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ଅଂହକାରୀ କହିଲେ ଆରଏସଏସ ନେତା ଇନ୍ଦ୍ରଶ କୁମାର, କଂଗ୍ରେସ ରଖିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ନେତା ଇନ୍ଦ୍ରଶ କୁମାରଙ୍କ ବିବୃତ୍ତି ଉପରେ କଂଗ୍ରେସ କହିଛି ଯେ ବର୍ତ୍ତମାନ ସେମାନେ ବିଜେପିର ଅହଂକାର ଦେଖୁଛନ୍ତି। ଆରଏସଏସ କାରଣରୁ ବିଜେପି ଏସବୁ କରୁଛି। କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପୱନ ଖେଡା…
ଅଧିକ ଖବର ଦେଖନ୍ତୁ...

ଡାକ୍ତରାଣୀଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ୪ମହଲା କୋଠାରୁ ପଡ଼ି ଜଣେ ଡାକ୍ତରାଣୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରାଣୀ ଦୀକ୍ଷା ତିୱାରୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଶୁକ୍ରବାର ଦୀକ୍ଷାଙ୍କ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିରକୁ ଉଡ଼ାଇବାକୁ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଧମକ, ବଢାଗଲା ସୁରକ୍ଷା

ଅଯୋଧ୍ୟା : ଗତ କିଛି ଦିନ ହେବ ଭାରତରେ ଲଗାତାର ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଗତ କିଛି ଦିନ ମଧ୍ୟରେ ଭାରତର ଜମ୍ମୁ ଓ କଶ୍ମୀରର ୩ଟି ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏବେ ଅଯୋଧ୍ୟାର ରାମ ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସିଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ…
ଅଧିକ ଖବର ଦେଖନ୍ତୁ...

ପାୱାରବେଲି ଗ୍ରାମରେ ମ୍ୟାଲେରିଆ ଆତଙ୍କ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ପାୱାରବେଲି ଗ୍ରାମରେ ମ୍ୟାଲେରିଆ ଆତଙ୍କ ଦେଖା ଦେଇଛି। ଖବର ପାଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ଜଣାପଡ଼ିଛି। ସୂଚନା ପ୍ରକରେ ପାୱାରବେଲି ଗ୍ରାମର ୨୦ ଜଣ ଲୋକ ଗତ…
ଅଧିକ ଖବର ଦେଖନ୍ତୁ...

ବଟରସ୍କଟ୍ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଳି ବାହାରିବା ପରେ କମ୍ପାନିର ପ୍ରତିକ୍ରିୟା

ମୁମ୍ବାଇ: ମୁମ୍ବାଇର ଜଣେ ଡାକ୍ତର ଅନ୍‌ଲାଇନ୍‌ରୁ ୟୁମୋ ବଟରସ୍କଟ୍ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଅର୍ଡର ଯେତେବେଳେ ଘରେ ପହଞ୍ଚିଥିଲା ଆଇସକ୍ରିମ କୋନ୍‌ରୁ ମାନବ ଆଙ୍ଗୁଳି ବାହାରିଥିବା ଡାକ୍ତର ମାଲାଦା ପୁଲିସରେ ଅଭିଯୋଗ କରିଥିଲେ। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମ‌ାଲଦା…
ଅଧିକ ଖବର ଦେଖନ୍ତୁ...